June 24, 2025

Odia Express

Here, There and Everywhere

T ନାମ ଥିବା ବ୍ୟକ୍ତିଙ୍କ ବାବଦରେ କିଛି ସତ କଥା। ତାଙ୍କର ଆଦତ, ଗୁଣ ତଥା ଅବଗୁଣ – ଏହି କାମରେ ମାହିର ହେଇଥାନ୍ତି କୁମ୍ଭ ରାଶିର ଲୋକ..

1 min read

T ନାମ ଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ତଥା ଜ୍ଞାନୀ ହେଇଥାନ୍ତି।ସେମାନେ ଜ୍ଞାନ ପ୍ରାପ୍ତ କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ।ଯେଉଁଠାରୁ ବି ଜ୍ଞାନ ମିଳିଥାଏ ସେମାନେ ତାହା ପ୍ରାପ୍ତ କରି ନିଅନ୍ତି ଆଉ ତାକୁ ନିଜ କାମରେ ଲଗାନ୍ତି। ସେମାନଙ୍କର ବଡ଼ ମାନଙ୍କୁ ସମ୍ମାନ କରିବାର ଗୁଣ ବି ବହୁତ ଉନ୍ନତ ମାନର ହେଇଥାଏ।ସେମାନେ ଛୋଟ ପିଲାଙ୍କ ସହ କଥା ହେଲେ ବି ବହୁତ ସମ୍ମାନର ସହ କଥା ହୁଅନ୍ତି।ସେମାନଙ୍କର କଥା ବାର୍ତ୍ତାର ଶୈଳୀ ବହୁତ ଉତ୍ତମ ଥାଏ।

ସେମାନେ ଅନ୍ୟ ମାନଙ୍କର ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ରୁହନ୍ତି ମାତ୍ର ତାଙ୍କ ସାହାଯ୍ୟ ପାଇବା ପାଳି ଆସିଲେ ସେମାନେ ତା ଠାରୁ ଦୂରେଇ ଆସନ୍ତି।ସେମାନେ ପଛେ ଯେତେ ବି ଦୁର୍ବଳ ଥାଆନ୍ତି, ଅନ୍ୟ ସାମ୍ନାରେ କେବେ ବି ନିଜକୁ ଦୁର୍ବଳ ଦେଖାଇବା ପାଇଁ ଚାହାନ୍ତି ନାହିଁ।ସେମାନେ ସର୍ବଦା ନିଜର ସାହାଯ୍ୟ ନିଜେ ହି କରନ୍ତି।ସେମାନଙ୍କ ଏହିପରି ବିଷୟରେ ହି ଧ୍ୟାନ ଥାଏ ଯେଉଁ ବିଷୟ ମାନଙ୍କର ତର୍କ, ବିତର୍କ ଇତ୍ୟାଦି ଥାଏ।ସେମାନେ ବିଜ୍ଞାନ ତଥା ଅଙ୍କ ଇତ୍ୟାଦି ରେ ବହୁତ ଶବଳ ଥାଆନ୍ତି।

ସେମାନେ ଧାର୍ମିକ ଜିନିଷ ମାନଙ୍କରେ ବି ଭଲ ରୁଚି ରଖନ୍ତି ଆଉ ଏହି ସବୁରେ ଯଦି ସେମାନେ ନିଜର କ୍ୟାରିୟର ବନାନ୍ତି ତାହେଲେ ସେମାନଙ୍କ ଜୀବନ ବହୁତ ଆଗକୁ ଯାଇ ପାରିବ।ଏମାନଙ୍କର ଜୀବନ ସେତେ ସହଜ ନଥାଏ। ଏମାନେ ବହୁତ ଉଚ୍ଚ ଭାବନ୍ତି ଆୟ ନିଜର ସ୍ୱପ୍ନ ମାନଙ୍କୁ ପୁରା କରିବା ପାଇଁ ସେମାନେ ଜୀବନ ଲଗାଇ ମେହନତ ବି କରନ୍ତି।ମାତ୍ର ବହୁତ କମ ଅନ୍ତରରୁ ହି ସେମାନଙ୍କର ବନେଇ ଥିବା କାମ ବିଗିଡି ଯାଇଥାଏ।

