October 17, 2024

Odia Express

Here, There and Everywhere

IASଇଣ୍ଟରଭ୍ୟୁର ପ୍ରଶ୍ନ- ଏମିତି କେଉଁ ଖାଦ୍ୟ ଅଛି ଯାହା କେବେ ପଚେ ନାହିଁ କି ସଢେ ନାହିଁ ବା ନଷ୍ଟ ହୁଏ ନାହିଁ ? ଉତ୍ତର ବୁଦ୍ଧିମାନ ଲୋକ ହେଇଥିଲେ କହିପାରିବେ ଆପଣ

1 min read

ୟୁପିଏସ୍ ସି ସିଭିଲ୍ ପରୀକ୍ଷା ପାସ୍ କରିବା ପରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଆମର ଦେଶରେ ଅଧିକାଂଶ ଯୁବା ଦେଖିଥାନ୍ତି , ଓ ସେଠାରେ ୟୁପିଏସ୍ ସି କ୍ୟାଣ୍ତିଡେଟ୍ସଙ୍କ ପାଇଁ ୟୁପିଏସ୍ ସି ସିଭିଲ୍ ପରୀକ୍ଷା କେଉଁ ଅଗ୍ନି ପରୀକ୍ଷାରୁ କମ୍ ହୋଇନଥାଏ,  ଓ ଏହି ପରୀକ୍ଷାକୁ ପାସ୍ କରିବାପାଇଁ କ୍ୟାଣ୍ତିଡେଟ୍ସଙ୍କୁ ରାତିଦିନ କଡା ପରିଶ୍ରମ କରିବା ପରେ ହିଁ ତାଙ୍କୁ ସଫଳତା ହାସିଲ୍ ହୋଇଥାଏ , ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ଛଡା ଇଣ୍ଟରଭ୍ୟୁ ରାଉଣ୍ତ ବି କରାଯାଏ , ଓ ଏହା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ , ଓ ଏହି ଇଣ୍ଟରଭ୍ୟୁରେ ଆଶାର୍ଥୀ ପ୍ରାର୍ଥୀଙ୍କୁ ବହୁତ ଅଜବଧରଣର ପ୍ରଶ୍ନ ପଚାରାଯାଏ , ଯାହା ପରୀକ୍ଷାର୍ଥୀର ତର୍କଶକ୍ତି ଓ ରିଜିଏନିଙ୍ଗ୍ ପାୱାର ପରଖାଯାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିଲା । ଯାହା ଆପଣଙ୍କୁ ବହୁତ କାମରେ ଆସିବ ।

୧) କେଉଁ ଭାରତୀୟ ନେତାଙ୍କୁ ଭାରତର ଲୌହ ମାନବର ନାଁରେ ଜଣାଯାଏ ? ଉତ୍ତର- ସର୍ଦାର ବଲ୍ଲଭଭାଇ ପଟେଲ୍

୨) କନ୍ୟାକୁମାରୀରେ ରକ୍ ମେମୋରିଆଲ୍(ଶିଳା ସ୍ମାରକ) କୁ କେଉଁ ସ୍ମୃତିରେ ସମର୍ପିତ କରାଗଲା? ଉତ୍ତର- ସ୍ୱାମୀ ବିବେକାନନ୍ଦ

୩) ପ୍ରସିଦ୍ଧ ଉଦାହରଣ “ ସରକାର ଜନତାର, ଜନତା ଦ୍ୱାରା, ଜନତା ପାଇଁ କିଏ ଦେଇଥିଲେ ? ଉତ୍ତର-ଆବ୍ରାହାମ୍ ଲିଙ୍କନ୍

୪) ରୋମାନ୍ ସାମ୍ରାଜ୍ୟର ସହ ଭାରତର ବେପାର ରୋମରେ କାହାର ଦ୍ୱାରା ଆକ୍ରମଣ ସହ ସମାପ୍ତ ହୋଇଗଲା ? ଉତ୍ତର-ହୁଣୋଙ୍କ ଦ୍ୱାରା

୫) ଆର୍ଯ୍ୟଭଟ୍ଟ ଓ ବରାହମିହିରଙ୍କ ସୁବିଖ୍ୟାତ ନାଁ କେଉଁ ଯୁଗ ସହ ସଂବନ୍ଧିତ ଅଛି ? ଉତ୍ତର- ଗୁପ୍ତବଂଶ

୬) ଚିନି ଯାତ୍ରୀ ଫାହିୟାନ୍ କେଉଁ ଗୁପ୍ତ ଶାସକଙ୍କ ଶାସନକାଳରେ ଭାରତ ଆସିଥିଲେ ? ଉତ୍ତର-ଚନ୍ଦ୍ରଗୁପ୍ତ

୭) ଗୁପ୍ତ ଶାସନ ସମୟରେ ନିମ୍ନଲିଖିତରେ କେଉଁ ଏକ ବ୍ୟକ୍ତି ଥିଲେ ଯିଏ ଏକ ମହାନ୍ ଖଗୋଳବିଜ୍ଞାନୀ ତଥା ଗଣିତଜ୍ଞ ଥିଲେ ? ଉତ୍ତର-ଆର୍ଯ୍ୟଭଟ୍ଟ

