October 17, 2024

Odia Express

Here, There and Everywhere

ଆପଣ ନିଜ ଛୁଆଙ୍କୁ ଖୁଆଉଛନ୍ତି କି ପ୍ୟାକେଟ୍ ବାଲା ଚିପ୍ସ ? ତେବେ ହୋଇଯାଆନ୍ତୁ ସାବଧାନ ନହେଲେ ଆପଣ..

1 min read

ଆଜିର ଏହି ସଂସ୍କରଣରେ ଆମେ ବଜାରରେ ବିକ୍ରି ହେଉଥିବା ଚିପ୍ସ ବିଷୟରେ କହିବୁ ଯାହା ଛୁଆଙ୍କୁ ବହୁତ ପସନ୍ଦ ହୋଇଥାଏ , ବହୁତଥର ସେମାନେ ଘରୁ ବାହାରିବା କ୍ଷଣି ଏହି ଚିପ୍ସ ଖାଇବାକୁ ମାଗିଥାନ୍ତି । ଓ ଘରର ଅଭିଭାବକ ତାଙ୍କୁ ଖୁସି ହୋଇକରି ସେହି ଚିପ୍ସ କିଣିକରି ଦିଅନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଚିପ୍ସ ଆପଣଙ୍କ ଛୁଆଙ୍କ ପାଇଁ ହାନିକାରକ ହୋଇପାରେ । ଏହି ଚିପ୍ସ ନା କେବଳ ଆପଣଙ୍କ ଛୁଆଙ୍କୁ, ମୋଟାପାର ଶିକାର ହୋଇପାରେ ,ବରଂ ବହୁତ ସାରା ରୋଗକୁ ଘରକୁ ଆଣିପାରେ, ଏଥିରେ ଡାଇବେଟିଜ୍ ରୁ ନେଇକରି କ୍ୟାନ୍ସର୍ ପର୍ଯ୍ୟନ୍ତ ରୋଗ ସାମିଲ୍ ଅଛି, ଏହାକୁ ଖାଇଲେ ହୃଦୟ ସହଯୋଡି ହୋଇଥିବାରୋଗ ବି ହୋଇପାରେ , ବିଭିନ୍ନ ଗବେଷଣାରୁ ଏହି କଥାର ପୃଷ୍ଟି କରାଯାଇଛି ।

ଏହି ଚିପ୍ସରେ ଫ୍ୟାଟ୍ ଓ କ୍ୟାଲୋରିଜ୍ ଅଧିକା ମାତ୍ରାରେ ହୋଇଥାଏ, ଏଥିରେ ଓଜନ ବଢାଇବା ଓ ମୋଟାପା ସମସ୍ୟା ଆସିପାରେ, ୨୮ ଗ୍ରାମ ଆଳୁ ଚିପ୍ସ ୧୫-୨୦ ଚିପ୍ସରେ ୧୦ ଗ୍ରାମ ଫ୍ୟାଟ୍ ଓ ୧୫୪ ଗ୍ରାମ କ୍ୟାଲୋରିଜ୍ ହୋଇଥାଏ, ୨୦୧୫ ରେ ହୋଇଥିବା ଏକ ଗବେଷଣାରେ କୁହାଗଲା କି ଛଣା ହୋଇଥିବା ଆଳୁ ମୋଟାପାର ପ୍ରମୁଖ କାରଣ ହୋଇଥାଏ ,ଯଦି ଆପଣଙ୍କ ଛୁଆ ଲଗାତାର ଚିପ୍ସ ଖାଉଛି,ତେବେ ତା ମଧ୍ୟରେ ପୋଷଣର ଅଭାବ ହୋଇପାରେ, ଚିପ୍ସରେ ଭିଟାମିନ୍ ଓ ମିନେରାଲ୍ସ ମାତ୍ରା ଅଧିକା ହୋଇଥାଏ , ଓ ଶରୀରକୁ ଭରପୁର୍ ପୋଷଣ ମିଳେ ନାହିଁ ଚିପ୍ସରେ ସୋଡିୟମ୍ ମାତ୍ରା ଅଧିକା ହୋଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସୋଡିୟମର ଅଧିକା ମାତ୍ରା ଶରୀରରେ ବହୁତ ରୋଗ ସୃଷ୍ଟି କରେ, ଏଥିରେ ଉଚ୍ଚରକ୍ତଚାପରୁ ନେଇକରି ଷ୍ଟ୍ରୋକ୍ ଏବଂ କିଡନୀ ରୋଗ ସାମିଲ୍ ଅଛି, ୨୮ ଗ୍ରାମ ଆଳୁ ଚିପ୍ସରେ ୧୨୦ ମିଲିଗ୍ରାମ ରୁ ନେଇକରି ୧୮୦ ମିଲିଗ୍ରାମ ସୋଡିୟମ୍ ହୋଇଥାଏ ।