ସେମାନେ ପ୍ରବଳ ପରିଶ୍ରମୀ ହେଇଥାନ୍ତି ଆଉ ତାହା ସେମାନଙ୍କ ପାଇଁ ବହୁତ ଲାଭ ଦାୟକ ହେଇଥାଏ।ଅନ୍ୟ ମାନଙ୍କ ଭଳି ସେମାନଙ୍କ କ୍ୟାରିଅର ତଥା ଜୀବନ ଏତେ ସହଜ ନଥାଏ ତେଣୁ ସେମାନଙ୍କୁ ସଫଳତା ପାଇବା ପାଇଁ ବହୁତ ଅଧିକ ସଂଘର୍ଷ କରିବାକୁ ପଡିଥାଏ।ମାତ୍ର ଯେତେବେଳେ ବି ସେମାନେ ସଫଳତା ପାନ୍ତି ସେମାନଙ୍କ ପାଇଁ ଏହା ବହୁତ ବଡ଼ ହେଇଯାଏ ଆଉ ତାହା ଅନ୍ୟ ମାନଙ୍କ ପାଇଁ ଏକ ବହୁତ ବଡ଼ ଉଦାହରଣ ହେଇ ଯାଇଥାଏ।

ସେମାନେ ବହୁତ ଆଜ୍ଞାକାରୀ ହେଇଥାନ୍ତି ଆଉ ସେମାନେ ନିଜ ପିତା ମାତାଙ୍କ କଥା ବହୁତ ଅଧିକ ମାନନ୍ତି।ସେମାନେ ସବୁ ଜିନିଷରେ ଆଜ୍ଞାକାରୀ ହେଇଥାନ୍ତି ଆଉ ସେ ନିଜର ପିତା ମାତାଙ୍କ କଥା ମାନିବା ତଥା ନିଜ ସ୍ୱାମୀ ଆଉ ସ୍ତ୍ରୀଙ୍କ ପ୍ରତି ଆଜ୍ଞାକାରୀ ରହିବା ଇତ୍ୟାଦି କଥା ଉପରେ ବହୁତ ଅଧିକ ଧ୍ୟାନ ଦିଅନ୍ତି।ଦରକାର ପଡେ ତ ନିଜ ପରିବାର ତଥା ନିଜ ପିଲା ମାନଙ୍କ ପାଇଁ ନିଜର ଜୀବନ ବି ତ୍ୟାଗ କରି ପାରିବେ ଆଉ ଅସୁବିଧା ସମୟରେ ସବୁଠୁ ଆଗରେ ଏମାନେ ହି ଥାଆନ୍ତି।

ଏମାନେ ହୃଦୟରୁ ବଞ୍ଚୁଥିବା ଲୋକ ଅଟନ୍ତି।ସେମାନେ ଛୋଟ ଛୋଟ କଥାରେ ଭାବୁକ ହେଇଯାନ୍ତି।ସେମାନଙ୍କୁ ଛୋଟ ଛୋଟ କଥା ବହୁତ ଅଧିକ ବାଧିଥାଏ।ସେମାନଙ୍କୁ ନିଜର ଲୋକ ମାନଙ୍କର କଥା ବହୁତ ଅଧିକ ଆଘାତ ପହଂଚାଇଥାଏ।ସେମାନେ ନିଜର ଲୋକ ମାନଙ୍କ ପ୍ରତି ବହୁତ ଆଜ୍ଞାକାରୀ ଥାଆନ୍ତି।ସେମାନଙ୍କୁ ମଜାକ ମଜାକରେ ବି କଥା ବହୁତ ଆଘାତ କରିଥାଏ।

Leave a Reply

Your email address will not be published. Required fields are marked *