December 27, 2024

Odia Express

Here, There and Everywhere

ଜାଣନ୍ତୁ କେଉଁ ୧୦ ଟି ଆଇଟମ୍ ଆପଣ ହୋଟେଲ୍ ରୁ ଆଣିପାରିବେ, କେଉଁଟା ନୁହେଁ – ଏହି କଥା ପଢିବା ପରେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ..

1 min read

ଆମେ ଅଧିକାଂଶ ସମୟରେ ବୁଲାବୁଲି କରିବାପାଇଁ ବାହାରକୁ ଯାଇଥାଉ, ଏମିତିରେ କେଉଁଠି ରହିବାର ଠିକଣା ନଥାଏ, ଏବେ ସେମିତି ହୋଟେଲ୍ ରେ ରହିବାକୁ ହେଲେ କିଛି ନିୟମ କାନୁନ୍ ହୋଇଥାଏ, କିନ୍ତୁ ଆମେ ମାନେ ଏହି ସବୁ କଥାକୁ ବୁଝିନଥାଉ , ଏଥିପାଇଁ ହୋଟେଲରୁ ବାହାରୁଥିବା ସମୟରେ କିଛି ଏମିତି ଜିନିଷ ଉଠାଇକରି ନେଇଆସିଥାନ୍ତି ,ଯାହାକୁ ଆଣିବା ଭୁଲ୍ ଅଟେ, କିଛି ସମୟ ପୁର୍ବରୁ ଏକ କାହାଣୀ ଆପଣଙ୍କୁ ମନେ ଥିବ ,ଯେଉଁଠି ବୁଲିବାକୁ ଗଲେ କପଲ୍ , ହୋଟେଲ୍ ରୁ ବାହାରୁଥିବା ବେଳେ କି ଜାଣି କଣ କଣ ସାଙ୍ଗରେ ନେଇଆସିଥିଲେ, ସେମିତି ତାଙ୍କର ଏହି ହରକତ୍ ହୋଟେଲ୍ ବାଲାଙ୍କୁ ଜଣାପଡିଲା, ତେବେ ତାଙ୍କର ବହୁତ ବଦନାମୀ ହେଲା, କାରଣ ସେ କପଲ୍ ଭାରତର ହିଁ ଥିଲେ , ଆପଣଙ୍କ ଦ୍ୱାରା ଏମିତି କିଛି ଭୁଲ୍ ନହେଉ, ଏଥିପାଇଁ ଜାଣିନିଅନ୍ତୁ ଆପଣ ହୋଟେଲ୍ ରୁ ବାହାରୁଥିବା ବେଲେ ବ୍ୟାଗ୍ ରେ କଣ କଣ ରଖିପାରିବେ ଆଉ କଣ ନୁହେଁ ।

୧) ପ୍ରଥମ ଆଇଟମ୍- ସାବୁନ୍ ନେଇପାରିବେ କିନ୍ତୁ ଟାୱେଲ୍ ନୁହେଁ ।

୨) ଦ୍ୱିତୀୟ ଆଇଟମ୍- ଏନଭଲପ୍ ନେଇପାରିବେ କିନ୍ତୁ ଗ୍ରନ୍ଥ ବା ବହି ନୁହେଁ ।

୩) ତୃତୀୟ ଆଇଟମ୍- କଣ୍ତିସନର୍ ନେଇପାରିବେ କିନ୍ତୁ ଘଡି ନୁହେଁ ।

୪) ଚତୁର୍ଥ ଆଇଟମ୍- ବଡି ଲୋସନ୍ ନେଇପାରିବେ କିନ୍ତୁ ଟିଭି ନୁହେଁ ।

୫) ପଞ୍ଚମ ଆଇଟମ୍- ବ୍ରଶ୍ ନେଇପାରିବେ କିନ୍ତୁ ବେଡ୍ ସିଟ୍ ନୁହେଁ ।

୬) ଷଷ୍ଠ ଆଇଟମ୍- ଇୟରବଡସ୍ ନେଇପାରିବେ କିନ୍ତୁ ଲାଇଟ୍ ବଲବ୍ ନୁହେଁ ।

୭) ସପ୍ତମ ଆଇଟମ୍- ନୋଟ୍ ପେପର୍ ନେଇପାରିବେ କିନ୍ତୁ ପେଣ୍ଟିଙ୍ଗ୍ସ୍ ନୁହେଁ ।

୮) ଅଷ୍ଟମ ଆଇଟମ୍- ପେନ୍ ନେଇପାରିବେ କିନ୍ତୁ ରିମୋଟ୍ ନୁହେଁ ।

୯) ନବମ ଆଇଟମ୍- ଚପଲ୍ ନେଇପାରିବେ କିନ୍ତୁ ହେୟାର୍ ଡ୍ରାୟର୍ ନୁହେଁ ।

୧୦)ଦଶମ ଆଇଟମ୍- ଚିନି ପାଉଚ୍ ନେଇପାରିବେ କିନ୍ତୁ ପରଦା ନୁହେଁ ।

ହୋଟେଲ୍ ଯିବା ସମୟରେ ଏହି ଜିନିଷଗୁଡିକ ମନେ ରଖିବେ ।ତେବେ ବନ୍ଧୁଗଣ ଆପଣ ଏବେ ଜାଣିଲେ ଯେ ଆପଣ କେଉଁ ଜିନିଷ ଗୁଡିକ ଚାହିଁଲେ ହୋଟେଲ ରୁ ଆଣି ପାରିବେ ,କିନ୍ତୁ ଏହାର ୮ ନୁହଁ ଯେ ଆପଣ ଆଣିବା ପାଇଁ ବାଧ୍ୟ ,ନାହିଁ କିନ୍ତୁ ଆପଣ ଚାହିଁଲେ ଆଣି ପାରିବେ ସେହି ଜିନିଷ ଗୁଡିକ ଯାହା ଆଣିବା ପାଇଁ ଆମେ କହିଚୁ ଅନୁଆ ଜିନିଷ ଆଣିବା ପାଇଁ କୌଣସି ଉପାୟ ନାହିଁ

Leave a Reply

Your email address will not be published. Required fields are marked *