ଏବେ ଏମିତି ଦେଖାଯାଉଛନ୍ତି ରାଜା ହିନ୍ଦୁସ୍ଥାନୀର ଛୋଟୁ ରଜନୀକାନ୍ତ, ଏତେ ବଡ ଖାନଦାନର ଅଟନ୍ତି ଜ୍ୱାଇଁ – ଦେଖନ୍ତୁ ସମସ୍ତେ କିପରି ଅଛନ୍ତି ଏବେ..
1 min read
ସିନେମା ଜଗତରେ ୯୦ ଦଶକରେ ଗୋଟେରୁ ଗୋଟେ ଷ୍ଟାର୍ ସୁପରହିଟ୍ ଫିଲ୍ମ ଦର୍ଶକଙ୍କ ହୃଦୟରେ ନିଜ ଅଲଗା ଛାପ ଛାଡିଛନ୍ତି । ସେ ଷ୍ଟାରଙ୍କ ମଧ୍ୟରେ ଅମୀର ଖାନ୍ ଓ କରିସ୍ମା କାପୁର୍ ସାମିଲ୍ ହୋଇଛନ୍ତି, ତାଙ୍କ ୯୦ ଦଶକରେ ରିଲିଜ୍ ହୋଇଥିବା ରାଜା ହିନ୍ଦୁସ୍ଥାନୀ ଓ ତାଙ୍କ ଗୀତରେ ବୋଧେ କେହି ଭୁଲି ପାରିବେ , ଏହି ଫିଲ୍ମରେ ଅମିର୍ ଓ କରିସ୍ମାର ଅଭିନୟ ଓ ଲଭ୍ କେମେଷ୍ଟ୍ରି ଲୋକଙ୍କୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ନଜର ଆସୁଥିବା ସବୁ ଅଭିନୟ ବହୁତ ମଜାଦାର୍ ଥିଲା, ଆଜି ଆମେ ଆପଣଙ୍କୁ କହିବୁ ପ୍ରଥମ ୟଙ୍ଗ୍ ଷ୍ଟାର୍ ଏବେ କିପରି ଦେଖାଯାଉଛନ୍ତି ।
ଅମୀର ଖାନ୍- ମିଷ୍ଟର ପରଫେକ୍ସନିଷ୍ଟ ମାନେ ଅମିର୍ ଖାନ୍ ଆଜି ନିଜ ଦମଦାର୍ ଅଭିନୟରୁ ଦର୍ଶକଙ୍କୁ ନିଜ ଦିୱାନା ବନାଇଛନ୍ତି, ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ ଅମିର୍ ରାଜା ନାମର ପୁଅର ଅଭିନୟ କରିଥିବା ବେଳେ ନଜର ଆସିଥିଲେ, ତାଙ୍କ ଅଭିନୟ ଦର୍ଶକକୁ ବହୁତ ପସନ୍ଦ ଆସିଥିଲା , ଏହି ଫିଲ୍ମରେ ଅମିର ଏକ ୟଙ୍ଗ୍ ପୁଅ ଥିଲେ କିନ୍ତୁ ଅମୀର ବହୁତ ବଦଳିସାରିଛନ୍ତି । ୫୦ ପାର୍ ହୋଇସାରିସାରିଛନ୍ତି । ଅମିର୍ ଏବେ କିଛି ଏମିତି ନଜର ଆସୁଛନ୍ତି , କିନ୍ତୁ ଆଜି ବି ତାଙ୍କ ଫିଲ୍ମ କରିବାର ଜୋସ୍ ପୁର୍ବ ଅପେକ୍ଷା ସେହିପରି ଦେଖିବାକୁ ମିଳେ ।
କରିସ୍ମା କାପୁର୍- ଏହି ଫିଲ୍ମରେ ଅଭିନେତ୍ରୀ କରିଶ୍ମା କାପୁର୍ ଆରତୀ ସେହେଗଲ୍ ଙ୍କ ଅଭିନୟ କରିଥିଲେ, ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ ଆରତୀ ସେହେଗଲଙ୍କ ନିରିହ ଚେହେରାରେ ଲକ୍ଷାଧିକ ଲୋକ ଫିଦା ହୋଇଯାଇଥିଲେ, ୨୫ ବର୍ଷ ପୁର୍ବରୁ ସେ ବହୁତ ୟଙ୍ଗ ନଜର ଆସୁଥିଲେ କିନ୍ତୁ ଆଜି ସେ ଏହିପରି ନଜର ଆସୁଛନ୍ତି, ଆଜି ତାଙ୍କ ସୁନ୍ଦରତା ସେହିପରି ଅଛି, ଏବେ କରିସ୍ମା ଫିଲ୍ମ ଓ ଲାଇମ୍ ଲାଇଟ୍ ରୁ ଦୁରରେ ଅଛନ୍ତି ।
