June 23, 2025

Odia Express

Here, There and Everywhere

C ଏବଂ S ଅକ୍ଷରରେ ନାମ ଥିବା ଲୋକଙ୍କ ଯୋଡି କିପରି ହେଇଥାନ୍ତି ଜ୍ୟୋତିଷ ଶାସ୍ତ୍ର ହିସାବରେ – କିଏ କେଉଁ ଗୁଣରେ ଅଧିକ ଜାଣିରଖନ୍ତୁ

ଆପଣମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି କି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହର ଚାଲି ଚଳନ ଏହି ସବୁକୁ ନେଇ କିଛି ଜିନିଷ ହେଇଥାଏ।ଯେପରିକି କେଉଁ ରାଶିର ଲୋକମାନେ କେଉଁ ରାଶିର ଲୋକମାନଙ୍କ ସହ ଭଲ ଯୋଡି ବନାଇବେ।କେଉଁ ରାଶିର ଲୋକମାନଙ୍କ ପାଇଁ ଦିନର କେଉଁ ସମୟ ଶୁଭ ବା ଅଶୁଭ ରହିଥାଏ।ତେବେ ଏପରି ଅନେକ ଜିନିଷ ଜ୍ୟୋତିଷ ଶାସ୍ତ୍ରରୁ ଆମେ ଜାଣି ପାରିଥାଉ।ତେବେ ସେଭଳି ଭାବରେ ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ଆମେ ଦୁଇ ଜଣଙ୍କର ନାମର ପ୍ରଥମ ଅକ୍ଷର ଦେଖି ଏହା ମଧ୍ୟ ଜାଣି ପାରି ଥାଉ କି ଯଦି ସେ ଦୁଇ ଜଣଙ୍କର ବିବାହ ହେଲା ତେବେ ସେମାନଙ୍କର ଦାମ୍ପତ୍ୟ ଜୀବନ କିପରି କଟିବ। ତେବେ ଆଜି ଆମେ ଏଠାରେ ଦେଖିବା କି ଯଦି ସି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଜଣେ ଲୋକ ଏସ ଅକ୍ଷରରେ ଆରମ୍ଭ ହେଉଥିବା ଜଣେ ଲୋକ ସହ ବିବାହ କରେ ତେବେ ତାଙ୍କର ବୈବାହିକ ଜୀବନ କିପରି ଭାବରେ କଟିବ।ତେବେ ଏହି ଆର୍ଟିକଲକୁ ଶେଷ ଯାଏଁ ପଢନ୍ତୁ, ଯାହା ଦ୍ଵାରା ଆପଣ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ପାଇପାରିବେ।

ବନ୍ଧୁମାନେ ଏହି ନାମର ଲୋକଙ୍କର ମିଳନ ଅତ୍ୟନ୍ତ ସୁଖ ଦାୟକ ଏବଂ ରୋମାଞ୍ଚକ ରହିବ।ଯଦି ଏମାନେ ବିବାହ କରୁଛନ୍ତି ତେବେ ଏମାନଙ୍କ ଭିତରେ ଅନୁକୂଳତା ବହୁତ ହିଁ ବଢିଆ ରହିବ।କାରଣ ଏହି ଦୁଇ ଲୋକଙ୍କର ସ୍ବଭାବ ଏମାନଙ୍କ ଆଚାର ବିଚାର ପାଖାପାଖି ସମାନ ହେଇଥାଏ।ସେଥିପାଇଁ ଏମାନଙ୍କ ଭିତରେ ବୁଝାମଣା ବହୁତ ଭଲ ହେଇଥାଏ।ବନ୍ଧୁମାନେ ସି ନାମକ ଲୋକମାନେ ଓ ଏସ ନାମକ ଲୋକମାନଙ୍କର ରୁଚି ମଧ୍ୟ ପ୍ରାୟ ସମାନ ପ୍ରକାରର ହେଇଥାଏ।ଏମାନେ ଯଦି ମିଶି ବିଚାର କରି ଗୋଟେ ନିଷ୍ପତ୍ତି ନିଅନ୍ତି, ତେବେ ସବୁ ସମୟରେ ପ୍ରାୟ ଏମାନେ ଏକ ପ୍ରକାରର ସିଦ୍ଧାନ୍ତରେ ପହଞ୍ଚିଥାନ୍ତି।ଏଭଳି ଭାବରେ ସମ୍ପୂର୍ଣ୍ଣ ବୁଝାମଣା ଯୋଗୁ ଏମାନଙ୍କର କେବେ ବି ମତାନ୍ତର ହେଇ ନଥାଏ।ଯଦି କେବେ ମତାନ୍ତର ହୁଏ ତେବେ ଏମାନେ ମିଶି ଏହାର ସମାଧାନ କରି ଦିଅନ୍ତି।

ଏହି ଦୁଇ ନାମର ଲୋକ ନିଜ ଜୀବନକୁ ରୋମାଞ୍ଚକର ଭାବେ ବଞ୍ଚିବାକୁ ଖୁବ ପସନ୍ଦ କରିଥାନ୍ତି।ଏମାନେ ନିଜ ନିଜ ଦ୍ଵାରା ବହୁତ ପ୍ରଭାବିତ ହେଇଥାନ୍ତି।ଏହିମାନେ ସମ୍ପର୍କ ଓ ସମ୍ବନ୍ଧର ମହତ୍ତ୍ୱକୁ ବହୁତ ଭଲ ଭାବରେ ବୁଝିଥାନ୍ତି।ଏମାନେ ନିଜର ଏହି ସମ୍ପର୍କକୁ ମଜବୁତ କରିବା ପାଇଁ ଏମାନେ ନିଜ ନିଜକୁ ବହୁତ ସମୟ ଦେଇଥାନ୍ତି।ଏମାନେ ନିଜେ ସ୍ଵତନ୍ତ୍ର ରହିବାକୁ ସ୍ଵାଧୀନ ରହିବାକୁ ପସନ୍ଦ କରିଥାନ୍ତି।ଏମାନେ ଧୀରେ ଧୀରେ ପରସ୍ପର ସହ ମିଳାମିଶା କରି ପରସ୍ପରକୁ ବୁଝିବାକୁ ଚେଷ୍ଟା କରିଥାନ୍ତି।ଏମାନେ ପରସ୍ପରକୁ ବହୁତ ଭରସା ଓ ବହୁତ ବିଶ୍ବାସ କରିଥାନ୍ତି।ସି ନାମର ଲୋକମାନେ କେବେ ବି ନିଜ ଦାମ୍ପତ୍ୟ ଜୀବନରେ କାହାକୁ ଧୋକା ଦେଇନଥାନ୍ତି ଓ କେବେ ବି ନିଜ ଜୀବନ ସାଥିକୁ ମିଛ କହିନଥାନ୍ତି।

ଏହି ସବୁ କାରଣରୁ ସେମାନଙ୍କ ଭିତରେ ଥିବା ସମ୍ପର୍କ ବହୁତ ମଜବୁତ ହେଇଥାଏ।ତେବେ ଏହି ଦୁଇ ନାମର ଲୋକଙ୍କୁ ନିଶ୍ଚିତ ରୂପେ ବିବାହ କରିବା ଉଚିତ।ଏହା ଦ୍ଵାରା ଦୁହେଁ ହସଖୁସିରେ ନିଜ ଦାମ୍ପତ୍ୟ ଜୀବନ ବିତାଇବେ ଓ ଏହା ଦ୍ଵାରା ଏମାନେ ଜୀବନ ସାରା ଖୁସିରେ ରହିବେ।

Leave a Reply

Your email address will not be published. Required fields are marked *