October 17, 2024

Odia Express

Here, There and Everywhere

ବୁଦ୍ଧିମାନ ର ପ୍ରଶ୍ନ – ମୋତେ କିଣିଲା ବେଳେ ମୁଁ ସମ୍ପୂର୍ଣ କଳା ଜଳେଇଲା ବେଳେ ମୁଁ ଲାଲ ଆଉ ଫୋପଡ଼ିଲା ବେଳେ ମୁଁ ଧଳା – ତେବେ କୁହନ୍ତୁ ମୁଁ କିଏ – ବୁଦ୍ଧିମାନ ହେଇଥିଲେ ଉତ୍ତର ଦେଇପାରିବେ ନହେଲେ ଫେଲ..

1 min read

ଆପଣଙ୍କ ଭଲ ପାଇବା ଦେଖି ଆମେ ସବୁଦିନ ଏଭଳି କିଛି ନୂଆ ନୂଆ ପ୍ରଶ୍ନ ଉତ୍ତର ଆପଣଙ୍କ ପାଇଁ ନେଇ ଆସିବୁ ଓ ଯାହାର ସଠିକ ଉତ୍ତର ଆପଣ କେତେ ଦେଇ ପରିଚାହଁନ୍ତି ତାହା ଜାଣିବା ଦରକାର |ତେବେ ଆପଣ ଏହାକୁ ପଢ଼ଚୁଛନ୍ତି ଆତ୍ମନେ ନିଶ୍ଚୟ ଆପଣ ନୂଆ ନୂଆ ଜିନିଷ ଶିଖିବାରେ ଆଗ୍ରହୀ ଅଛନ୍ତି ତେବେ ଚାଲନ୍ତୁ ଆଜିର ପ୍ରଶ୍ନ ଆରମ୍ଭ କରିବା|ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏଠାରେ କିଛି ମଜାଦାର ପ୍ରହେଳିକା ଦେଇଛି।ଏହାର ଉତ୍ତର ଆପଣ ମାନେ ଦଶ ସେକେଣ୍ଡ ଭିତରେ ଦେବେ।

ପ୍ରଶ୍ନ  – କଳା ଘୋଡ଼ା ଧଳା ସବାରି ଜଣେ ଓଲ୍ହେଇଲେ ଆଉ ଜଣେ ଚଢ଼େ।

ଉ:- ତାୱା ଓ ରୁଟି

ପ୍ରଶ୍ନ  – ବିମାର ନଥାଏ ମୁଁ ତଥାପି ଖାଇଥାଏ ଗୋଲୀ ପିଲା ଠାରୁ ବୁଢ଼ା ସମସ୍ତେ ଡରି ଯାଆନ୍ତି ସୁଣିକରି ମୋ କଥା

ଉ:- ବନ୍ଧୁକ

ପ୍ରଶ୍ନ  – ତିଆରି କରିଥିବା ବାଲା ତାକୁ ଉପଯୋଗ କରେ ନାହିଁ ଉପଯୋଗ କଲା ବାଲା ତାକୁ ଦେଖେନାହି ଦେଖିବା ବାଲା ତାକୁ ପସନ୍ଦ କରିନାହିଁ କୁହନ୍ତୁ ସେ କଣ।

ଉ:- କଫନ

ପ୍ରଶ୍ନ  – ପଢ଼ିବା ଓ ଲେଖିବାରେ ମୁ କାମରେ ଆସିଥାଏ ପେନ ନୁହ କି କାଗଜ ନୁହଁ କୁହନ୍ତୁ ମୁଁ କିଏ।

ଉ:- ଚଷମା

ପ୍ରଶ୍ନ  – ଏମିତି କେଉଁ ଜିନିଷ ଅଛି ଯାହାକୁ ଟାଣିଲେ ସେ ସରିଯାଏ

ଉ:- ବିଡି

ପ୍ରଶ୍ନ  – ଯେତେ ସେବା କରିବି ସେତେ କମ ହେବି ସମସ୍ତ ରଙ୍ଗ ନୀଳ ଓ ହଳଦିଆ ପାଣି ସାଥିରେ ଦୌଡେ ମୁ

ଉ:- ସାବୁନ

ପ୍ରଶ୍ନ  – ଗୋଟିଏ ଗୁମ୍ଫାର ଦୁଇ ଜଗୁଆଳି ଦୁଇ ଜଣ ଲମ୍ବା ଓ କଳା କୁହନ୍ତୁ କିଏ?

