June 27, 2025

Odia Express

Here, There and Everywhere

ଫୁସଫୁସକୁ ଦୃଢ କିପରି କରିବା – ଫୁସଫୁସକୁ ମଜବୁତ କରିବାର ଉପାୟ – ଏବେ ଏହି କଥା ଜାଣିରଖିଥାନ୍ତୁ

1 min read

ସାଙ୍ଗମାନେ ଆଜି ଆମେ କଥାହେବା କି କୋଭିଡ ପରେ ଯେଉଁ ରୋଗୀମାନଙ୍କୁ ଫୁସଫୁସ ଜନିତ ରୋଗ ଦେଖାଦେଇଥାଏ ତାହେଲେ ଏମିତି କଣ ମେଡ଼ିସିନ ଅଛି ଯାହାକୁ ବ୍ୟବହାର କରି ଆପଣ ନିଜ ଫୁସଫୁସ ଜନିତ ରୋଗରୁ ମୁକ୍ତି ପାଇପାରିବେ।ସାଙ୍ଗମାନେ କୋଭିଡରୁ ମୁକ୍ତି ପାଉଥିବା ରୋଗୀମାନଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ଏମିତି ବହୁତ ଦେଖାଯାଇଛି କି ତାଙ୍କ ଫୁସଫୁସରେ କିଛି ଅସୁବିଧା ଦେଖାଯାଇଥାଏ।ବହୁତ ରୋଗୀମାନଙ୍କ ମଧ୍ୟରେ ଏହି ଅସୁବିଧା କିଛି ଦିନରୁ ଆରମ୍ଭ କରି ମାସେ ଯାଏ ଦେଖାଯାଇପାରେ।ଏହା ଆପଣଙ୍କ ଶରୀରର ଷ୍ଟ୍ରେଣ୍ଠ ଏବଂ ଇମ୍ୟୁନିଟି ଉପରେ ଡିପେଣ୍ଡ କରିଥାଏ।ଆଜି ଆମେ ଆପଣଙ୍କୁ କହିବୁ କିଛି ଏମିତି ମେଡ଼ିସିନ ଯାହାର ପୟୋଗ କରି ଆପଣ ନିଜ ଫୁସଫୁସ ଜନିତ ରୋଗରୁ ଠିକ ହୋଇପାରିବେ ଯେମିତି ଭାବିଷ୍ୟରେ ଆପଣଙ୍କୁ ଏମିତି ଅସୁବିଧା ଯେମିତି ବ ହଉ।

ପ୍ରଥମେ ଆମେ ଜାଣିନବା ଔଷଧ ବିଷୟରେ।ପ୍ରଥମ ଯାହା ଆପଣ ନେଇପାରିବେ ତାହା ହଉଛି ପଲମନାରୀ ଟନିକ ଯାହାକୁ ରେକ୍ୱେଗ ବ୍ରାଣ୍ଡ ତିଆରି କରେ R57 ନାମରେ।ଏହା ଆପଣଙ୍କ ଫୁସଫୁସକୁ ଇମ୍ପୃଭ କରିବାରେ ତାହାର ଷ୍ଟ୍ରେନଥକୁ ଇମ୍ପୃଭ କରିବାରେ ଏହା ବହୁତ ଅଧିକ ପ୍ରଭାବୀ ହୋଇଥାଏ।ଯଦି ଆପଣ ଅସ୍ଥାମା ରହିଥାଏ କିମ୍ବା ବହୁତ ଲମ୍ବା ସମୟରୁ ଫୁସଫୁସ ଜନିତ ରୋଗରେ ଗ୍ରସିତ ହୋଇଥାନ୍ତି ତାହେଲେ ଆପଣ ଏହି ଔଷଧର ପ୍ରୟୋଗ କରିପାରିବେ।ଏହା ବହୁତ ହେଲଦି ଏବଂ ବହୁତ ଭଲ ମେଡ଼ିସିନ ଅଟେ ଯାହା ଆପଣଙ୍କ ଫୁସଫୁସକୁ ଦୃଢ଼ କରିବାରେ ବହୁତ ଅଧିକ ପ୍ରଭାବୀ ହୋଇପାରେ।

