December 22, 2024

Odia Express

Here, There and Everywhere

ଝିଅଙ୍କୁ ବିବାହ ପାଇଁ ପ୍ରପୋଜ କରିବା ପୁର୍ବରୁ ଜାଣିନିଅନ୍ତୁ ଏହି ୩ ଟି କଥା , ନହେଲେ ଜୀବନସାରା ହଇରାଣ ହେବେ

ପ୍ରେମ ଏମିତି ଏକ ଜିନିଷ ଅଟେ ଯାହା ମଣିଷକୁ କେବେ ବି,କେଉଁଠି ବି, କାହାକୁ ବି ହୋଇପାରେ , ଖାସକରି ପୁଅଙ୍କୁ କେଉଁ ସୁନ୍ଦର ଝିଅଙ୍କୁ ଦେଖିକରି ବହୁତ ଜଲଦି ପ୍ରେମ ହୋଇଯାଏ , ଏମିତିରେ ପୁଅ ସେହି ଝିଅ ସହ ଜୀବନ ବିତାଇବାକୁ ସ୍ୱପ୍ନ ଦେଖନ୍ତି, ଏହି ସ୍ୱପ୍ନକୁ ସାକାର କରିବାପାଇଁ ପୁଅ ବ୍ୟସ୍ତତା ଭିତରେ ଝିଅକୁ ବାହା ହେବାପାଈଁ ପ୍ରପୋଜ କରିଦିଏ , କିନ୍ତୁ ବହୁତଥର ଏହି ତରବରିଆ ନିର୍ଣ୍ଣୟ ନେବା ମହଙ୍ଗା ପଡିଯାଏ , ଓ ପୁଅ ଜୀବନସାରା ହଇରାଣ ହୁଏ ।

ବହୁତଥ ଆପଣଙ୍କ ହୃଦୟ ପ୍ରେମର ମାମଲାରେ ଭୁଲ୍ ହୋଇପାରେ , ଏଥିପାଇଁ ଯେବେ ବିବାହ ପାଇଁ ପଦକ୍ଷେପ ନେଉଛନ୍ତି ତେବେ ନିଜ ହୃଦୟର ସହ ଦିମାଗ ବି ବ୍ୟବହାର କରିବା ଉଚିତ୍ , ଯଦି ଆପଣ କେଉଁ ଝିଅକୁ ବିବାହ ପାଇଁ ପ୍ରପୋଜ କରୁଛନ୍ତି ତେବେ ଟିକିଏ ସଂମ୍ଭାଳିନିଅନ୍ତୁ, ପ୍ରଥମେ ଟିକିଏ ପ୍ରସ୍ତୁତି କରିନିଅନ୍ତୁ, ଏହା ଜାଣିନିଅନ୍ତୁ କି କଣ ସେ ସତରେ ବିବାହ କରିବାକୁ ରାଜି ହେଉଛି, ଓ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଏହା କି ଆପଣ ସେହି ଝିଅର ସହ ନିଜ ପୁରା ଜୀବନ ଅତିବାହିତ କରିପାରିବେ ? ଏହି ପରି ବହୁତ କଥା ହୋଇଥାଏ ଯାହାର ଯାଞ୍ଚ କରିବାପରେ ଆପଣଙ୍କୁ ପୁର୍ବରୁ ଜାଣିନେବା ଉଚିତ୍ ।

୧) କଣ ଆପଣ ଦୁହେଁ ବିବାହ ପାଇଁ ରେଡି ଅଛନ୍ତି ? ବହୁତଥର ଦେଖାଯାଇଛି କି ପ୍ରେମ କରୁଥିବା ଯୁବକ ଯୁବତୀ ଜୋସ୍ ଜୋସ୍ ରେ ବିବାହପାଇଁ ହଁ କହିଦିଅନ୍ତି ,କିନ୍ତୁ ଯେବେ ତାଙ୍କର ବାହାଘର ହୋଇଯାଏ ତେବେ ନାନାପ୍ରକାରର ଅସୁବିଧା ସାମ୍ନାରେ ଆସିବାକୁ ଲାଗେ । ଖାସ୍ କରି ତେବେ ଯେବେ ବିବାହ କମ୍ ବୟସରେ କିମ୍ବା ଦୁହେଁ ସେଟେଲ୍ ହେବାର ପୁର୍ବରୁ ହୋଇଥାଏ । ଏମିତିରେ ଆପଣ ନିଜକୁ ଏହି ପ୍ରଶ୍ନ ନିଶ୍ଚିତ କରନ୍ତୁ କି ଆପଣ ବିବାହ ପାଇଁ ପ୍ରକୃତରେ ପ୍ରସ୍ତୁତି କରିଛନ୍ତି, କଣ ଆପଣ ଏହି ଦାୟିତ୍ୱ ଭାର ନିଜ କାନ୍ଧରେ ଉଠାଇପାରିବେ , ଯେବେ ଆପଣଙ୍କୁ ୧୦୦ ପ୍ରତିଶତ ଆତ୍ମବିଶ୍ୱାସ ହେବ ତେବେ ଆଗକୁ ବଢନ୍ତୁ ।

