October 17, 2024

Odia Express

Here, There and Everywhere

ଏହି ୫ ଟି ଜିନିଷ ଦ୍ୱିତୀୟଥର ଗରମ କରି ଖାଇଲେ ହୋଇପାରେ କ୍ୟାନ୍ସର୍ – ଆଜି ହିଁ ଜାଣନ୍ତୁ ଏହି ବିଷୟରେ

1 min read

ଖାଇବା ପିଇବାରେ କିଛି ଜିନିଷ ଏପରି ହୋଇଥାଏ ଯାହା ଗରମ କରିଲେ ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଥାଏ, ବହୁତଥର ଏଥିରେ କ୍ୟାନ୍ସର ହେବାର ବିପଦ ବି ରହିଥାଏ, ଆମେ ସବୁ ଘରରେ ଏମିତି ହୋଇଥାଏ କି ଆମେ ଗୋଟେ ସମୟର ଖାଇବା ଅନ୍ୟ ସମୟରେ ଗରମ କରି ଖାଇନିଅନ୍ତି, କେବେ ବି କେଉଁ ଭୋଜନକୁ ଆଉଥରେ ଗରମ କରି ଖାଆନ୍ତୁ ନାହିଁ, ସେମିତି ତ ଆମେ ତାଜା ଖାଇବା ଉଚିତ୍ , କେବେ କେଉଁ ଭୋଜନକୁ ଆଉଥରେ ଗରମ କରି ଖାଆନ୍ତୁ ନାହିଁ , କିନ୍ତୁ ସବୁ ଖାଇବାକୁ ଗରମ କରିବା ଉଚିତ୍ ନୁହେଁ । ଖାଇବା ପିଇବାରେ କିଛି ଏମିତି ଜିନିଷ ହୋଇଥାଏ ଯାହା ଗରମ କରିଲେ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଯାଏ , ବହୁତଥର କ୍ୟାନ୍ସର ହେବାର ବିପଦ ବି ଦେଖାଯାଏ , କିଛି ଜିନିଷ ହୋଇଥାଏ ଯାହା ଗରମକରିଲେ ସେଥିରୁ ପ୍ରୋଟିନ୍ ଶେଷ ହୋଇଯାଏ , ଓ ସେଥିରେ କିଛି ତତ୍ତ୍ୱ କ୍ୟାନ୍ସର କାରକ ହୋଇଯାଏ , ଆସନ୍ତୁ ଜାଣିବା କିଛି ଜିନିଷ ବିଷୟରେ ଯାହାଙ୍କୁ ଆଉଥରେ ଗରମ କରି ଖାଇବା ଉଚିତ୍ ନୁହେଁ ।

୧) ଆଳୁ- ଆଳୁ ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ । କିନ୍ତୁ ଯଦି ଏହାକୁ ବନାଇକରି ଅଧିକା ସମୟ ଯାଏଁ ରଖିଦିଆଯାଏ ତେବେ ଏଥିରେ ମହଜୁଦ୍ ପୋଷକ ତତ୍ତ୍ୱ ଶେଷ ହୋଇଯାଏ , ଏହାକୁ ଆଉଥରେ ଗର୍ମ କରି ଖାଇଲେ ପାଚନ କ୍ରିୟା ଉପରେ ନକରାତ୍ମକ ପ୍ରଭାବ ପକାଏ ।

୨) ଅଣ୍ତା- ସେମିତି ଅଣ୍ତାକୁ କେବେ ଖାଇବା ଉଚିତ୍ ନୁହେଁ , ତାଜା ହେଉ ନା କାହିଁକି, ଅଣ୍ତାକୁ ଆଉଥରେ ଗରମ କରି ଖାଇଲେ କ୍ଷତିକାରକ ହୋଇଥାଏ, ଅଣ୍ତାରେ ମହଜୁଦ୍ ପ୍ରୋଟିନ୍ ଆଉଥରେ ଗରମ କରିଲେ ବିଷାକ୍ତ ହୋଇଯାଏ ।

୩) ଛତୁ- ଚେଷ୍ଟା କରାଯିବା ଉଚିତ୍ କି ଛତୁ ସବୁବେଳେ ଫ୍ରେସ୍ ହୋଇଥିବ, ଏହା ପ୍ରୋଟିନ୍ ର ଖଜଣା ଅଟେ, କିନ୍ତୁ ଆଉଥରେ ଗରମ କରି ଖାଇଲେ ଏହାର ପ୍ରୋଟିନ୍ କମ୍ପୋଜିସନ୍ ବଦଳିଯାଏ , ଓ ହାନିକାରକ ହୋଇପାରେ ।

୪) ବିଟ୍- ବିଟ୍ କୁ କେବେ ଆଉଥରେ ଗରମ କରି ଖାଇବା ଉଚିତ୍ ନୁହେଁ , ଏମିତି କରିଲେ ଏଥିରେ ଥିବା ନାଇଟ୍ରେଟ୍ ଶେଷ ହୋଇଯାଏ , ଯଦି ତିଆରି ହୋଇଛି ତେବେ ତାହାକୁ ଫ୍ରିଜ୍ ରେ ରଖିଦିଅନ୍ତୁ, ଓ ଆଗାମୀ ଥର ଖାଇବାର କିଛି ସମୟ ବା କିଛି ଘଣ୍ଟା ପୁର୍ବରୁ ବାହାର କରିଦିଅନ୍ତୁ, ଓ ବିନା ଗରମ କରି ଖାଆନ୍ତୁ ।

୫) ପାଳଙ୍ଗ- ପାଳଙ୍ଗକୁ ଆଉଥରେ ଗରମ କରି ଖାଇଲେ କ୍ୟାନ୍ସରର କାରାଣ ହୋଇପାରେ, ଏଇ କ୍ୟାନ୍ସର ହେଉଥିବା ବିପଦ ବଢିଯାଏ , ଏଥିରେ ମହଜୁଦ୍ ନାଇଟ୍ରେଟ୍ ଆଉଥରେ ଗରମ କରିବାପରେ କିଛି ଏମିତି ତତ୍ତ୍ୱରେ ବଦଳିଯାଏ ,ଯାହାକି କ୍ୟାନ୍ସର ହେବାର ବିପଦ ଆଡକୁ ସଙ୍କେତ ଦେଇଥାଏ ।

Leave a Reply

Your email address will not be published. Required fields are marked *