ଏବେ ଆମେ କଥା ହେବା ଏହାକୁ ନେବା କେମିତି।ଏହାର ଗୋଟେ ବୋତଲ ଆଣନ୍ତୁ ଏବଂ ୧୦ ବୁନ୍ଦା ଆପଣଙ୍କୁ ଏକ ଚତୁର୍ଥାଂଶ ପାଣିରେ ପକାଇ ସକାଳେ ଏବଂ ସନ୍ଧ୍ୟାରେ ପ୍ରୟୋଗ କରନ୍ତୁ ଏବଂ ଯଦି ୧୦ ବର୍ଷରୁ କମ ବୟସର ଛୁଆଙ୍କୁ ଦେଉଛନ୍ତି ତାହେଲେ ଏହାର ୫ ବୁନ୍ଦା ସକାଳେ ଏବଂ ସନ୍ଧ୍ୟାବେଳେ ଏକ ଚତୁର୍ଥାଂଶ ପାଣିରେ ପକେଇ ଦେଇପାରିବେ।

ଦ୍ୱିତୀୟ ମେଡ଼ିସିନ ହେଉଛି ଏବେ ଯାହା ବହୁତ ଅଧିକ ଭାଇରଲ ହୋଇଥିଲା ଏବଂ କଳାବଜାର ହୋଇଥିଲା ତାହା ହେଉଛି ଏସ୍ପିଡୋଷ୍ପର୍ମ କ୍ୟୁ।ଏହା ଆପଣଙ୍କ ଫୁସଫୁସକୁ ଦୃଢ଼ କରିବ ଏବଂ ନିଶ୍ୱାସ ପ୍ରଶ୍ୱାସ ଠିକ ରଖିବ।ଥଣ୍ଡା ମଧ୍ୟ ଯଦି ରହିଥିବ ତାହେଲେ ମଧ୍ୟ ଏହା ବହୁତ ଭଲ କାମ କରିବ।ଏହାକୁ ମଧ୍ୟ ଆପଣ ୧୦ ବୁନ୍ଦା ନେଇ ଏକ ଚତୁର୍ଥାଂଶ ପାଣିରେ ବ୍ୟବହାର କରିପାରିବେ।ଯଦି ଆପଣଙ୍କ ପରିସ୍ଥିତି ଗମ୍ଭୀର ଅଛି ତାହେଲେ ଆପଣ ଏହାକୁ ଦିନରେ ୩ ଥର ନିଅନ୍ତୁ ଏବଂ ଯଦି ଏତେବି ଖରାପ ନାହିଁ ତାହେଲେ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ନେଇପାରିବେ।ଏକ ଆହୁରି ଅସୁବିଧା ମଧ୍ୟ ହୋଇପାରେ କି ଏହି ସମୟରେ ଏହା ମିଳି ନ ପାରେ ତାହେଲେ ଆପଣ ଏସ୍ପିଡୋଷ୍ପର୍ମ କ୍ୟୁ ଜାଗାରେ ଆପଣ ଏସ୍ପିଡୋଷ୍ପର୍ମ 3X ମଧ୍ୟ ବ୍ୟବହାର କରିପାରିବେ।ଏହା ମଧ୍ୟ ଆପଣଙ୍କ ପାଇଁ ଭଲ ହେବ।

ତୃତୀୟ ହେଉଛି ଯଦି ଆପଣଙ୍କ ତଣ୍ଟି ବଥା କିମ୍ବା ଶୁଖିଲା କାଶ ହେବା ଆଦି ରହିଥାଏ ତାହେଲେ ଏକ କପ ସିରବ ରହିଛି।ଏହାକୁ ଆପଣଙ୍କୁ ପାଖାପାଖି ୫ ଏମେଲ ବ୍ୟବହାର କରିପାରିବେ।ଏହା ହେଉଛି ଷ୍ଟୋବଲ।ବଡଙ୍କ ପାଇଁ ୫ ଏମେଲ ଏବଂ ଛୋଟଙ୍କ ପାଇଁ ୨ ଏମେଲ ଆପଣ ନିଅନ୍ତୁ।ଏକ ଅଧା କପ ଅଳ୍ପ ଗରମ ପାଣି ନିଅନ୍ତୁ ଏବଂ ଏହାକୁ ସେହି ପାଣିରେ ପକାଇ ଯେମିତି କାଢା ପିଅନ୍ତି ସେହିପରି ପିଇବେ।

Leave a Reply

Your email address will not be published. Required fields are marked *