୨) କଣ ଝିଅଟି ଆପଣଙ୍କ ସ୍ତ୍ରୀ ହେବା ଯୋଗ୍ୟ ? କଲେଜ କିମ୍ବା ଅଫିସ୍ ରେ ଗାର୍ଲଫ୍ରେଣ୍ତ ବନାଇବା କିମ୍ବା ସ୍ତ୍ରୀ ବନାଇବା ଏହି ଦୁହେଁ ଆକାଶ ଓ ପାତାଳ ଫରକ ହୋଇଥାଏ, ଯେବେ ଆପଣ କାହାକୁ ନିଜ ଗାର୍ଲଫ୍ରେଣ୍ତ କରନ୍ତି ତେବେ ସେହି ସମୟରେ ନା ତ ସାଥିରେ ରୁହନ୍ତି ନା ହିଁ ଆପଣଙ୍କ ଉପରେ କୌଣସି ଦାୟିତ୍ୱ କିମ୍ବା ଅସୁବିଧା ଆସିଥାଏ , କିନ୍ତୁ ଯେବେ ବିବାହ ହୋଇଯାଏ ତେବେ ସ୍ତ୍ରୀ ସହ ୨୪ ଘଣ୍ଟା ଅତିବାହିତ କରିବାକୁ ପଡିଥାଏ , ତା ସହ ନାନା ଦାୟିତ୍ୱ ଆସିଯାଏ , ଏମିତିରେ ଜରୁରୀ ନୁହେଁ କି ଗାର୍ଲଫ୍ରେଣ୍ତ ହୋଇଥିବା ଝିଅ ଗୋଟେ ଭଲ ସ୍ତ୍ରୀ ବୋଲି ଜଣାଯିବ , ଏଥିପାଈଁ ଏହିକଥାକୁ ଅବଲୋକନ କରନ୍ତୁ ।

୩) କଣ ଝିଅ ଘରର ମାହୋଲ୍ ରେ ଆଡଜଷ୍ଟ କରିପାରିବ ? ଯଦି ବିବାହର ପରେ ଆପଣ ଝିଅକୁ ନିଜ ଘର ପରିବାର ସହ ରଖିବାକୁ ଯାଉଛନ୍ତି ତେବେ ଏହା ଜାଣିବା ଜରୁରୀ କି ଆପଣଙ୍କ ଗାର୍ଲଫ୍ରେଣ୍ତ ର ମେଣ୍ଟାଲିଟି ଓ ଆପଣଙ୍କ ଘର ଲୋକଙ୍କର ମେଣ୍ଟାଲିଟି ବହୁତ ଫରକ ହେବ , ଏମିତିରେ ସୁନିଶ୍ଚିତ କରନ୍ତୁ କି ଘରର ମାହୋଲ୍ ରେ କିପରି ଆଡଜଷ୍ଟ କରିପାରିବେ , ବୋଧେ ଦୁହେଁ ପକ୍ଷର ମେଣ୍ଟାଲିଟି କାରଣରୁ ଲଢାଇ ଝଗଡାର କାରଣ ନହୁଏ , ଏହି ସବୁ କଥାକୁ ଧ୍ୟାନରେ ରଖିବାପରେ ଝିଅକୁ ବିବାହ କରିବାର ପ୍ରପୋଜ କରନ୍ତୁ ।

Leave a Reply

Your email address will not be published. Required fields are marked *