October 17, 2024

Odia Express

Here, There and Everywhere

ଏହି ପତ୍ର ଯାତ୍ରାରେ ହେଉଥିବା ଅସୁବିଧାକୁ ଦୁର କରିଦେବ, ଜାଣନ୍ତୁ କିପରି ବ୍ୟବହାର କରିବାର ଅଛି – ଏଇ ଉପାୟ ବାନ୍ତି ରୁ ବଂଚେଇବା ଆପଣଙ୍କୁ

1 min read

ବହୁତ ଲୋକଙ୍କୁ କାରରେ ଯାତ୍ରା କରିବା ସମୟରେ ମୁଣ୍ତ ବୁଲାଇବା, ବାନ୍ତି ଆସିବା, ପରି ସମସ୍ୟା ହୋଇଥାଏ, ଏମିତିରେ ସେ ଯାତ୍ରାର ଆନନ୍ଦ ନେଇପାରନ୍ତି ନାହିଁ, ଓ ପୁରା ସମୟ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରୁହନ୍ତି, ଯଦି ଆପଣଙ୍କ ସହ ଏମିତି ଅସୁବିଧା ହେଉଛି ତେବେ ଏହି ଟିପ୍ସ କେବଳ ଆପଣଙ୍କ ପାଇଁ ଅଟେ,କାର୍ ରେ ସବୁବେଲେ ଆଗ ବାଲା ସିଟ୍ ରେ ବସନ୍ତୁ, ପଛରେ ବସିଲେ ଆପଣଙ୍କୁ ଝଟକା ଅନୁଭବ ହୋଇପାରେ ଯେଉଁ କାରଣରୁ ମୁଣ୍ତ ବୁଲାଇବା ଓ ବାନ୍ତି ଆସିବାପରି ସମସ୍ୟା ଦେଖାଦେଇପାରେ ଏଥିପାଇଁ ଆଗ ବାଲା ସିଟ୍ ରେ ବସିବା ଫାଇଦାଦାୟକ ହୋଇଥାଏ, ନିଜ ରୁମାଲରେ କିଛି ବୁନ୍ଦା ମିଣ୍ଟ ପୁଦିନା ତେଲ ଛିଞ୍ଚନ୍ତୁ, ଓ ତାକୁ ବାଟସାରା ସୁଙ୍ଘୁଥାନ୍ତୁ, ଏହା ସବୁଠାରୁ ଆପଣଙ୍କୁ ଆରାମ ଦେବ , ମିଣ୍ଟ ଚାହାପାଇଁ ବି ଫାଇଦା ଅଟେ ।

ଯେବେ କାର୍ ରେଯିବାର ଥିବ ତେବେ କିଛି ଭାରି ଖାଇକରି ଯାଆନ୍ତୁ ନାହିଁ , ସ୍ପାଇସି ଫୁଡ୍, ଜଙ୍କ୍ ଫୁଡ୍ ପରି ଖାଦ୍ୟରୁ ଦୁରେଇ ରୁହନ୍ତୁ, ଏହା ଆପଣଙ୍କୁ ଯାତ୍ରା ସମୟରେ ବାନ୍ତି କରାଇପାରେ , କାର୍ ରେ ଯଦି ଏପରି ଅସୁବିଧା ହୁଏ ତେବେ ଅନ୍ୟଙ୍କ ସହ କଥାବାର୍ତ୍ତା କରୁଥାନ୍ତୁ, ଏଥିରେ ଆପଣଙ୍କ ମାନସିକ ଚିନ୍ତା ଭଟକିବ , ଓ ଆପଣ ଭଲ ଅନୁଭବ କରିବେ , କାର୍ ରେ ଯାତ୍ରା କରିବା ପୁର୍ବରୁ ଅଦାର ଟଫି ଚୋବାଇପାରିବେ, ଏହା ଛଡା ଘରୁ ବାହାରିବ ସମୟରେ ଅଦାର ଚାହା ପିଇକରି ବାହାରିଲେ ଫାଇଦା ହେବ , ଆପଣଙ୍କ କେଉଁ ସାଙ୍ଗ ଗାଡି କିମ୍ବା ବସରେ ବସୁ ବସୁ ବାନ୍ତି କରିଥଏ, ତେବେ ତାକୁ କୁହନ୍ତୁ ଏହି ଘରୋଇ ଉପାୟ ।