୮) ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଖୟାଲ୍ ଓ ତରାନାର ସଂସ୍ଥାପକ କିଏ ଜଣାଯାଆନ୍ତି ? ଉତ୍ତର-ଅମିର ଖୁସରୋ

୯) ୧୯୨୦ ରେ ବମ୍ବେରେ ଆୟୋଜିତ ଅଖିଳ ଭାରତୀୟ କଂଗ୍ରେସକୁ ପ୍ରଥମ ସତ୍ରର ଅଧ୍ୟକ୍ଷତା କାହାଦ୍ୱାରା କରାଯାଇଥିଲା ? ଉତ୍ତର-ଲାଲା ଲାଜପତ ରାୟ

୧୦) ଯୁଦ୍ଧରେ ସାହାସ ଓ ପରାକ୍ରମ ପ୍ରଦର୍ଶନ ପାଇଁ ଦିଆଯାଉଥିବା ଭାରତର ସର୍ବୋଚ୍ଚ ସୈନିକ ଅଳଂକରଣ କଣ ଅଟେ ?

ଉତ୍ତର-ପରମବୀର ଚକ୍ର

୧୧) ପୃଥିବୀର ସ୍ତରରେ ସବୁଠାରୁ ଦୁର ବାୟୁମଣ୍ତଳୀୟ ପରସ୍ତ କେଉଁ ନାମରୁ ବିଦିତ ଅଛି ? ଉତ୍ତର-ବର୍ହି ମଣ୍ତଳ

୧୨) କେଉଁ ଗୁମ୍ପାରେ ତ୍ରିମୁର୍ତ୍ତି (ବ୍ରହ୍ମା,ବିଷ୍ଣୁ,ମହେଶ) ଙ୍କ ମୁଖମଣ୍ତଳର ମୁର୍ତ୍ତି ସ୍ଥିତ ଅଟେ ? ଉତ୍ତର- ଏଲିଫଟା

୧୩) ଲକ୍ଷଦ୍ୱିପର ରାଜଧାନୀ କଣ ଅଟେ ? ଉତ୍ତର-କାରାବତୀ

୧୪) ମହାରାଷ୍ଟ୍ରର ସର୍ବାଧିକ ମାତ୍ରାରେ ମିଳିଥିବା ଉପଲ୍ଲବ୍ଧ ମୁଦ୍ରା କେଉଁ ପ୍ରକାର ଅଟେ ? ଉତ୍ତର- କଳା ମାଟି

୧୫) ସଂଘ ଶାସିତ ପ୍ରଦେଶ ଅଣ୍ତମାନ ନିକୋବର ଦ୍ୱିପ ସମୁହ ରାଜଧାନୀ କେଉଁ ରାଜ୍ୟ ଅଟେ? ଉତ୍ତର-ପୋର୍ଟବ୍ଲେୟାର୍

୧୬) ବିଖ୍ୟାତ ମହାକାବ୍ୟ ମହାଭାରତର ରଚୟୀତା କିଏ ? ଉତ୍ତର- ବେଦବ୍ୟାସ

୧୭) ଜେନେରାଲ୍ କେଉଁ ସେନାର ଏକ ଅଧିକାରୀ ଅଟନ୍ତି- ଉତ୍ତର-ସ୍ଥଳସେନା

୧୮) ଭାରତର କେଉଁ ରାଜ୍ୟରେ ପବିତ୍ର ତୀର୍ଥସ୍ଥଳ ଅମରନାଥ ସ୍ଥିତ ଅଛି ? ଉତ୍ତର- ଜମ୍ମୁ ଓ କାଶ୍ମୀର

୧୯) ବିଖ୍ୟାତ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗ ଭାରତର କେଉଁ କ୍ଷେତ୍ରରେ ଅଛି ? ଉତ୍ତର- କାଶ୍ମୀର

୨୦) ଦୁଇଥର ଉପରାଷ୍ଟ୍ରପତି ତଥା ଥରେ ରାଷ୍ଟ୍ରପତି ହେଉଥିବା ବ୍ୟକ୍ତିଙ୍କ ନାଁ କଣ ଅଟେ ? ଉତ୍ତର- ଡାକ୍ତର ଏସ୍, ରାଧାକ୍ରିଷ୍ଣାନ୍

୨୧) କେଉଁ ରାଷ୍ଟ୍ରପତି ନିର୍ବାଚନର ସମୟରେ ଦ୍ୱିତୀୟ ଚକ୍ରର ମତଗଣନା କରିବାକୁ ପଡିଥିଲା ?ଉତ୍ତର- ବିବି ଗିରି

୨୨) ସେହି ରାଷ୍ଟ୍ରପତିର ନାଁ କଣ ଅଟେ ? ଯିଏ ଥରେ ନିର୍ବାଚନରେ ହାରିଯାଇଥିଲେ ଓ ପରେ ନିର୍ବୋରୋଧ ବଛାହେଲେ ? ଉତ୍ତର- ନିଲମ୍ ସଞ୍ଜିବ୍ ରେଡ୍ଡି

୨୩) କେଉଁ ସେହି ଖାଦ୍ୟ୍ ଅଟେ ? ଯାହା କେବେ ସଢେ ନାହିଁ ?

ଉତ୍ତର- ମହୁ

Leave a Reply

Your email address will not be published. Required fields are marked *