ଆମେରିକାରେ ୨୦୧୦ ରେ ଡାଇଟ୍ ଗାଇଡ୍ ଲାଇନ୍ସ ଜାରି ହୋଇଥିଲା, ଏଥିରେ କୁହାଯାଇଥିଲା କି ଦିନ ସାରା କେତେ ପରିମାଣର ଲୂଣ ନେବା ଉଚିତ୍ , ଏହି ଗାଇଡ୍ ଲାଇନ୍ସ ଅନୁସାରେ ଦିନ ସାରା ୨୩୦୦ ମିଲିଗ୍ରାମରୁ ଅଧିକା ଲୁଣ ବିଲକୁଲ୍ ନେବା ଉଚିତ୍ ନୁହେଁ , ଯଦି ଏମିତି କଲେ ତେବେ ଉଚ୍ଚ ରକ୍ତଚାପରୁ ନେଇକରି କିଡନୀ ପର୍ଯ୍ୟନ୍ତ ଘାତକ ରୋଗ ହୋଇପାରେ । ଏହି ଚିପ୍ସ ଆପଣଙ୍କ ଛୁଆଙ୍କ କୋଲେଷ୍ଟ୍ରୋଲ୍ ମାତ୍ରାକୁ ବଢାଇଥାଏ , ଚିପ୍ସରେ ଅଧିକା ମାତ୍ରାରେ ଫ୍ୟାଟ୍ ଥିବା ହେତୁ କୋଲେଷ୍ଟ୍ରୋଲ୍ ବଢାଇଥାଏ,  ଅଧିକାଂଶ ଚିପ୍ସରେ ଡିପ୍ ଫ୍ରାଇଡ୍ ହୋଇଥାଏ , ଯାହା ଖତରନାକ ଟ୍ରାନ୍ସ ଫ୍ୟାଟ୍ ବଢାଇଥାଏ , ଏହା ଶରୀର ପାଇଁ ହାନିକାରକ ହୋଇଥାଏ। ଆମେରିକାର ରାଷ୍ଟ୍ରିୟ ସଂସ୍ଥାନରେ ପ୍ରୟୋଗ ହୋଇଥିବା ୨୦ ସୁସ୍ଥ୍ୟ ଲୋକଙ୍କୁ ଏକ ପରୀକ୍ଷଣ କରାଗଲା , ଲୋକଙ୍କୁ ଚାରି ସପ୍ତାହ ପର୍ଯ୍ୟନ୍ତ ଗୋଟେ  ସମୟରେ ଏକ ଅଲଟ୍ରା ପ୍ରୋସେଷ୍ଡ୍ ଖାଇବା ଓ ଗୋଟେ ସମୟରେ ଅନପ୍ରୋସେଷଡ୍ ଖାଦ୍ୟ ଦିଆଗଲା

