December 22, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ- ଝିଅ- ଏତେ ଆଉ ହଇରାଣ କରନି, ଏତେ ଭଲ ପାଉଥିବା ତୁମକୁ ପୁରା ଦୁନିଆଁରେ କେଉଁଠି ବି ମିଳିବନି, ପୁଅ- କଣ ସତରେ ତୁମେ ମୋତେ ଏତେ ଭଲ ପାଉଛ?ଝିଅ ଯାହା କହିଲା ପୁଅ ଶୁଣିକି ବେହୋସ

1 min read

ହସିବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ, ଏଥିପାଇଁ ଆମେ ହସିବାର କୌଣସି ମଉକା ଛାଡିବା କଥା ନୁହେଁ  । ଯେବେ ଆମେ ଖୁସି ରହିଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ବି ମଜବୁତ୍ ରହିଥାଏ, ଓ ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ ,ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ସ୍ତ୍ରୀ- ଶୁଣ ହୋ- ଆପଣଙ୍କୁ ଆରତୀ ମନେ ଅଛି ନା ? ସ୍ୱାମୀ-ହଁ , ସେ ପତଳି, କଳା ଆଖି ବାଲି ସୁନ୍ଦରୀ ଝିଅ ନା ? ତାପରେ ପ୍ରଥମେ ସ୍ୱାମୀର ପୁଜା ହେଲା  ସତ୍ୟନାରାୟଣ ଭଗବାନଙ୍କ ପରେ ପୁଜା ହେଲା ।

୨) ଝିଅ –ଏତେ ଆଉ ହଇରାଣ କରନି, ଏତେ ଭଲ ପାଉଥିବା ତୁମକୁ ପୁରା ଦୁନିଆଁରେ କେଉଁଠି ବି ମିଳିବେନି, ପୁଅ- କଣ ସତରେ ତୁମେ ମୋତେ ଏତେ ଭଲ ପାଉଛ ? ଝିଅ- ହଁ , ପରଖିନିଅ, ମୁଁ ତୁମ ପାଇଁ ସବୁ କିଛି କରିପାରିବି, ପୁଅ- ଚାଲ୍ ତେବେ ଜଲଦି ଜଲଦି ମୋତେ ୪୭ ର୍ ପଣିକିଆ କହିକି ଶୁଣା ଫଟାଫଟ ।

୩) କୋନ୍ ବନେଗା କରୋଡପତି ରେ ମୋତେ ୫ କୋଟିର ପ୍ରଶ୍ନ ପଚାରାଗଲା, ଆପଣଙ୍କ ନଜରରେ ଦୁନିଆଁର ସବୁଠାରୁ ଖତରନାକ୍ ମହିଳା କିଏ ? ରାଣ ମୁଁ ୫ କୋଟି କୁ ଗୋଇଁଠା ମାରିଦେଲି, ନାଁ କହିଲି ନାହିଁ କାରଣ ମୋତେ ସଂନ୍ଧ୍ୟାରେ ଘରକୁ ଯିବାର ଥିଲା ।

୪) ଆଣ୍ଟି ଡାକ୍ତରଙ୍କ ପାଖକୁ ଗଲା, ଆଣ୍ଟି- ମୋର ଆଣ୍ଠୁରେ ବହୁତ ପୀଡା ହେଉଛି, ଡାକ୍ତର –ଆପଣଙ୍କ ଓଜନ କେତେ ଅଛି, ଆଣ୍ଟି- ଚଷମା ଲଗାଇଲେ ୮୩ କିଲୋ, ଡାକ୍ତର-ବିନା ଚଷମାରେ  ? ଆଣ୍ଟି- ବିନା ଚଷମାରେ ମୋତେ କିଛି ଦେଖାଯାଏ ନାହିଁ।