୧) ଅଦା- ଅଦାରେ ଆଣ୍ଟି ଏଣ୍ଟିମେନିକ୍ ଗୁଣ ହୋଇଥାଏ, ଏହା ଏକ ଏମିତି ପଦାର୍ଥ ଯାହା ବାନ୍ତି ଓ ଚକ୍କର୍ ଆସିବାରୁ ରକ୍ଷାକରେ , ଯାତ୍ରା ସମୟରେ ଏହି ଅଦାର ଗୋଳି ବା ଅଦାର ଚାହା ସେବନ କରନ୍ତୁ, ଏଥିରେ ଆପଣଙ୍କୁ ବାନ୍ତି ଆସିବ ନାହିଁ , ୨)ପିଆଜର ରସ- ଯାତ୍ରାରେ ହେଉଥିବା ବାନ୍ତିରୁ ରକ୍ଷା ପାଇବାପାଇଁ ଯାତ୍ରାର ଯିବାର ଅଧଘଣ୍ଟା ପୁର୍ବରୁ ଏକ ଚାମଚ ପିଆଜ ରସରେ ଏକ ଚାମଚ ଅଦାର୍ ରସକୁ ମିଶାଇ ନେବାଉଚିତ୍, ଏଥିରେ ଆପଣଙ୍କୁଯାତ୍ରାସମୟରେ ବାନ୍ତି ହେବନାହିଁ ,

୩) ଲବଙ୍ଗର ଯାଦୁ- ଯାତ୍ରା ସମୟରେ ଆପଣଙ୍କୁ ଲାଗିବ କି ଆପଣଙ୍କୁ ବାନ୍ତି ଆସୁଛି, ତେବେ ମୁହଁରେ ଲବଙ୍ଗ ରଖିକରି ଶୋଷିବାର ଅଛି, ଏମିତିରେ ଆପଣଙ୍କ ବାନ୍ତି ଅଟକିଜିବ ।

୪) ପୁଦିନା- ପୁଦିନା ପେଟର ମାଂସପେଶୀକୁ ଆରାମ ଦେଇଥାଏ, ଏହିପରି ମୁଣ୍ତବୁଲାଇବା କିମ୍ବା ବାନ୍ତି ଆସିଲେ ପୁଦିନାର ତେଲ ବାନ୍ତିକୁ ରୋକିଦିଏ , ଏଥିପାଇଁ ରୁମାଲରେ ପୁଦିନାର ତେଲର କିଛି ବୁନ୍ଦା ଛିଞ୍ଚନ୍ତୁ, ଓ ଯାତ୍ରା ସମୟରେ ଏହାକୁ ସୁଙ୍ଘନ୍ତୁ , ସୁଖିଲା ପୁଦିନା ପତ୍ରକୁ ଗରମ ପାଣିରେ ମିଶାଇକରି ନିଜ ପାଇଁ ପୁଦିନାର ଚାହା ବନାନ୍ତୁ, ଏହି ମିଶ୍ରଣକୁ ଭଲ ଭାବରେ ମିଶାନ୍ତୁ , ଓ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ, କୁଆଡେ ଗଲେ ଏହି ମିଶ୍ରଣକୁ ପିଅନ୍ତୁ ।

ଲେମ୍ବୁର କମାଲ୍ – ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ, ଯାହା ବାନ୍ତି ଓ ମୁଣ୍ତ ବୁଲାଇବା ସମସ୍ୟାକୁ ରୋକିଥାଏ, ଗୋଟେ ଛୋଟ କପରେ ଗରମ ପାଣି ନିଅନ୍ତୁ, ଓ ଏକ ଲେମ୍ବୁର ରସକୁ ଲୂଣ ମିଶାନ୍ତୁ, ଏହାକୁ ଭଲ ଭାବେ ମିଶାଇକରି ପିଅନ୍ତୁ, ଏହାକୁ ଗରମ ପାଣି କିମ୍ବା ମହୁ ମିଶାଇପିଇପାରିବେ,

ଅରଖର ପତ୍ର- ଥରେ ଆୟୁର୍ବେଦର ବହୁତ ବଡ ୱାର୍କସଫ୍ ହୋଇଥିଲା, ସେଥିରେ ଏହି ବିଷୟରେ ସମସ୍ତେ ଚିକିତ୍ସା କହିଲେ ,ଏହି ଚିକିତ୍ସା ବହୁତ କାମ କରିଥାଏ, ବହୁତଥର ନୁହେଁ , କିନ୍ତୁ ସେହି ୱାର୍କସଫ୍ ରେ ଏକ ବେଦ ଏମିତି ଥିଲା< ଯାହାକି ଅରଖ ପତ୍ରର ଚିକିତ୍ସା ବିଷୟରେ କୁହାଯାଇଥିଲା, ସେଥିରେ କୁହାଯାଇଥିଲା କି ଆପଣ କେଉଁ ନାକରୁ ନିଶ୍ୱାସ ନେଉଛନ୍ତି, ଯେଉଁ ନାକରୁ ଆସୁଛି ସେହି ପାଦର ତଳେ ଭାଗରେ ଏକ ଅରଖପତ୍ର ରଖିଦିଅନ୍ତୁ, ଯେପରି ତଳେ ଦିଆଯାଇଥିବା ଫଟୋରେ କୁହାଯାଇଛି।

Leave a Reply

Your email address will not be published. Required fields are marked *