ଅନପ୍ରୋସେଷଡ୍ ରେ କଷା ହୋଇଥିବା ମାଂସ, ଯଉ ଓ ସାଲାଡ୍ ରେ ତିଆରି ହୋଇଥିଲା,  ଯେବେ କି ପ୍ରୋସେଷଡ୍ ଫୁଡ୍ ରେ ବର୍ଗର, ଫ୍ରେଞ୍ଚ ଫ୍ରାଇଜ୍, ମେକରୋନି, ଓ ଚିଜ୍ ସାମିଲ୍ ଥିଲା, ଦୁହେଁ କ୍ୟାଲୋରୀ, ସୁଗର୍ ଓ ଫ୍ୟାଟ୍ ସମାନ ଥିଲା, ଏହି ଲୋକଙ୍କୁ ଦିନରେ ତିନୋଟି ମିଲ୍ ଖାଇବାର ଅନୁମତି ଥିଲା , ଏଥିରେ ଯିଏ ଯେତେ ଖାଇପାରିବ, ସେତେ ଖାଇପାରିବ , ରିସର୍ଚ୍ଚରୁ ଜଣାଗଲା କି ଅଲଟ୍ରା ପ୍ରୋସେଷଡ୍ ଫୁଡ୍ ଭୋଜନ କଲା ଲୋକ ଅନ୍ୟଙ୍କ ତୁଳନାରେ ୫୦୦ କ୍ୟାଲୋରି ଅଧିକା ଖାଇବା ଖାଇଛନ୍ତି, ତାହା ସହ ଦୁଇ ସପ୍ତାହରେ ଏକ କିଲୋ ଓଜନ ବଢାଇନେଇଛନ୍ତି, ଅନପ୍ରୋସେଡ ଖାଇବା ବାଲା ଲୋକ ପ୍ରାୟ ଏକ କିଲୋ ଓଜନ କମ୍ ହେଲା , ଚିପ୍ସ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ , କାରଣ ଏଥିରେ ସୋଡିୟମ୍ ହୋଇଥାଏ, ଚିପ୍ସରେ ଅତ୍ୟାଧିକ ମାତ୍ରା ଲୁଣ ହୋଇଥାଏ, ଯାହା ହାଇ ବ୍ଲଡ୍ ପ୍ରେସର୍ ସମସ୍ୟା ହୋଇପାରେ

ଚିପ୍ସରେ ଭିଟାମିନ୍ ମିନେରାଲ୍ସ ନଥା,ଏ ଅତ୍ୟାଧିକ ମାତ୍ରାରେ ଚିପ୍ସ ଖାଇଲେ କ୍ୟାନ୍ସର୍ ଓ କିଡନୀ ପର୍ଯ୍ୟନ୍ତ ଗଂମ୍ଭୀର ରୋଗ ହୋଇପାରେ , ଏଥିରେ ଅଧିକା ଫ୍ୟାଟ୍ ଥିବା ହେତୁ ବଡିରେ କୋଲେଷ୍ଟ୍ରୋଲ୍ ପରିମାଣକୁ ବୃଦ୍ଧି କରେ, ଚିପ୍ସ ଫ୍ରାଇଡ୍ ହୋଇଥାଏ, ଓ ଏହା ଟ୍ରାନ୍ସ ଫ୍ୟାଟ୍ ସୃଷ୍ଟି କରନ୍ତି ଯାହାଦ୍ୱାରା ଦାନ୍ତରେ ପୋକ ଲାଗିପାରେ । କଣ ଆପଣ ଜାଣିଛନ୍ତି ଚିପ୍ସର ପ୍ୟାକେଟ୍ ରେ କେଉଁ ପବନ ଭରାଯାଏ, ଏଥିରେ ପ୍ରକୃତରେ ନାଇଟ୍ରୋଜେନ୍ ଗ୍ୟାସ୍ ଭରାଯାଏ, ଯାହା ଲମ୍ବା ସମୟ ଯାଏଁ ସତେଜ, ଓ କଡକ୍ ରଖେ, ଯଦି ପ୍ୟାକେଟ୍ ରେ ନାଇଟ୍ରୋଜେନ୍ ଗ୍ୟାସ୍ ନଥାନ୍ତା ତେବେ ଚିପ୍ସ ସିଲ୍ ହୋଇଗଲେ ଅଧିକା ଖରାପ ହୋଇଯାଇଥାନ୍ତା,

Leave a Reply

Your email address will not be published. Required fields are marked *