୫) ଭିଣେଇ ଶାଳିକୁ ରୋମାଣ୍ଟିକ୍ ହୋଇକରି କହେ କି ଯଦି ଶାଳି ସାହିବା ମୁଁ ତୁମକୁ କେବଳ କିସ୍ କରି ଛାଡିଦେବି ତେବେ ତୁମେ କଣ ଭାବିବ ? ଶାଳୀ- ମୁଁ ବୁଝିବି ପାଗଳ ଭିଣେଇ , ପାଗଳ ହୋଈଯାଇଛନ୍ତି, ଓ ଏୟାରପୋର୍ଟରୁ ସେମିତି ଫେରିଆସିଛନ୍ତି ।

୬) ବାନ୍ତା ନିଜ ପାଳିତ କୁକୁରକୁ ବିକ୍ରି କରିବାର ଥିଲା, ସାନ୍ତା –ତାକୁ କିଣିବାର ଥିଲା, ସାନ୍ତା- କଣ ଏହି କୁକୁର ବିଶ୍ୱାସୀ ଅଟେ ? ବାନ୍ତା-ହଁ , ଏହାକୁ ଦୁଇଥର ପୁର୍ବରୁ ବିକ୍ରି କରିସାରିଛି, ଏତେ ବଫାଦାର୍ ଅଛି କି ସବୁଥର ମୋ ପାଖକୁ ଫେରିଆସୁଛି ।

୭) ଶିକ୍ଷକ- ପପୁ ଶାଳି ଅଧା ଘରବାଲି ହୋଇଥାଏ , ଏହାର୍ ମତଲବ କୁହ ? ପପୁ- ସାର୍ ଏହା ସେ ସ୍କିମ୍ ହୋଇଥାଏ , ଯେବେ ବର କୁହାଯାଇଥାଏ କିନ୍ତୁ ଦିଆଯାଏ ନାହିଁ ମାଷ୍ଟର୍ ବେହୋସ୍ ।

୮)ସ୍ତ୍ରୀ ବାପଘରୁ ଫେରିକରି ଆସିଲା, ସ୍ୱାମୀ କବାଟ ଖୋଲିକରି ଜୋର୍ ଜୋର୍ ରେ ହସିବାକୁ ଲାଗିଲା , ସ୍ୱାମୀ –ଏମିତି ହସୁଛ କଣପାଇଁ ସ୍ୱାମୀ-ଗୁରୁଜୀ କହିଥିଲେ କି ଯେବେ ବିପଦ ପଡିବ ତେବେ ସାମ୍ନାରେ ହସିବା ଆରମ୍ଭ କରିଦେବ ।

୯) ସ୍ତ୍ରୀ- ରଇସ୍ ଫିଲ୍ମ ଦେଖିବାକୁ ଯିବା, ସ୍ୱାମୀ- ମୁଁ ତାର କାବିଲ୍ ହୋଇନି, ସ୍ତ୍ରୀ- ତେବେ କାବିଲ୍ ଦେଖିବାକୁ ଯିବା, ସ୍ୱାମୀ-ମୁଁ ଏତେ ରଇସ୍ ହୋଇନି, ପରେ ତାଙ୍କ ଛୁଆ ଘରେ ଦଙ୍ଗଲ ଦେଖାଇଲେ ।

୧୦) ସାନ୍ତା ବହୁତ ଚିନ୍ତିତ ହୋଇ ଡାକ୍ତରଙ୍କ ପାଖକୁ ଗଲା , ସାନ୍ତା-ଡାକ୍ତର ସାହେବ ମୋତେ ସକାଳ ୬ ଟା ବେଲେ ପରିଶ୍ରା କରୁଛି, ତାପରେ ୭ ଟାରେ ଝାଡା ଯାଉଛି, ଡାକ୍ତର-ତେବେ କଣ ଅସୁବିଧା ହୋଇଛି, ସାନ୍ତା- ସାର୍, ଆଖି ତ ୮ ଟାରେ ଖୋଲୁଛି ନା ।

Leave a Reply

Your email address will not be published. Required fields are marked *