December 26, 2024

Odia Express

Here, There and Everywhere

ଛାତିରେ କଫ,ଖଙ୍କାର ଏବଂ ବଥାର ଘରୋଇ ଉପଚାର – ଏହି ଉପାୟ କଲେ ସମୁଳ ଭଲ ହେଇଯିବ ଆପଣଙ୍କ ସ୍ୱାସ୍ଥ୍ୟ..

କଣ ଆପଣଙ୍କ ଛାତି କଫରେ ଜମା ରହିଥାଏ?ଛାତି କଫରେ ଚାପି ହୋଇ ରହିଥାଏ ଏବଂ କଫ ବାହାରକୁ ଆସେ ନାହିଁ।ବାରମ୍ବାର କାଶ କରିଥାନ୍ତି ଯେମିତି କେମିତି ଉପାୟରେ କଫ ବାହାରି ଯିବ।ଡାକ୍ତର ଯଦି ଷ୍ଟେଥୋସ୍କୋପ ଲାଗେଇକି ଦେଖନ୍ତି ତ ଛାତି ଘର ଘର ଶବ୍ଦ କରିଥାଏ।

ଆପଣଙ୍କୁ ଲାଗିଥାଏ କି ସମସ୍ତ ଔଷଧ ବିଫଳ ହେଉଛି କାରଣ ଆପଣଙ୍କ କଫ ତ ବାହାରୁ ନାହିଁ ଏବଂ ଆପଣଙ୍କ ଛାତିରେ ଏତେ ଅଧିକ କଫ ଜମା ହୋଇଥାଏ।ତ ଆଜି ଆମେ ଆପଣଙ୍କୁ ଏକ ରାମ ବାଣ ଉପଚାର କହିବାକୁ ଯାଉଛୁ।ଆପଣ ଏହାକୁ ପ୍ରତିଦିନ ରାତିରେ କରିବା ଆରମ୍ଭ କରି ଦିଅନ୍ତୁ।ଆପଣ କହିବେ ଏତ କମାଲ ହେଇଗଲା ଏବଂ ଆପଣଙ୍କ ସମ୍ପୂର୍ଣ ଛାତି ସଫା ହୋଇଯିବ।କୌଣସି ଶବ୍ଦ ହେବ ନାହିଁ।ଛାତି ସମ୍ପୂର୍ଣ ଭାବରେ ସଫା ହୋଇଯିବ ଏବଂ ଗଳାରୁ କଫ ବହାରିଯିବ ଏବଂ ସମ୍ପୂର୍ଣ ଶରୀର ସୁସ୍ଥ ହୋଇଯିବ।ଆପଣ କହିବେ ମଜା ଆସିଗଲା କାରଣ ନିଶ୍ୱାସ ପୁରା ସିଧା ଭିତରକୁ ଯିବ ଏବଂ କୌଣସି ଅବୋରଧ ଆସିବ ନାହିଁ।ତ ଆସନ୍ତୁ ଏଥିପାଇଁ କଣ କରିବେ ଜାଣିବା।

ଏଥିପାଇଁ ଆପଣ ହଳଦୀ ନିଅନ୍ତୁ ଏବଂ ଏହାକୁ ପେଷି ଦିଅନ୍ତୁ କାରଣ ବଜାରରେ ମିଳୁଥିବା ହଳଦୀରେ ଅନେକ ରାସାୟନିକ ଜିନିଷ ପଡ଼ିଥାଏ।ଏହାପରେ ଦ୍ଵିତୀୟରେ ଆମେ ମହୁ ନେବା ଯାହା ଛାତି କିମ୍ବା ଖଙ୍କାର ପାଇଁ ଆବଶ୍ୟକ ହୋଇଥାଏ।ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ।ଯଦି ଆପଣ ଏହାକୁ ଛୋଟ ପିଲାଙ୍କୁ ଦେବା ପାଇଁ ଚାହୁଁଛନ୍ତି ତାହେଲେ ସେ ୧ ବର୍ଷରୁ ଅଧିକ ହେବା ଆବଶ୍ୟକ ତାହାଠୁ କମ ହୋଇଥିଲେ ଡାକ୍ତରଙ୍କ ପରାମର୍ଶରେ ଦିଅନ୍ତୁ।ଏହାକୁ ଅଙ୍ଗୁଳିରେ ଅଳ୍ପ ନେଇ ଚାଟି ଦିଅନ୍ତୁ।ଏହାପରେ ଏହାକୁ ପ୍ରତିଦିନ ଆପଣ ଖାଇପାରିବେ।ଏହାକୁ ଆପଣ ପ୍ରତିଦିନ ରାତିରେ ଖାଇପାରିବେ। ଆପଣ ଅଳ୍ପ ଦିନରେ କହିବେ କି କେଉଁ ଉପଚାର କହିଲେ କି ପୁରା ଛାତି ସଫା ହୋଇଗଲା ଏବଂ ସମସ୍ତ କଫର ରୋଗ ଏବଂ ସମସ୍ତ ବଥା ଦୁର ହୋଇଯିବ।

ତ ସାଙ୍ଗମାନେ ଏହା ଥିଲା ଛାତି ସଫା କରିବାର ରାମବାଣ ଉପଚାର।ଏହି ଉପଚାର ଆପଣଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚୟ କହିବେ ଏବଂ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରିବେ।ଆପଣ କଣ ଏହିପରି କେବେ ଅସୁବିଧାରେ ପଡିଛନ୍ତି?ଯଦି ପଡ଼ିଥାନ୍ତି ତାହେଲେ ଏହି ଉପଚାରକୁ ନିଶ୍ଚୟ ଚେଷ୍ଟା କରନ୍ତୁ ସମସ୍ତ ଛାତି ସମସ୍ୟା ଦୂର ହୋଇଯିବ।

ଆପଣ ତ ଜାଣିଛନ୍ତି ଏହି କଠୋର ପରିସ୍ଥିତିରେ ଜୀବନଯାପନ କେତେ କଷ୍ଟ ହୋଇଯାଇଅଛି।

ସେଥିପାଇଁ ଆଜିକାଲି ଯଦି କେବେଳ ସାଧା ଥଣ୍ଡାଜର ମଧ୍ୟ ହୁଏ ତାହେଲେ ଲୋକ ଭାବିଥାନ୍ତି ଏହା କୋରନାର ଲକ୍ଷଣ ବୋଲି।ଏହି ସବୁରୁ ଦୁରେଇ ରହିବା ପାଇଁ ଯଦି ଆପଣଙ୍କୁ କାଶ,କଫ ଏବଂ ଥଣ୍ଡା ଆସି ଅସୁବିଧା ହୋଇଥାଏ ତାହେଲେ ଏହି ଉପଚାରକୁ ନିଶ୍ଚୟ ଆପଣାନ୍ତୁ ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ।ଏହି ପରିସ୍ଥିତିରେ ନିଜକୁ ବଞ୍ଚେଇବା ପାଇଁ ଯେତେ ପାରୁଛନ୍ତି ଗହଳି ଜାଗାରୁ ଦୁରେଇ ରୁହନ୍ତୁ ଏବଂ ନିଜକୁ ଯେତେ ପାରୁଛନ୍ତି ଘରେ ରଖନ୍ତୁ କାରଣ ଆମେ ସତର୍କ ରହିଲେ ଏହି ମହାମାରୀ ମଧ୍ୟ କାବୁରେ ରହିବ।ନମସ୍କାର।

Leave a Reply

Your email address will not be published. Required fields are marked *