October 17, 2024

Odia Express

Here, There and Everywhere

୨୫୦ କୋଟିରୁ ଅଧିକା କମାଇଥାନ୍ତି ମିଥୁନ ଚକ୍ରବର୍ତ୍ତୀ ବର୍ଷକ ମଧ୍ୟରେ, କୁକୁରଙ୍କ ପ୍ରତି ଅଛି ତାଙ୍କର ଖାସ୍ ସଂମ୍ପର୍କ, ଦେଖନ୍ତୁ ତାଙ୍କର ଲକ୍ଜୁରୀ ଜୀବନଶୈଳୀ

1 min read

ଫିଲ୍ମ ଜଗତରେ ଏମିତି ବହୁତ କଳାକାର ଅଛନ୍ତି ଯାହାଙ୍କୁ କୁକୁର ପାଳିବା ବହୁତ ଭଲ ଲାଗେ , ଏହି ଲୋକ ଏଥିପାଇଁ ମୋଟା ପଇସା ଖର୍ଚ୍ଚ କରିଦିଅନ୍ତି, ପାଳିତ ପଶୁ ରୁପରେ ଲୋକେ ନିଜ ଘରେ କୁକୁର, ଠେକୁଆ ଓ ମାଛ,କଇଁଛ ଓ ଏମିତି ଜୀବ ପାଳିଥାନ୍ତି , ବହୁତ ଲୋକ ଏହି ଜୀବଙ୍କୁ ବହୁତ ଭଲ ପାଆନ୍ତି, ଲୋକେ ଏହି ପାଳିତ ପଶୁଙ୍କୁ ନିଜ ଘରର ସଦସ୍ୟ ରୁପେ ଭଲ ପାଆନ୍ତି, ବଲିଉଡ୍ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏକ ଏମିତି ବ୍ୟକ୍ତି ଅଟନ୍ତି ଯାହାଙ୍କୁ କୁକୁର ବହୁତ ଭଲ ଲାଗେ । ମିଥୁନ ଚକ୍ରବର୍ତ୍ତୀ କୁକୁର ରଖିବାପାଈଁ ଏସି ରୁମ୍ ଘର ବନାଇଛନ୍ତି, ଓ ତାଙ୍କୁ ରଖିବାପାଇଁ ଅଭିନେତା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦିଅନ୍ତି,  ମିଥୁନ ଗୋଟେ ନୁହେଁ ଦୁଇଟି ନୁହେଁ ବରଂ ୭୬ କୁକୁରଙ୍କୁ ନିଜ ଘରେପାଳିଛନ୍ତି ଓ ଏମାନଙ୍କୁ ରଖିବାପାଇଁ ଅଲଗା ରୁମ୍ ହୋଇଛି, ଆପଣଙ୍କୁ କହିଦେବୁ କି ମିଥୁନ ଏହି ସମୟରେ ଫିଲ୍ମ ଜଗତରୁ ଦୁରେଇଯାଇଛନ୍ତି

ଏହାପରେ ବି କୋଟିଏ ଟଙ୍କାର ଆୟ କରୁଛନ୍ତି, ସବୁ ବର୍ଷ ତାଙ୍କ ଆୟ ପ୍ରାୟ ସେ ଏକ ବର୍ଷରେ ୨୪୦ କୋଟି ଟଙ୍କା ହୋଈଯାଏ , ତାଙ୍କର ଏହି କମାଇର ମାଧ୍ୟମ ହୋଟେଲ୍ ଅଟେ, ଫିଲ୍ମରୁ ଦୁରେଇଯିବାପରେ ମିଥୁନ ଏବେ ହୋଟେଲ୍ ଚଲାଉଛନ୍ତି, ଓ Gemini’s Monarch Group ଅଣ୍ତରରେ ମିଥୁନ ବହୁତ ସାରା ହୋଟେଲ୍ ଚଳାଉଛନ୍ତି, ସେ ଅଧିକାଂଶ କମାଇ ସେଥିରୁ କରନ୍ତି ।ଅଭିନେତାଙ୍କ ପାଖରେ ଆରବ ଟଙ୍କାର ସଂମ୍ପତ୍ତି ଅଛି, ତାଙ୍କ ମୁମ୍ବାଇରେ ଦୁଇଟି ଘର ହୋଇଛି, ଯେଉଁଥିରେ ଗୋଟେ ଘର ବାନ୍ଦ୍ରା ତ ଆଉ ଏକ ମଡ ଆଇଲ୍ୟାଣ୍ତରେ ଅଛି, ତାଙ୍କ ସେଫଟି ପାଇଁ ମିଥୁନ ବହୁତ କୁକୁର ରଖିଛନ୍ତି, ସେ ନିଜ ମୁମ୍ବାଇ ବାଲା ଘରରେ ପ୍ରାୟ ୩୮ ଟି କୁକୁର ପାଳିଛନ୍ତି, ଯାହା ସଫା ଜଣାପଡେ କି ତାଙ୍କୁ କୁକୁର୍ କେତେ ଭଲ ଲାଗେ

ସେମିତି ଏହି ଘର ପାଇଁ ମିଥୁନ କୁକୁରଙ୍କ ଦେଖାଶୁଣା କରୁଥିବା ଏନ୍ ଜିଓ Dog care center kenel club of india ରେ ଯୋଡି ହୋଇଛନ୍ତି, କୁକୁରଙ୍କ୍ ଛଡା ମିଥୁନ ଘରେ ଅନେକ ପ୍ରକାରର ପ୍ରଜାତି ବାଲା ପକ୍ଷୀ ପାଳିଛନ୍ତି ମୁମ୍ବାଇ ଛଡା ଉଟି ବାଲା ହାଉସ୍ ରେ ମିଥୁନ ୭୬ଟି କୁକୁର ପାଳିଛନ୍ତି, ମିଥୁନ ଏହି କୁକୁରଙ୍କୁ ବହୁତ ଭଲ ପାଆନ୍ତି ।

Leave a Reply

Your email address will not be published. Required fields are marked *