June 27, 2025

Odia Express

Here, There and Everywhere

ଯଦି ଆପଣ ଖାଉଛନ୍ତି ୧୩ ଦିନର ଶୁଦ୍ଧ ଭୋଜି, ତେବେ ଥରେ ନିଶ୍ଚିତ ଜାଣିନିଅନ୍ତୁ ଏହି ସତ୍ୟତା, ଶ୍ରୀ କୃଷ୍ଣ କହିଥିଲେ ଏହି ରହସ୍ୟ

ଆମର ହିନ୍ଦୁ ଧର୍ମରେ ବହୁତ ସାରା ରୀତିନୀତି ଅଛି ଯେଉଁଥିରେ ବହୁତ ମହତ୍ତ୍ୱପୁର୍ଣ୍ଣ କଥା ରହିଛି, ଏହି କଥା ତ ଆମେ ସମସ୍ତେ ଜାଣିଛେ କି ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ମୃତ୍ୟୁବରଣ ଦିନେ ନା ଦିନେ କରିବ, ଏତିକି ନୁହେଁ ମଣିଷ ଚାହିଁଲେ ଯେତେ ଚେଷ୍ଟା କରିଦିଅନ୍ତୁ, ଏହି ଦୁନିଆଁକୁ ଥରେ ଆସିଛି ମାନେ ଦିନେ ନା ଦିନେ ମୃତ୍ୟୁବରଣ କରିବ,  ଏହା ଛଡା ଏହାର ମତଲବ ଏହା କି ଯିଏ ଏହି ସଂସାରରେ ଆସିଛି ତାର ମୃତ୍ୟୁ ନିଶ୍ଚିତ ହୋଇଥାଏ, ଏହି କଥାର ସତ କି ମୃତ୍ୟୁ ପରେ କିଛି ପରମ୍ପରା ଓ ରୀତିନୀତି ନିଭାଯାଈଥାଏ, ବୈଦିକ ପରମ୍ପରା ଅନୁସାରେ ମୃତକ ପରିବାର ଘରେ ଆଜି ଲୋକ କପଡା ନେଇକରି ଯାଇଥାନ୍ତି ଏହା ପୁର୍ବରୁ ବହୁତ ପ୍ରଚଳନ ଥିଲା ।

ଏହା ଛଡା ଆପଣଙ୍କୁ କହିଦେବୁ କି ବ୍ୟକ୍ତି ମରିବା ପରେ ହିନ୍ଦୁ ଧର୍ମଶାସ୍ତ୍ରରେ ୧୩ ଦିନର ଶୁଦ୍ଧ ଘର ଭୋଜି ନେବାର ବିଧାନ ଅଛି, ଭାରତୀୟ ବୈଦିକ ପରମ୍ପରାର ଶୋଳ ସଂସ୍କାରରୁ ମୃତ୍ୟୁ ମାନେ ଅନ୍ତିମ ସଂସାର ସାମିଲ୍ ଅଛି, ଏହାର ଅନ୍ତର୍ଗତ ମୃତକ ର ଅଗ୍ନି କିମ୍ବା ଅନ୍ତିମ ସଂସ୍କାର ସହ କପାଳ କ୍ରିୟା, ପିଣ୍ତଦାନ ଆଦି କରାଯାଏ,  ଆଗାମୀ ଦିନ ତୟୋଦଶି ଉପରେ ୧୩ ଜଣ ବ୍ରାହ୍ମଣ, ପୁଜ୍ୟ ଜନ, ସଂମ୍ପର୍କୀୟ ଓ ସମାଜର ଲୋକଙ୍କୁ ସାମୁହିକ ଭାବେ ଭୋଜନ ଦିଆଯାଏ । ଏହାକୁ ମୃତ୍ୟୁ ଭୋଜି କୁହାଯାଇଥିଲା, ଏହା ଖର୍ଚ୍ଚିଳା ହୋଇଗଲା, କହିଦେବୁ କି ପୁରା ଭାରତରେ ସବୁ ଜାଗାରେ ଏମିତି କରାଯାଏ , ବ୍ୟକ୍ତିର ମୃତ୍ୟୁ ପରେ ସେ ଯିବାପରେ ୧୩ ଦିନ ଭୋଜିର ବିଧାନ ଅଛି, କିନ୍ତୁ ଏତିକି ନୁହେଁ ଏହା କେତେ ଭୁଲ୍ ଅଟେ, ଏହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଏହା ବିଷୟରେ ଏକ କାହାଣୀ ଓ ପ୍ରଚଳିତ ଅଛି, ଯାହା ଆମର ମହାଭାରତରେ କୁହାଯାଇଛି, ହଁ ଆଜ୍ଞା ଭଗବାନ ଶ୍ରୀ କୃଷ୍ଣଜୀ କହିଥିଲେ କି ମହା ଭାରତ ଯୁଦ୍ଧକୁ ଟାଳିବା ପାଇଁ ସେ ଦୁର୍ଯୋଧନ ସମକ୍ଷରେ ଶେଷ ଥର୍ ସନ୍ଧି ପ୍ରସ୍ତାବ ରଖିଥିଲେ,  ଯେଉଁଥିରେ ଦୂର୍ଯୋଧନ ଦ୍ୱାରା ମନାକରାଯାଇଥିଲା । ଏହାପରେ ଭଗବାନ ଶ୍ରୀକୃଷ୍ଣ ସେଠାରୁ ଫେରି ଆସିଥିଲେ, ଦୁର୍ଯୋଧନ ବାସୁଦେବଙ୍କୁ ଆଗ୍ରହ କରିଥିଲେ କି ସେ ସେଠାରେ ଭୋଜନ କରିଯାଆନ୍ତୁ ।

ଏହାପରେ ଭଗବାନ ଶ୍ରୀକୃଷ୍ଣ କହିଲେ କି ଭୋଜନ କରିବା ତେବେ ଉଚିତ୍ ହୋଇଥାଏ ଯେବେ ଭୋଜନ କରିବା ଲୋକ ଓ ଭୋଜନ ଦେଉଥିବା ଲୋକର ମନ ପ୍ରସନ୍ନ ହୋଇଥିବ,  ଯଦି କାହାର ଜଣଙ୍କ ମନ ଦୁଃଖ ହୋଇଥାଏ,  ତେବେ ଭୋଜନ କରିବା ଉଚିତ୍ ନୁହେଁ , ଯାହାର କାରଣରୁ ଘରେ ମୃତ୍ୟୁର ଭୋଜନ କରାଯାଏ , ତେବେ ସେହି ଘରର ସଦସ୍ୟଙ୍କ ମନ ବହୁତ ଦୁଃଖୀ ହୋଇଥାଏ,  ଏଥିପାଇଁ ଭୋଜନ କରିବା ଉଚିତ୍ ହୋଇନଥାଏ ।

Leave a Reply

Your email address will not be published. Required fields are marked *