October 17, 2024

Odia Express

Here, There and Everywhere

IAS ଇଣ୍ଟରଭ୍ୟୁର ପ୍ରଶ୍ନ – ୫ ସହ ୫ ମିଶିଲେ ୧୧ କିପରି ହେଇଯିବ ?ବୁଦ୍ଧିମାନ ହେଇଥିଲେ ସଂଗେ ସଂଗେ ଉତ୍ତର ପାଇଯିବେ – ନିଶ୍ଚୟ କମେନ୍ଟ କରନ୍ତୁ

1 min read

ୟୁପିଏସ୍ ସି ସିଭିଲ୍ ପରୀକ୍ଷା ପାସ୍ କରିବା ପରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଆମର ଦେଶରେ ଅଧିକାଂଶ ଯୁବା ଦେଖିଥାନ୍ତି , ଓ ସେଠାରେ ୟୁପିଏସ୍ ସି କ୍ୟାଣ୍ତିଡେଟ୍ସଙ୍କ ପାଇଁ ୟୁପିଏସ୍ ସି ସିଭିଲ୍ ପରୀକ୍ଷା କେଉଁ ଅଗ୍ନି ପରୀକ୍ଷାରୁ କମ୍ ହୋଇନଥାଏ,  ଓ ଏହି ପରୀକ୍ଷାକୁ ପାସ୍ କରିବାପାଇଁ କ୍ୟାଣ୍ତିଡେଟ୍ସଙ୍କୁ ରାତିଦିନ କଡା ପରିଶ୍ରମ କରିବା ପରେ ହିଁ ତାଙ୍କୁ ସଫଳତା ହାସିଲ୍ ହୋଇଥାଏ , ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ଛଡା ଇଣ୍ଟରଭ୍ୟୁ ରାଉଣ୍ତ ବି କରାଯାଏ , ଓ ଏହା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ , ଓ ଏହି ଇଣ୍ଟରଭ୍ୟୁରେ ଆଶାର୍ଥୀ ପ୍ରାର୍ଥୀଙ୍କୁ ବହୁତ ଅଜବଧରଣର ପ୍ରଶ୍ନ ପଚାରାଯାଏ , ଯାହା ପରୀକ୍ଷାର୍ଥୀର ତର୍କଶକ୍ତି ଓ ରିଜିଏନିଙ୍ଗ୍ ପାୱାର ପରଖାଯାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିଲା । ଯାହା ଆପଣଙ୍କୁ ବହୁତ କାମରେ ଆସିବ ।

୧) ପ୍ରଶ୍ନ ୬,୫ ଓ ୯ ମଧ୍ୟରେ କେଉଁ ଚିହ୍ନ ଲଗାଇବେ ଯାହା ଆସୁଥିବା ସଂଖ୍ୟା ୫ ରୁ ବଡ ଓ ୯ ରୁ ଛୋଟ ହୋଇଥିବ ।

ଉତ୍ତର- ଦଶମିକ ।

୨) କେଉଁ ପଦାର୍ଥରେ ପ୍ରୋଟିନ୍ ମିଳେନାହିଁ ? ଉତ୍ତର- ଚାଉଳରେ ପ୍ରୋଟିନ୍ ମିଳେ ନାହିଁ ।

୪)ବିଶ୍ୱର କେଉଁ ଦେଶରେ ମନ୍ଦିର ବିଲକୁଲ୍ ନାହିଁ ? ଉତ୍ତର- ସାଉଦିଆରବରେ ମନ୍ଦିର ବିଲକୁଲ୍ ନାହିଁ ।

୫) କେଉଁ ମୁଗଲ୍ ରାଜା ଧାର୍ମିକ ସଂମ୍ପ୍ରଦାୟର ଦିନ୍ ଏ ଇଲାହୀର ସ୍ଥାପନା କରିଥିଲେ ? ଉତ୍ତର- ଆକବର୍

୬) ପ୍ରସିଦ୍ଧ ଉଦାରଣ- ସରକାର ଜନତାର, ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ କିଏ ଦେଇଥିଲେ- ଉତ୍ତର-ଆବ୍ରାହମ୍ ଲିଙ୍କନ୍ ।

୭) ଭାରତର ସଂବିଧାନକୁ ବନାଇବା ପାଇଁ ଗଠିନ ସଂବିଧାନ ସଭାର ଅଧ୍ୟକ୍ଷ୍ୟ କିଏ ଥିଲେ ? ଉତ୍ତର- ଶ୍ରୀ ଡାକ୍ତର ରାଜେନ୍ଦ୍ର୍ ପ୍ରସାଦ

୮) ୧୮୫୭ ଇ ର ବିଦ୍ରୋହରେ ଝାନସି ରାଣୀ ଲକ୍ଷ୍ମୀବାଇ କାହାର ସହଯୋଗରେ ଗ୍ୱାଲିୟରରେ ବିଦ୍ରୋହ କରିଥିଲେ ?

