December 27, 2024

Odia Express

Here, There and Everywhere

ଚଣାର ସେବନ ପରେ ଭୁଲ ରେ ମଧ୍ୟ ଏହି ଜିନିଷ ଖାଇବେ ନାହିଁ – ନଚେତ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖର ଖବର ଆଣିଦେବ..

1 min read

ଚଣା ଏକ ଏମିତି ଦେଶୀ ଖାଦ୍ୟ ଯାହା ଆପଣଙ୍କ ଥକାପଣ,ହାଲିଆ, ମୋଟାପ,ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ସବୁ ଦୂର କରିବ।ସାଙ୍ଗ ମାନେ ଗରମ ଦିନ ଗୁଡ଼ିକରେ କମଜୋରି, ଚକର ଆସିବାର ସମ୍ଭାବନା ସେହି ବ୍ୟକ୍ତି ମାନଙ୍କୁ ଥାଏ ଯେଉଁ ମାନେ ନିଜ ଘର ବାହାରକୁ କିଛି କାମରେ ଯେମିତି ପଢ଼ିବା ପାଇଁ,ଚାକିରି କରିବା ପାଇଁ ଆସିଥାନ୍ତି।ଏମିତିରେ ଚଣାର ସେବନ ଆପଣଙ୍କ ଜୀବନ ଶୈଳୀରେ ନିଶ୍ଚିତ ଭାବେ ଆପଣ ଆଣନ୍ତୁ।କାରଣ ଏହା ଆପଣଙ୍କ ଭୋକ ମେଣ୍ଟାଇବା ସହିତ ଆପଣଙ୍କ ଥକାପଣକୁ ବି ଦୂର କରିବ ଓ ତା ସହିତ ଆନେମିଆ, ମୋଟାପା,ଆଣ୍ଠୁ ଗଣ୍ଠି ଯନ୍ତ୍ରଣା,ମୁଣ୍ଡ ବିନ୍ଧା ଓ ଆହୁରି ବହୁତ ପ୍ରକାର ସମସ୍ୟା ରୁ ମୁକ୍ତି ଦେବ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଆପଣ ଚଣା ଖାଇବା ପରେ ଏହି ଜିନିଷ ଖାଇବାରୁ ବଞ୍ଚିତ ରହିବେ।

ରସୁଣ-: ରସୁଣ ମୋଟାପଣ କମେଇବାରେ ବହୁତ ସହାୟକ ହୋଇଥାଏ।କିନ୍ତୁ ଏହାକୁ ଯଦି ଆପଣ ଚଣା ଖାଇବା ପରେ ଖାଇବେ ତ ଏହାର ପ୍ରାଧାନ୍ୟ ରହିବ ନାହିଁ।ଓଲଟା ଇଏ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇବ।

ଅଦା-: ଆପଣ କେବେବି ଚଣା ଖାଇବା ପରେ ଅଦା ଖାଇବେ ନାହିଁ।ଅବଶ୍ୟ ଏହା ଆମ ଶରୀର ପାଇଁ ଉପକାରୀ ଅଟେ।କିନ୍ତୁ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ପାଚନ ବ୍ୟବସ୍ଥା ଉପରେ ଏହା ଖରାପ ପ୍ରଭାବ ପକାଇପାରେ।ତେଣୁ ଆପଣ ଅଦା ଏହି ସମୟରେ ଖାଇବେ ନାହିଁ।

ଆଲୋଭେରା:- ଆଲୋଭେରାର ସେବନ ମେଟାବଲିଜିମ ଠିକ ରଖିଥାଏ।ଏହା ଶରୀରରେ ଫ୍ୟାଟ ଷ୍ଟୋର କରି ରଖି ନଥାଏ।।କିନ୍ତୁ ଆପଣ କଦାପି ଚଣା ଖାଇବା ପରେ ଏହାର ସେବନ କରିବେ ନାହିଁ।

ବାଦାମ-: ବାଦାମ କେବଳ ଆପଣଙ୍କ ଓଜନ କମେଇବାରେ ସହାୟକ ହୁଏ ନାହିଁ ଏହା ଆପଣଙ୍କ ବୁଦ୍ଧି ବଢ଼ାଇବାରେ ସାହାଯ୍ୟ କରିଥାଏ।କିନ୍ତୁ ଆପଣ ସର୍ବଦା ଧ୍ୟାନ ରଖିବେ ଯେ ଏହାକୁ ଆପଣ ଚଣା ଖାଇବା ପୂର୍ବରୁ ହିଁ ଖାଇବେ।ନଚେତ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

ଗ୍ରୀନ ଟି-: ଦିନରେ ଏକ କପ ଗ୍ରୀନ ଟି ପିଇବା ଦ୍ଵାରା ଆପଣଙ୍କ ପେଟ ବା ଶରୀରର ଚର୍ବି କମ ହେବାକୁ ଲାଗେ, ମେଟାବଲିଜିମ ଠିକ ରୁହେ ଓ ଫ୍ୟାଟ ବର୍ଣ୍ଣ ହେବାକୁ ଲାଗେ।ଏହାକୁ ସର୍ବଦା ସନ୍ଧ୍ୟା ସମୟରେ ପିଇବେ।କଦାପି ଚଣା ଖାଇବାର ଠିକ ପରେ ପିଇବେ ନାହିଁ।

ସେଓ-: ସେଓରେ ପାଇବାର ଉଚ୍ଚ ମାତ୍ରାରେ ମିଳିଥାଏ।ଏହା ବେଲି ଫ୍ୟାଟ କମାଇବାରେ ସାହାଯ୍ୟ କରେ।ଏହା ପେଟର ଚର୍ବି ସହିତ ଅଣ୍ଟାର ବି ଚର୍ଵିକୁ କମ କରେ।କିନ୍ତୁ ଧ୍ୟାନ ରଖିବେ ଯେ ଏହାକୁ ଚଣା ଖାଇବାର ୧ ଘଣ୍ଟା ପରେ ଖାଇବେ।

Leave a Reply

Your email address will not be published. Required fields are marked *