ଆଲୁମିନିୟମ୍ କଢେଇରେ ଲାଗିଯାଇଛି କଳା, ତେବେ ଆପଣାନ୍ତୁ ସବୁଠାରୁ ସହଜ ତରିକା, କିଛି ସମୟରେ ଚମକିଯିବ ବାସନ
1 min readସବୁ ଘରେ ବାସନ ଯାହା ପ୍ରତିଦିନ ଉପଯୋଗ ହୋଇଥାଏ, ସେମିତି ବହୁତଥର ଏହା କଳା ପଡିବାକୁ ଲାଗେ, ଯଦି ଏହି ଭଲି ସଠିକ୍ ଯତ୍ନ ନ ନେବେ ତାହା ମଇଳା ଓ କଳା ଦେଖାଯିବ, ଖାଇବା ତିଆରି କରିବା ସମୟରେ ତ ଦାଗ ଯାଏ ନାହିଁ , ସେମିତି କଢେଇ ରେ ଏମିତି ବାସନ ଅଛି ଯାହା ଦୁହେଁ ତରଫରୁ ମଇଳା ଓ କଳା ହୋଇଯାଏ ,ତେବେ ଆଜି ଆମେ ଆପଣଙ୍କୁ ଆଲୁମିନିୟମ୍ କଢେଇ ସଫା କରିବାର ବେଷ୍ଟ ଟ୍ରିକ୍ କହିବାକୁ ଯାଊଛୁ, ଯେଉଁଥିରେ ଆପଣ କିଛି ସମୟ ମଧ୍ୟରେ କଢେଇକୁ ଏକଦମ୍ ସଫା କରିପାରିବେ , ତେବେ ଆସନ୍ତୁ ଜାଣିବା କିପରି ସଫା କରିବେ କଳା କଢେଇ ।
ସବୁଠାରୁ ପ୍ରଥମେ କଢେଇକୁ ଗ୍ୟାସରେ ରଖିଦିଅନ୍ତୁ, ଓ ଏଥିରେ ତିନି ଗ୍ଲାସ ପାଣି ଦିଅନ୍ତୁ, ଏବେ ଆପଣ ଏମିତି କିଛି ଡିଟରଜେଣ୍ଟ ପକାନ୍ତୁ, ଖାଲି ଦୁଇ ଚାମଚ ପକାଇବେ, ଯଦି ଆପଣଙ୍କ କଢେଇର ତଳେ ଅଧିକା କଳା ହୋଇଯାଇଛି ତେବେ ଆପଣ ବହୁତ ସମୟରୁ ସଫା କରିପାରୁନାହାନ୍ତି, ତେବେ ଆପଣ ୩ ଚାମଚ ଡିଟରଜେଣ୍ଟ ପକାଇଦିଅନ୍ତୁ, ତାପରେ ଗୋଟେ ଚାମଚ ଲୁଣ ପକାନ୍ତୁ, ଓ ଆଞ୍ଚକୁ ଅଳ୍ପ ଦେଇ ରଖି ପାଣିକୁ ଫୁଟାନ୍ତୁ, ୪-୫ ମିନିଟ୍ ପାଣିରେ ଡିଟରଜେଣ୍ଟ ଓ ଲୁଣ ଫୁଟିଲାପରେ ପାଣିକୁ ଉପରକୁଆଣନ୍ତୁ ଓ ଆଞ୍ଚକୁ ୩-୪ ଥର ହାଇ କରିଦିଅନ୍ତୁ, ଯେବେ ପାଣି ଉପରକୁ ଆସିଯିବ ତେବେ ଅଉଥରେ ଲୋ କରିଦିଅନ୍ତୁ, ଏମିତି କରିଲେ ପାଣି ଉପର ଯାଏଁ ଆସିଯିବ ଓ ଯାହା କଢେଇରେ ମଇଳା ଥିବ ସେ ସଫା ହୋଇଯିବ
ଏହା ହେଲା ବେଷ୍ଟ ଟ୍ରିକ୍ , ଆପଣ ଏହାକୁ ନିଶ୍ଚିତ କରନ୍ତୁ, ଏବେ ଆପଣ ଫୁଟୁଥିବା ପାଣିରେ ଏକ କଟା ଲେମ୍ବୁ ପକାଇବେ, ଚୋପାରେ କଢେଇ ସଫା କରିପାରିବେ, ଏଥିରେ ଆପଣ ହ୍ୱାଇଟ୍ ଭିନେଗାର୍ ବ୍ୟବହାର କରିପାରିବେ , ଏହାକୁ ପାଞ୍ଚ ମିନିଟ୍ ସିଝାନ୍ତୁ, ଓ ତାପରେ ଆଞ୍ଚ ବନ୍ଦ କରି ପାଣିର ବାସନକୁ ଖାଲି କରିଦିଅନ୍ତୁ, ଓ ତାପରେ ଆଞ୍ଚ ବନ୍ଦ କରି କଢେଇକୁ ବୁଡାଇଦିଅନ୍ତୁ, କଢେଇ ବାହାରୁ ସଫା ହୋଇଯିବ, କଢେଇର ବାସନରେ ସଫା ହେଲାପରେ ଷ୍ଟିଲ୍ ସ୍କ୍ରବର୍ ରେ ସଫା କରନ୍ତୁ । ଷ୍ଟିଲ୍ ସ୍କବର୍ ନଥିଲେ ଆଲୁମିନିୟମ୍ ଫଏଲ୍ ପେପର୍ ଗୋଳା ବନାନ୍ତୁ, ଓ ଏହାକୁ କଢେଇରେ ରଗଡନ୍ତୁ, ଏହି ସ୍କ୍ରବ୍ ପରି କାମ କରିବ, ଯଦି ଆପଣଙ୍କ କଢେଇରେ ଅଧିକା ମଇଳା ଅଛି ତେବେ ପୁରା ରଗଡନ୍ତୁ, ଚମକ ଆସିଯିବ, ଓ ଏକଦମ୍ ନୁଆପରି ଦିଶିବ,