October 17, 2024

Odia Express

Here, There and Everywhere

ଓଡ଼ିଆ ମଜାଳିଆ ଜୋକ୍ସ- ଏକ ଚନ୍ଦା ଲୋକ ଜଣେ ଭଣ୍ତାରୀ ପାଖକୁ ବାଳ କଟାଇବାକୁ ଗଲା, ତାର ବାଳ କଟାଇବା ପରେ ଭଣ୍ତାରୀକୁ ପଚାରିଲା କେତେ ପଇସା ହେଲା ?ଦୋକାନୀ ଯାହା କହିଲେ ଲୋକ ଶୁଣିକି ବେହୋସ ହେଇଗଲା

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଟ୍ରେନରେ ସତର୍କ ବୋର୍ଡରେ ଲେଖା ହୋଇଥିଲା କି ବିନା ଟିକେଟ୍ ରେ ଯାତ୍ରା କରୁଥିବା ଯାତ୍ରୀ ଏବେ ହୋସିୟାର୍ , ସର୍ଦାରଜୀ ଏତିକି ଲାଇନ୍ ପଢିକରି ବେଚିନ୍ତା ହୋଇଗଲେ, କହିଲେ ଏମିତି କି କଥା ବିନା ଟିକେଟ୍ ରେ ଯାତ୍ରା କରୁଥିବା ଲୋକ ହୋସିଆର୍ , ଆମେ ତ ଟିକେଟ୍ ନେଇଛୁ ତେବେ ଆମେ କଣ ମୁର୍ଖ ।

୨) ବିବାହ ପୁର୍ବରୁ ପୁଅ ଝିଅକୁ ପ୍ରମିଜ୍ କରିଥିଲା କି ମୁଁ ତୋତେ ଚନ୍ଦ୍ର ତାରା ଦେବି, ଝିଅକୁ ବିବାହ କରିନେଲା ଓ ତାର ଏକ ଛୁଆ ହେଲା, ନାଁ ରଖିଦେଲା ତାରାଚନ୍ଦ, ଏହାକୁ କହନ୍ତି କି ପ୍ରାଣ ଯାଉ କିନ୍ତୁ ବଚନ ନ ଯାଉ ।

୩) ମୁଁ ଏମିତି ଉଦାସରେ ବସି ପାଣିରେ ପଥର ମାରୁଥିଲି, ଅଚାନକ ଏକ ବେଙ୍ଗ ବାହାରିଲା ଓ କହିଲା ପାଣିକୁ ଥରେ ଆସେ ତୋର ଉଦାସି ଛଡେଇଦେବି, ତୋର ବାଲି ଚକ୍କରରେ ତୁ ମୋର ବାଲି ମୁଣ୍ତକୁ ଫଟାଇଦେଲୁ ।

୪) ସାନ୍ତା- ସାଙ୍ଗ ମୋର ବୋର୍ଡ ପରିକ୍ଷା ଆରମ୍ଭ ହେବାକୁ ଯାଉଛି, ବାନ୍ତା- ଏବେ ତାହେଲେ ଡରୁଛୁ କଣ ପାଇଁ ? ସାନ୍ତା- ସମସ୍ତେ କହନ୍ତି କି ଦଶମ ପରୀକ୍ଷା ହିଁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ, ବାନ୍ତା-ଆବେ ବେଶୀ ଟେନସନ୍ ନେ ନି, ୧୦ ମ ମାର୍କସିଟ୍ ତ ଖାଲି ଜନ୍ମତିଥି ଦେଖିବାରେ କାମ ଆସେ ।

୫) ବୀମା କମ୍ପାନୀର ଏକ ଏଜେଣ୍ଟରୁ ଜଣେ ସାହେବ୍ ପଚାରିଲେ-ଯଦି ମୁଁ ନିଜ ସ୍ତ୍ରୀର ବୀମାକରାଇବି ତେବେ କାଲି ସେ ମରିଗଲେ ତୋ ମତେ କଣ ମିଳିବ ? ବିମା ଏଜେଣ୍ଟ- ଲମ୍ବା ନିଶ୍ୱାସ ନେଇ- ଜେଲ୍ କିମ୍ବା ଫାଶି ।

୬) ସ୍ୱାମୀର ୫ ଟି ମିସଡ୍ କଲ୍ ହୋଇଥିଲେ ସ୍ତ୍ରୀ ଭାବିଥାଏ କି କାହାର କଲ୍ ହୋଇଥିବ କେଜାଣି ! ସ୍ତ୍ରୀର ପାଞ୍ଚଟି ମିସ୍ କଲ୍ ଆସିଲେ ସ୍ୱାମୀ ଭାବେ କି ଜଣା ନାହିଁ ଆଜି ମୋର ସହ କଣ ହେବ ।

୭) ଗାଲିବ୍ କହନ୍ତି କି ଚାଲିଯାଏ ଆସିବା ଦିନରୁ ଏମିତି ବ୍ୟୁଟି ପାର୍ଲରକୁ, ତାଙ୍କ ମକସଦ୍ ଅଛି ମିଶାଲ୍ ହୁର୍ ହୋଇଯିବା, କିନ୍ତୁ ଏହି କଥା କେଉଁ ବେଗମ୍ ଙ୍କ ବୁଝାରେ କଣ ପାଇଁ ଆସେନାହିଁ କି ସଂମ୍ଭବ ନୁହେଁ କି କିସମିସ୍ କେବେ ଅଙ୍ଗୁର୍ ହୋଇଯିବା ।