ଉ:- ନିଶ

ପ୍ରଶ୍ନ  – ଦୁନିଆ ସାରା ବୁଲେ ମୁଁ ଦିନରେ ମୁଁ ଶୁଏ ନାହିଁ ଅନ୍ଧାରରେ ମୁ ଚାହିଁ ଥାଏ

ଉ:- ଚାନ୍ଦ ଓ ତାରା

ପ୍ରଶ୍ନ  – ନାଲି ଘୋଡ଼ା ରହିଥାଏ କଳା ଘୋଡ଼ା ଦୌଡୁଥାଏ କୁହନ୍ତୁ ମୁଁ କିଏ

ଉ:- ନିଆଁ ଓ ଧୁଆଁ

ପ୍ରଶ୍ନ  – ଗୋଟିଏ ରାଜାଙ୍କ ଅନୁପମ ରାଣୀ ଦୁମ ସହାୟତାରେ ପିଅନ୍ତି ପାଣି କୁହନ୍ତୁ କିଏ

ଉ:- ଦିଆ

ପ୍ରଶ୍ନ  – ଗୋଟିଏ ପିତା ତ ପୁଅକୁ ଗିଫ୍ଟ ଦେଇ କହିଲା ଯେବେ ଭୋକ ଲାଗିବ ଦେବେ ଖାଇଦବୁ ଶୋଷ ଲାଗିଲେ ପି ଦବୁ ଥଣ୍ଡା ଲାଗିଲେ ଜଳାଇ ଦେବୁ କୁହନ୍ତୁ କଣ

ଉ:- ନଡ଼ିଆ

ପ୍ରଶ୍ନ  – ୮ କୁ ଲେଖ ୮ ଥର ଉତ୍ତର ଆସୁ ୧୦୦୦

ଉ:- ୮୮୮+୮୮+୮+୮+୮=୧୦୦୦

ପ୍ରଶ୍ନ  – ଶକ୍ତିଶାଳୀ ସଂସାରରେ କରେ ମନୁଷ୍ୟର କାମ ପାଣି ପିଇକରି ତୁରନ୍ତ ଶାନ୍ତ ହୋଇଯାଏ

ଉ:- ନିଆଁ

ପ୍ରଶ୍ନ  – ମୋତେ କିଣିଲା ବେଳେ ମୁଁ ସମ୍ପୂର୍ଣ କଳା ଜଳେଇଲା ବେଳେ ମୁଁ ଲାଲ ଆଉ ଫୋପଡ଼ିଲା ବେଳେ ମୁଁ ଧଳା – ତେବେ କୁହନ୍ତୁ ମୁଁ କିଏ

ଉ:- କୋଇଲା

ପ୍ରଶ୍ନ  – ଗୋଟିଏ ଫୁଲ କଳା ରଙ୍ଗ ମୁଣ୍ଡ ଉପରେ ସର୍ବଦା ରୁହେ ତୀବ୍ର ଖରାରେ ନାଚେ ଗାଏ କିନ୍ତୁ ଛାଇରେ ହାଲିଆ ହୋଇଯାଏ

ଉ:- ଛତା

ପ୍ରଶ୍ନ  – ଯଦି ନାକ ଉପରେ ଚଢ଼ିଯିବି କାନ ଧରିକି ପଢେଇବି କୁହନ୍ତୁ କଣ

ଉ:- ଚଷମା

Leave a Reply

Your email address will not be published. Required fields are marked *