June 23, 2025

Odia Express

Here, There and Everywhere

କୁମ୍ଭ ଏବଂ ସିଂହ ରାଶି ଯୋଡି କିପରି ହୋଇଥାଏ – ଜାଣନ୍ତୁ ଏହି ଲେଖା ସାହାଯ୍ୟରେ କିଏ କେତେ ଭାଗ୍ୟବାନ ଏବେ ଜାଣିରଖନ୍ତୁ..

1 min read

ଆଜି ଆମେ କୁମ୍ଭ ରାଶି ତଥା ସିଂହ ରାଶିର ଗୁଣ ତଥା ଅବଗୁଣ ଆଉ ତାଙ୍କର ଯୋଡି ବାବଦରେ ଜାଣିବାକୁ ଯାଉଛୁ।ପ୍ରଥମେ କୁମ୍ଭ ଆଉ ତା ପରେ ସିଂହ ରାଶି ବାବଦରେ ଆମେ ଜାଣିବା ଆଉ ତା ପରେ ତାଙ୍କର ତୁଳନା କରିବା।

କୁମ୍ଭ ରାଶି:- ଏହା ରାଶି ଚକ୍ରର ସପ୍ତମ ରାଶି ଅଟେ ଆଉ ଜଣେ ବ୍ୟକ୍ତି ହଣ୍ଡା ଧରି ଠିଆ ହେଇଥିବାର ଚିତ୍ର ଏହାର ଚିତ୍ର ଅଟେ।ଏମାନେ ଗୁଣାତ୍ମକ ହେଇଥାନ୍ତି ଆଉ ଆଧ୍ୟାତ୍ମିକ କଥା ଉପରେ ଅଧିକ ରୁଚି ରଖିଥାନ୍ତି।ଏମାନେ ତାଙ୍କ ନିଜକୁ ସମାଜ ସାମ୍ନାରେ କିପରି ପ୍ରସ୍ତୁତ କରି ହେବ ତାହା ଭଲ ଭାବେ ଜାଣିଥାନ୍ତି।ସର୍ବଦା ବହୁତ ବୁଝାମଣା ଥାଏ ଆଉ ବହୁତ ଜିଦ୍ଧି ଥାଏ।ଯାହା କରିବା ଇଛା ତାହା ପାଇଁ ଏକ ଜିଦ ନିଜ ଭିତରେ ରଖି ଦିଅନ୍ତି ଆଉ ତା ପରେ ତାହାକୁ କରିବା ପାଇଁ ଲାଗି ପଡନ୍ତି ଆଉ ପଛକୁ ହଟନ୍ତି ନାହିଁ।ଏହା ହି ତାଙ୍କର ଗୁଣ ଥାଏ।

ସିଂହ:- ସିଂହ ରାଶିଙ୍କ କଥା କହିବା ତ ସେମାନେ ବହୁତ ଭାବୁକ ବ୍ୟକ୍ତିତ୍ତ୍ୱ ବିଶିଷ୍ଟ ଅଟନ୍ତି।ସେମାନେ ପରିଶ୍ରମୀ ବି ହେଇଥାନ୍ତି ଆଉ ଯେଉଁ କାମରେ ଲାଗିଯାନ୍ତି ତାକୁ କରିକି ହି ଛାଡ଼ନ୍ତି।ସେମାନେ ବହୁତ ଆତ୍ମସମ୍ମାନ ଉପରେ ଧ୍ୟାନ ଦିଅନ୍ତି ଆଉ କାହାରି ଆଦେଶ ମାନିବା ପାଇଁ ପ୍ରସ୍ତୁତ ନଥାନ୍ତି। ଆପଣ ଜୋର ଜବରଦସ୍ତି ଆଦେଶ ଦେଇ ତାଙ୍କଦ୍ୱାରା କିଛି କାମ କରେଇ ପାରିବେ ନାହିଁ।ଜୀବନରେ ଏମାନଙ୍କ ଉପରେ ମିଛ ଆରୋପ ବହୁତ ଲାଗେ ଆଉ ସେମାନେ ତାକୁ ସହନ ବି କରନ୍ତି।ସେମାନଙ୍କର ଏକ ଗୁଣ ଥାଏ କି ସେମାନେ ନିଜ ସାଙ୍ଗ ସାଥି ମାନଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ଆଉ ପ୍ରେମ ମାମଲାରେ ଏମାନଙ୍କର ନଜର ବହୁତ ସଫା ଥାଏ।ଯିଏ ତାଙ୍କୁ ଭଲ ପାଇବା ତଥା ପ୍ରେମ ଦିଏ ସେ ହି ତାଙ୍କଦ୍ୱାରା ପ୍ରେମ ପାଏ।ଏହା ହି ତାଙ୍କର ନଜର ଅଟେ। ସେମାନଙ୍କ ଦ୍ବାରା ସ୍ନେହ ରେ କିଛି ବି କାମ କରେଇ ହେଇ ପାରିବ।

ଏବେ ଜାଣିବା ସେମାନନକ ଯୋଡି ବାବଦରେ।ଏହି ଦୁଇଟି ଯାକ ରାଶି ହି ବହୁତ ବିଶାଳ ବ୍ୟକ୍ତିତ୍ତ୍ୱ ଅଟନ୍ତି।ରାଶିମଣ୍ଡଳର ମଜବୁତ ରାଶି ମାନଙ୍କ ଭିତରେ ଏମାନଙ୍କର ଗଣତି ହେଇଥାଏ।ସେମାନେ ନିଜ ନିଜ ଭିତରେ ହି ବହୁତ ଉପରେ ଥାଆନ୍ତି ଆଉ ଯଦି ସେମାନେ ବୈବାହିକ ବନ୍ଧନରେ ବାନ୍ଧି ହେଇ ଯାଆନ୍ତି ତାହେଲେ ତାଙ୍କର ସମ୍ପର୍କ ବହୁତ ଆଗକୁ ଯାଇଥାଏ।କୁମ୍ଭ ରାଶି ଲୋକଙ୍କୁ ତାଙ୍କର ଯତ୍ନ ତଥା ପ୍ରେମ କରୁଥିବା ଲୋକ ବହୁତ ପସନ୍ଦ ଯେତେବେଳେ କି ସିଂହ ରାଶି ଲୋକଙ୍କୁ ତାଙ୍କର ସ୍ନେହ ତଥା ପ୍ରେମ କରୁଥିବା ବ୍ୟକ୍ତି ବହୁତ ପସନ୍ଦ।

ତେଣୁ ଯଦି ଏମାନେ ବୈବାହିକ ଜୀବନରେ ବାନ୍ଧି ହେଇଯାନ୍ତି ତାହେଲେ କେବଳ ତାଙ୍କର ଜୀବନ ସାଥି ହି ତାଙ୍କର ଲକ୍ଷ ହେଇଯାଏ। କୁମ୍ଭ ରାଶି ଲୋକଙ୍କ ପାଖରେ ସ୍ନେହ ଦେବାର କ୍ଷମତା ଥାଏ ଆଉ ସିଂହ ରାଶି ଲୋକଙ୍କ ପାଖରେ ନିଜର ସାଥିକୁ ଆକର୍ଷିତ କରିବାର କ୍ଷମତା ଥାଏ।

Leave a Reply

Your email address will not be published. Required fields are marked *