୮) ଜଣେ ବ୍ୟକ୍ତି ନିଜ ଖୟାଲ୍ ରେ ଏତେ ହଜିଯାଏ କି ମାନନ୍ତୁ ଘରେ ତାର କିଛି ବି ମତଲବ ନଥିବ, ଦିନେ ତାର ସ୍ତ୍ରୀ କହିଲା- ଜଣା ଅଛି ଆମର ପୁଅ ଚାଲିବାକୁ ଲାଗିଲାଣି, ସ୍ୱାମୀର ଧ୍ୟାନ ଆଉ କେଉଁଆଡେ ଥିଲା, ସେ ପଚାରିଲା କେବେ ? ସ୍ତ୍ରୀ-ଆରେ ୨୦୧୨ ରୁ ସ୍ୱାମୀ କହିଲା- ଓହଃ, ତେବେ ସେ ୨୦୧୩ ରେ ଚାଲିଯାଇଥିବ ।

୯)ଥରେ ପପୁ ବ୍ୟାଙ୍କ୍ ମ୍ୟାନେଜରକୁ କହିଲା- ପପୁ- ମ୍ୟାନେଜର୍ ସାର୍ ମୋତେ ଲୋନ୍ ଦରକାର, ବ୍ୟାଙ୍କ୍ ମ୍ୟାନେଜର୍- ବ୍ୟାଙ୍କ୍  ଖାତା ଅଛି ? ପପୁ –ଏବେ ତ ଘରେ ଖାଉଛି, ଯଦି ଲୋନ୍ ଦେବେ ବ୍ୟାଙ୍କ୍ ରେ ବି ଖାଇଦେବି, ବ୍ୟାଙ୍କ୍ ମ୍ୟାନେଜର୍ ବେହୋସ୍ ।

୧୦) ବାପା- ତୁ ଫେଲ୍ କେମିତି ହେଇଗଲୁ ? ପୁଅ- ବାପା ପେପରରେ ପ୍ରଶ୍ନ ସେମିତି ଆସିଥିଲା କି ମୋତେ ଜଣା ବି ନଥିଲା , ବାପା- ତାହାଲେ ତୁ ଉତ୍ତର କେମିତି ଦେଲୁ ? ପୁଅ- ମୁଁ ବି ଉତ୍ତରରେ ଏମିତି ଲେଖିଦେଲି କି ସାର୍ ଙ୍କୁ ବି ଜଣାନଥିଲା ।

୧୧) ପୁଅ- ଡାଡ୍ ମମି ଘରେ ନାହାନ୍ତି, ଆସିଯାଅ କିଛି ମିଶିକି କରିବା, ଝିଅ- ତୁ ରହିଯା କମିନା, ଏମିତି ହିଁ ଡକାଇକି ମୋତେ ବାସନ ଧୁଆଉଛୁ ।

୧୨) ଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା , ଯେବେ ଝଗଡା ଅଧିକା ବଢିଗଲା ସ୍ୱାମୀ ନିଜ କ୍ରୋଧକୁ କାବୁ ରଖିକରି କହିଲା- ଏବେ ତୁମେ ଗୋଟେ ଶବ୍ଦ ବି କିଛି କହିବ ନାହିଁ, ନହେଲେ ମୋର ଭିତରେ ଯେଉଁ ପଶୁ ବଶିଛି ସେ ଆସିଯିବ , ସ୍ତ୍ରୀ- ଉଠା ତାହେଲେ ସେଇ ପଶୁକୁ ସେମିତି ମୁଷାକୁ କିଏ ବା ଡରେ !

୧୩) ଥରେ ଏକ ଗଞ୍ଜାବ୍ୟକ୍ତି ବାରିକ ପାଖକୁ ବାଳ କଟାଇବାକୁ ଗଲା, ବାଳ କଟାଇବାପରେ ସେ ବାରିକକୁ ପଚାରିଲା କେତେ ହେଲା ଭାଇ ? ବାରିକ- ୫୦ ଟଙ୍କା, ଆଶ୍ଚର୍ଯ୍ୟରେ ସେ ବ୍ୟକ୍ତି କହିଲା କଣପାଇଁ ସବୁଆଡେ ତ ୪୦ ଟଙ୍କା ନେଉଛନ୍ତି, ତୁମେ ମୋ ଠାରୁ ଅଧିକା କଣ ପାଇଁ ନେଉଛ ? ବାରିକ କହିଲା- ଦଶ ଟଙ୍କା ବାଳ ଖୋଜିବାପାଇଁ , ବାକି କାଟିବା ପାଇଁ

୧୪) ପିଣ୍ତଦି ସରଦାରନି ନିଜ ସରଦାର୍ ନୁ- ସରଦାର୍ ଜି ଆଜ୍ ମକଡୋନାଲ୍ଡ ଯିବା , ସରଦାର୍- ସ୍ପେଲିଙ୍ଗ୍ ଦଶ୍ ଦେ ତାପରେ ଯିବା, ସରଦାରନି- ତାହାଲେ KFC ଚାଲ ଯିବା, ସରଦାର୍- କେଏଫ୍ ସି ର ଫୁଲ ଫର୍ମ କୁହ , ସରଦାରନୀ- ରହ କୁଲଚା ଛୋଲା ଖୁଆଉଛି ।

Leave a Reply

Your email address will not be published. Required fields are marked *