October 17, 2024

Odia Express

Here, There and Everywhere

ଏବେ ଘରେ ରଖିଥିବା ପୁରୁଣା ସୁନା ହୋଇପାରେ ବେକାର୍, ଏବେ ସଂଗେ ସଂଗେ ଜାଣିନିଅନ୍ତୁ ନୁଆ ନିୟମ ବିଷୟରେ ..

ଯଦି ଆପଣ ସୁନାର ସଉକ ରଖନ୍ତି ତେବେ ଏହି ଖବର ଆପଣଙ୍କୁ ଜାଣିବା ଜରୁରୀ ଅଟେ, ହଁ ଆଜ୍ଞା ଯଦି ଆପଣ ଇନଭେଷ୍ଟମେଣ୍ଟ ସୁନା କିଣନ୍ତି କିମ୍ବା କଲେକ୍ଟ କରିବାର ସଉକ ରଖନ୍ତି, ତେବେ ଦେଶରେ ନୁଆ ଆଇନ୍ ବିଷୟରେ ଜାଣିନିଅନ୍ତୁ, ଯଦି ଆପଣଙ୍କ ପାଖରେ ପୁରୁଣା ସୁନା ପଡିରହିଛି, ଯେଉଁଥିରେ କେଉଁ ପ୍ରକାରର ହଲ୍ ମାର୍କିଙ୍ଗ୍ ନାହିଁ ତେବେ ସେ ସୁନା ଆପଣଙ୍କ ପାଇଁ ବେକାର ଜିନିଷ ହୋଇପାରେ, ଆସନ୍ତୁ ଜାଣିବା କଣ ପାଇଁ । କହିଦେବୁ କି କେନ୍ଦ୍ର ସରକାର ଗୋଲଡ୍ ହଲମାର୍କିଙ୍ଗ୍ ନିୟମ ଲାଗୁ କରୁଛନ୍ତି, ଏହି ନିୟମ ଦ୍ୱାରା ସୁନାର ଆଭୁଷଣ ରେ ହଲମାର୍କିଙ୍ଗ୍ କୁ ଅନିର୍ବାର୍ଯ୍ୟ କରିବାର ଫଇସଲା ନିଆଯାଇଛି, ଏବେ ପୁରା ଦେଶରେ ୧ ଜୁନ୍ ୨୦୦୧ ରୁ ଗୋଲଡ୍ ହଲମାର୍କିଙ୍ଗ୍ ଅନିର୍ବାଯ୍ୟ ହେବ, ସାଧାରଣ ଜନତାଙ୍କୁ ଏହା ଫାଇଦା ହେବ, ଏବେ ସୁନାଦୋକାନୀ ଲୋକଙ୍କୁ ଠକିପାରିବେ ନାହିଁ, ଏହି ନୁଆ ଆଇନ୍ ଲାଗୁ କରାଯିବାପରେ ଏବେ ଯଦି ସୁନା ଦୋକାନୀ ଆପଣଙ୍କ ସହ ଧୋକା କରେ ତେବେ ଦୃଢ କାର୍ଯ୍ୟନୁଷ୍ଠାନ କରାଯିବ

ଯେଉଁଥିରେ ଜ୍ୱେଲର୍ ଙ୍କୁ ଜୋରିମାନା ଓ ଜେଲ୍ ବି ପ୍ରାବଧାନ ଅଛି, ସେମିତି ଏହି ଖବର ପୁରୁଣା ସୁନା ଗହଣା ଧରି ବସିଥିବା ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଯାଇଛି, କିନ୍ତୁ ଭୟ କରିବାର କୌଣସି କଥା ନୁହେଁ କାରଣ ସରକାର ଢିଲା ଦେଇ ଏହି ଗହଣାକୁ ବଦଳାଇବାକୁ ମଉକା ଦେଇଛନ୍ତି, ପୁରୁଣା ଗହଣାକୁ ବଦଳାଇ ହଲମାର୍କ ଗହଣା ନେଇପାରିବେ , କିମ୍ବା ପୁରୁଣା ଗହଣାର ହଲମାର୍କ କରାଯାଇପାରିବ, କହିଦେବୁ କି କେନ୍ଦ୍ର ସରଆର ଏହି ଜାନୁୟାରୀରେ ନୋଟିଫିକେସନ୍ ଜାରି କରି କହିଲେ କି ଗୋଲଡ୍ ଜ୍ୱେଲରୀ ଉପରେ ଅନିର୍ବାର୍ଯ୍ୟ ହଲମାର୍କିଙ୍ଗ୍ ୧୫ ଜାନୁୟାରୀ ୨୦୨୧ ରୁ ଲାଗୁ ହେବ, କିନ୍ତୁ ଏହି ବର୍ଷ ଜୁଲାଇ ମାସରୁ କେନ୍ଦ୍ର ସରକାର୍ ଏହି ନିୟମ ଲାଗୁ କରିବାର ତାରିଖ ୧ ଜୁନ୍ କରିଦେଲେ ।

କହିଦେବୁ କି ହଲମାର୍କ ଏକପ୍ରକାରର ସରକାରୀ ଗ୍ୟାରେଣ୍ଟି ହୋଇଥାଏ ଓ ଏହି ଦେଶରେ ଏକମାତ୍ର ବିଆଇଏସ୍ ତୟ କରିଥାଏ, ହଲମାର୍କ ଦେଖିକରି ଏହା ଫାଇଦା କି ଆପଣ ନିକଟ ଭବିଷ୍ୟରେ ଯେବେ ବିକ୍ରି କରିବେ ତେବେ ଆପଣଙ୍କ କମ୍ ଦାମ୍ ହେବ ନାହିଁ , ବରଂ ସୁନାର ଦାମ୍ ଅଧିକା ମିଳିବ , ୨୫୬ ଜିଲ୍ଲାର ଗହଣା ବେପାରୀଙ୍କୁ ୧୪,୧୮,୨୨ କ୍ୟାରେଟ୍ ର ଜ୍ୱେଲରୀ ରୁ ସେମିତି ୨୦,୨୩, ୨୪ କ୍ୟାରେଟ୍ ପାଇଁ ହଲମାର୍କ ଅନୁମତି ହେବ , ଏହି ଫଇସଲା ଲାଗୁ କରିବାପରେ କେନ୍ଦ୍ର ସରକାର ଗହଣା ଦୋକାନୀଙ୍କୁ ୧ ବର୍ଷର ସୀମା ଦେଇଛନ୍ତି , କାରଣ ଦୋକାନୀ ନିଜ ପୁରୁଣା ଷ୍ଟକ୍ ଗୋଟେ ବର୍ଷରେ କ୍ଲିଅର୍ କରିପାରିବେ, ଦେଶରେ ହଲମାର୍କିଙ୍ଗ୍ କେନ୍ଦ୍ରର ସଂଖ୍ୟା ବଢିବାକୁ ଯାଊଛି, ଏକ ଅନୁମାନ ମୁତାବିକ ଏହି ସମୟରେ ଦେଶରେ ୯୦୦ ରୁ ଆଖପାଖ ହଲମାର୍କିଙ୍ଗ୍ କେନ୍ଦ୍ର ଅଛି, ଯାହାକୁ ବଢାଯାଇପାରିବ ,ଯାହାଦ୍ୱାରା କେଉଁ ପ୍ରକାରର ଅସୁବିଧା ନହେଉ

Leave a Reply

Your email address will not be published. Required fields are marked *