ପ୍ରତିଭା ସିହ୍ନା- ଫିଲ୍ମ ସୁପରହିଟ୍ ଗୀତ ପରଦେଶୀ ପରଦେଶୀ ରେ ବଞ୍ଜାରନ୍ ଲୁକ୍ ରେ ନଜର ଆସିଥିବା ଅଭିନେତ୍ରୀ ପ୍ରତିଭା ସିହ୍ନା ଙ୍କୁ ଆପଣ ଭଲରେ ଚିହ୍ନିଥିବେ , କହିଦେବୁ କି ପ୍ରତିଭା ଲୋକପ୍ରିୟ ଅଭିନେତ୍ରୀ ମାଲା ସିହ୍ନାଙ୍କ ଝିଅ ଅଟନ୍ତି , ଗୀତରେ ନିଜ ଡ୍ୟାନ୍ସ ଓ ଅଭିନୟରେ ଲୋକଙ୍କ ହୃଦୟ ଜିତିଥିବା ପ୍ରତିଭା ଆଜି ବହୁତ ବଦଳିସାରିଛନ୍ତି, ପ୍ରତିଭା ଏବେ ସେମିତି ଲାଇମ୍ ଲାଇଟ୍ ରୁ ଦୁରରେ ଅଛନ୍ତି ।
କୁନାଲ୍ ଖେମୁ- ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ ଅମିର୍ ଖା ଙ୍କ ସାଙ୍ଗ ରଜନୀକାନ୍ତ ଅଭିନୟ କରିଥିବା ଅଭିନେତା କୁନାଲ୍ ଖେମୁ ନଜର ଆସିଥିଲେ , ତାଙ୍କ ଅଭିନୟ ବହୁତ ଲୋକପ୍ରିୟ ଥିଲା , ସେହି ସମୟରେ କୁନାଲ୍ ଖେମୁ ଙ୍କ ବୟସ ୧୨ ବର୍ଷ ଥିଲା , କିନ୍ତୁ ଆଜି କୁନାଲ୍ ଖେମୁ ବହୁତ ବଦଳିସାରିଛନ୍ତି, ଖାସ୍ କଥା ଏହା କି କୁନାଲ୍ ପୁର୍ବରୁ ଆଜି ବି ଫିଲ୍ମରେ ସକ୍ରିୟ ଅଛନ୍ତି , ତାହା ସହ କୁନାଲ୍ ଖେମୁ ନବାବ୍ ଖାନଦାନ୍ ରୁ ଅଟନ୍ତି , ହଁ ଆଜ୍ଞା , କୁନାଲ୍ ସୋହା ଅଲ୍ଲୀ ଖାନ୍ ଙ୍କୁ ନିଜ ସ୍ତ୍ରୀ ଭାବେ ବାଛିନେଇଛନ୍ତି ଓ ସେ ସୈଫ୍ ଅଲ୍ଲୀ ଖାନ୍ ଙ୍କ ଭିଣେଇ ଅଟନ୍ତି ।
ଅର୍ଚ୍ଚନା ପୁରନ୍ ସିଂ- ଏହି ଫିଲ୍ମରେ ଅର୍ଚ୍ଚନା ପୁରନ୍ ସିଂ କରିଶ୍ମା କାପୁରଙ୍କ ଏକ ସାବତ ମା ଭୁମିକାରେ ନଜର ଆସିଥିଲେ , ଫିଲ୍ମର ଛଡା ଅର୍ଚ୍ଚନା ଟୀଭି ଶୋ ଦି କପିଲ୍ ଶର୍ମା ଶୋ ରେ ଜର୍ଜ ଭାବେ ନଜର ଆସିସାରିଛନ୍ତି, ଅର୍ଚ୍ଚନାଙ୍କ ଲୁକ୍ ମୁକାବଲାରେ ବହୁତ ବଦଲିଯାଇଛନ୍ତି ।
ଜନି ଲିଭର୍- ନିଜ ଶାନଦାର୍ କମେଡିରେ ସମସ୍ତଙ୍କୁ ହସାଉଥିବା କମେଡୀଆନ୍ ଜନି ଲିଭର୍ ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ ଅମୀର୍ ଖାନ୍ ଙ୍କ ବନ୍ଧୁ ହିସାବରେ ନଜର ଆସିଥିଲେ , ଫିଲ୍ମରେ ସେ ନିଜ କମେଡିରୁ ଦର୍ଶକଙ୍କ ମନ ଜିଣିଥିଲେ, ଆଜି ଜନି ଙ୍କ ଲୁକ୍ ବହୁତ ବଦଳିଯାଇଛି, କିନ୍ତୁ ସେ ଫିଲ୍ମର ସହ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି ।