October 24, 2024

Odia Express

Here, There and Everywhere

ସବୁଠୁ ମଜାଦାର ଓ ସହଜ ପ୍ରଶ୍ନ – କେଉଁ ଲୋକ ଅଛି ଯିଏକି ଯେଉଁଆଡେ ଗଲେ ବି ତାର ଟିକେଟ୍ ଲାଗେ ନାହିଁ ?ବୁଦ୍ଧିମାନ ହେଇଥିଲେ ସଂଗେ ସଂଗେ ଉତ୍ତର ଦେବେ..

1 min read

ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ନେଇକରି ଆମ ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳେ , ସେମିତି ୟୁପିଏସ୍ ସି ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଦୁଇଟି ଲିଖିତ ପରିକ୍ଷା ହୋଇଥାଏ , ଓ ଅନ୍ତିମ ଚରଣରେ ଲିଖିତ ପରିକ୍ଷାରେ ସଫଳ ହେଲେ ପରୀକ୍ଷାର୍ଥୀଙ୍କୁ ଇଣ୍ଟରଭ୍ୟୁ ରାଉଣ୍ତ ପାଈଁ ବିବେଚିତ କରାଯାଏ , ଓ ଏହି ତିନୋଟି ଚରଣ ପାସ୍ କରିବାପରେ ପରୀକ୍ଷାର୍ଥୀ ଆଈଏଏସ୍ ଓ ଆଇପିଏସ୍ ହେବାର ସ୍ୱପ୍ନ ପୁରଣ ହୋଇଯାଏ , ସେମିତି ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷା ଇଣ୍ଟରଭ୍ୟୁ ରାଊଣ୍ତ ବହୁତ କଠିନ ହୋଇଥାଏ , ଏହି ରାଉଣ୍ତରେ ପରୀ‍କ୍ଷାର୍ଥୀକୁ ବହୁତ କଠିନ ପ୍ରଶ୍ନର ଉତ୍ତର ଦେବାକୁ ପଡୀଥାଏ , ଏଥିରେ ଆଶାର୍ଥୀର ତର୍କଶକ୍ତି, ଉପସ୍ଥିତ ବୁଦ୍ଧି ଆଦିକୁ ଦେଇ ଗତି କରିବାକୁ ପଡିପାରେ , ତେବେ ଆସନ୍ତୁ ଜାଣିବା ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ରେ ପଚାରାଯାଇଥିବା କିଛି ପ୍ରଶ୍ନ ଓ ତାହାର ଉତ୍ତର ।

୧) ଜନ୍ମଦର ଓ ମୃତ୍ୟୁଦରର ଅନ୍ତର ପରିଣାମକୁ କଣ କହନ୍ତି ?

ଉତ୍ତର- ଜନସଂଖ୍ୟା ର ବୃଦ୍ଧି ଦର ।

୨) ବର୍ଣ୍ଣାଦ୍ଦ ବ୍ୟକ୍ତି କେଉଁ ରଙ୍ଗରେ ଭେଦ କରିପାରେ ନାହିଁ ?

ଉତ୍ତର- ଲାଲ୍-ସବୁଜ ।

୩) ରାଜନୈତିକ ଦଳର ପଞ୍ଜିକରଣ କାହା ଦ୍ୱାରା ହୋଇଥାଏ ?

ଉତ୍ତର- ନିର୍ବାଚନ ଆୟୋଗ ଦ୍ୱାରା

୪) ଶରୀରର କେଉଁ ଅଙ୍ଗରେ ଆୟୋଡିନ୍ ସଂଚିତ ହୋଇଥାଏ ?

ଉତ୍ତର- ଥାଇରଏଡ୍ ଗ୍ରନ୍ଥିରେ

୫) ପ୍ରଶ୍ନ- ଫୋର୍ବସ୍ ତରଫରୁ ଜାରି ତାଜା ରାଙ୍କିଙ୍ଗ୍ ରେ ସର୍ବାଧିକ କମାଉଥିବା ୧୦୦ ଖେଳାଳୀଙ୍କ ସୁଚୀରେ କିଏ ଏକମାତ୍ର ଭାରତୀୟ ଖେଳାଳୀଙ୍କୁ ୧୯୭ କୋଟି ଆୟର ସହ ୫୯ତମ ନମ୍ବର ପ୍ରାପ୍ତ ହୋଇଛି ।

ଉତ୍ତର- ବିରାଟ କୋହଲି, ମିକ୍ସ ମାର୍ଶଲ୍ ଆର୍ଟ୍ସ ର ଦିଗଜ୍ ଖେଳାଳୀ କର୍ଣ୍ଣର ମ୍ୟାକ୍ ଗ୍ରେନର୍ ପ୍ରାୟ ୧୫୧୭ କୋଟି କମାଇ ସହ ଦୁନିଆଁର ସର୍ବାଧିକ ଆୟ କରୁଥିବା ଏକ ମାତ୍ର ଖେଳାଳୀ ହୋଇଛନ୍ତି ।

୬) ଗେଲ୍ ଗ୍ୟାସ୍ ଲିମିଟେଡ୍ ନୁଆ ସିଇଓ ରୁପରେ କିଏ ପଦଭାର ସଂମ୍ଭାଳିଲେ ?

ଉତ୍ତର- ରମନ ଚଡ୍ଡା

୭) ଭାରତର ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ କଳ୍ପନା କୋଚର୍ ଆଗାମୀ ମାସରେ ଆଇଏମ୍ ଏଫ୍ ରେ ମାନବ ସଂସାଧନ ପ୍ରମୁଖ ପଦରେ ହଟିବାପରେ କାହା ସହ ଯୋଡୀ ହେବେ ?

ଉତ୍ତର- ୱିଲ୍ ଆଣ୍ତ ମେଲିଣ୍ତା ଫାଉଣ୍ତଡେସନ୍

୮) ଆଇସିସି ଟେଷ୍ଟ ଟିମ୍ ରାଙ୍କିଙ୍ଗ୍ ର ବାର୍ଷିକ ଅପଡେଟ୍ ଜାରି ହେବାରେ କେଉଁ ଟିମ୍ ୧୨୧ ରେଟିଙ୍ଗ୍ ରାଙ୍କ୍ ସହ ପ୍ରଥମ ସ୍ଥାନରେ ଅଛି ?

ଉତ୍ତର- ଭାରତୀୟ ଟିମ୍

୯) କେଉଁ ଦେଶର ଏକ ସରକାରୀ ଆପ୍ କୁ ଆଣ୍ତରଏଡ୍ ଅଟୋ ପ୍ଲାଟଫର୍ମରେ ନ ଚଲାଇବାର କାରଣରୁ ଗୁଗୁଲ୍ ଉପରେ ୯୦୪ କୋଟି ଟଙ୍କାର ଜୋରିମାନା ଲଗାଗଲା ?

ଉତ୍ତର- ଇଟିଲି

୧୦) ବିସିସିଆଇ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ନୁଆ ମୁଖ୍ୟ କୋଚ୍ ରୁପରେ କାହାକୁ ନିଯୁକ୍ତ କରିଛନ୍ତି ?

ଉତ୍ତର- ରମେଶ ପାୱର୍ ଙ୍କୁ

୧୧) କାହାର ନୈତୃତ୍ୟରେ ୧୭୭୬ ରେ ଆମେରିକାକୁ ସ୍ୱନ୍ତତ୍ରତା ପ୍ରାପ୍ତି ହୋଇଥିଲା ?

ଉତ୍ତର- ଜର୍ଜ ୱାଶିଙ୍ଗଟନ୍

୧୨) ୧୮୫୭ ଇ ବିଦ୍ରୋହରେ ଝାନସି ରାଣୀ ଲକ୍ଷ୍ମୀବାଇ କାହାର ସହଯୋଗରେ ଗ୍ୱାଲିୟର୍ ରେ ବିଦ୍ରୋହ କଲେ ?

ଉତ୍ତର- ତାତ୍ୟା ଟୋପେ

୧୩) ଆଗ୍ରାର ଜାମା ମସଜିଦ୍ କିଏ ନିର୍ମାଣ କରାଇଥିଲେ ?

ଉତ୍ତର- ସହଜାଦୀ ଜାହାନାରା ବେଗମ୍

୧୪) କେଉଁ ସିଖ୍ ଗୁରୁ ଫାର୍ସୀ ଭାଷାରେ ଜଫରନାମା ଲେଖିଥିଲେ ?

ଉତ୍ତର- ଗୁରୁ ଗୋବିନ୍ଦ ସିଂ

୧୫) ଦାଣ୍ତି ଯାତ୍ରା ଗାନ୍ଧୀଜୀ କେତେ ଦୁରତା ତୟ କରି ଲବଣ ଆଇନ୍ ବିରୋଧ କଲେ ?

ଉତ୍ତର- ୩୮୫ କିମି

୧୬) ଜନସମସ୍ୟାକୁ ନିରାକରଣ ପାଇଁ କେଉଁ ଅଧିନିୟମ ଲାଗୁ କରିବାର ରାଜସ୍ଥାନ ପ୍ରଥମ ରାଜ୍ୟ ଅଟେ ?

ଉତ୍ତର- ଶୁଣାଣୀର ଅଧିକାର ଅଧିନିୟମ ।

୧୭) ରାଜସ୍ଥାନ ଅଲମ୍ପିକ୍ ଆସୋସିଏସନ୍ ର ନବନିୟୋଜିତ ଚେୟାର୍ ମ୍ୟାନ୍ କିଏ ?

ଉତ୍ତର- ଧନରାଜ୍ ଚୌଧୁରୀ

୧୮) ସେ କେଉଁ ମଣିଷ୍ ଅଟେ ଯିଏକି ଯେଉଁଆଡେ ଗଲେ ବି ତାର ଟିକେଟ୍ ଲାଗେ ନାହିଁ ?

ଉତ୍ତର- ନବଜାତ ଶିଶୁ ।

Leave a Reply

Your email address will not be published. Required fields are marked *