ଉତ୍ତର- ତାତ୍ୟା ଟୋପେ

୯) ମଧ୍ୟପ୍ରଦେଶର ଅତିରିକ୍ତ ଭାରତର କେଉଁ ରାଜ୍ୟ ସାତଟି ରାଜ୍ୟର ସୀମାରେ ସ୍ପର୍ଶ କରେ ? ଉତ୍ତର- ଆସାମ୍

୧୦) କେଉଁ ବିଧାୟକ ଧନ ବିଧାୟକ ନୁହେଁ , କିମ୍ବା ଏହାର ଫଇସଲା କିଏ କରିଥାଏ ? ଉତ୍ତର- ଲୋକସଭା ଅଧ୍ୟକ୍ଷ

୧୧) ତମାଖୁ ଉପରେ ପୁରା ପ୍ରତିବନ୍ଧ ଲଗାଇବା ବାଲା ବିଶ୍ୱର ପ୍ରଥମ ଦେଶ କିଏ ? ଉତ୍ତର- କାନପୁର

୧୨) ଦେଶର ପ୍ରଥମ ଚମଡା ଉଦ୍ୟୋଗ କେଉଁଠି ସ୍ଥାପିତ କରାଯିବ ? ଉତ୍ତର- କାନପୁର୍

୧୩) ଆଫଗାନିସ୍ଥାନର୍ ପ୍ରଥମ ମହିଳା ବ୍ରେକ୍ ଡ୍ୟାନ୍ସର୍ କିଏ ହେଲେ ? ଉତ୍ତର- ମନିଜା ତଲାଶ୍ ଉଡାନ୍

୧୪) ରିକଲେକ୍ସନ୍ ଅଫ୍ ଲାଇଫ୍ ପୁସ୍ତକର ଲେଖକ କିଏ ଅଟନ୍ତି  ? ଉତ୍ତର- ହାମିଦ୍

୧୫) ରୋମେନ୍ ରୋଲାଣ୍ତ ବୁକ୍ ପ୍ରାଇଜ୍ ୨୦୨୧ କାହାକୁ ଦେଇଥିଲେ ? ଉତ୍ତର- ଲେ ମରିଏଜ୍ ଡେ ପ୍ଲେସିର୍

୧୬) AFC ମହିଲା ଫୁଟବଲ୍ ଏସିଆ କପ୍ ୨୦୨୨ ର ଆୟୋଜନ କେଉଁ ଦେଶରେ କରାଯିବ ? ଉତ୍ତର- ଭାରତ

୧୭) ଯୁବାଙ୍କୁ ସ୍ୱରୋଜଗାର ଉପଲ୍ଲବ୍ଧ ଅବସରକୁ ସୁଚନା ପାଇଁ UDYAM ସାରଥୀ ଆପ୍ କେଉଁ ରାଜ୍ୟ ସରକାରଙ୍କ ଦ୍ୱାରା ଲଞ୍ଚ କରାଗଲା ? ଉତ୍ତର- ଉତ୍ତର ପ୍ରଦେଶ

୧୮) ସହିଦ୍ ଦିବସ କେବେ ପାଳିତ ହୁଏ ? ଉତ୍ତର- ୩୦ ଜାନୁୟାରୀ

୧୯) ଇନଷ୍ଟାଣ୍ତ୍ ନୁଡୁଲ୍ସ ର ଜନକ କୁହାଯାଉଥିବା କେଉଁ ମହିଳାଙ୍କ ନିଧନ ଏବେ ହୋଇଗଲା ? ଉତ୍ତର- ନୁନକ ନୁରେନି ,ଇଣ୍ତୋନେସିଆ

୨୦) ଦେଶର ପ୍ରଥମ ଇଗଲୁ କ୍ୟାଫେ କେଉଁଠି ହେଲା ? ଉତ୍ତର- ଜାମ୍ମୁ କାଶ୍ମୀର

୨୧) ଦେଶର ପ୍ରଥମ ଗ୍ୟାସରୁ ଏଥୋନୋଲ୍ ବନାଇବାର ସଂୟନ୍ତ୍ର କେଉଁଠି ସ୍ଥାପିତ କରାଯିବ ? ଉତ୍ତର- ମହାରାଷ୍ଟ୍ର

୨୨) ଅ ଲାଇଫ୍ ଇନ୍ ସିନେମା , ଥିଏଟର୍, ପୋଏଟ୍ରି ଆଣ୍ତ ପେଣ୍ଟିଙ୍ଗ୍ ପୁସ୍ତକର ଲେଖକ କିଏ ? ଉତ୍ତର- ଅର୍ଜୁନ ସେନ୍ ଗୁପ୍ତା ଓ ପାର୍ଥ ମୁଖାର୍ଜୀ

୨୩) ୫ + ୫ ମିଶିଲେ ୧୧ କିପରି ହେଇଯିବ?

ଉତ୍ତର – ଭୁଲ ରେ ,ଅଜ୍ଞାନ ହଁ ଏହା ଏକ ଚତୁର ପ୍ରଶ୍ନ ୫ ରେ ୫ ମିଶିଲେ ୧୦ ହୁଏ କିନ୍ତୁ ୧୧ ହେଲେ ତାହା ଭୁଲ ରେ ହୁଏ

Leave a Reply

Your email address will not be published. Required fields are marked *