ଫୁସଫୁସ ରେ ଜାମ ହେବା ଅଥବା କଫ ଜମିବା ତଥା ଶରୀରର ଅମ୍ଳଜାନ ବଢେଇବାର ଘରୋଇ ଉପାୟ – ସଂଗେ ସଂଗେ ପଢି ନିୟନ୍ତୁ ଏହି କଥା..
ଆଜି ଆମେ ଆପଣଙ୍କ ପାଖରେ ଏକ ମହତ୍ତ୍ୱପୂର୍ଣ ସୂଚନା ନେଇ ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ପ୍ରଭାବଶାଳୀ ହେବାକୁ ଯାଉଛି।ଆପଣ ଏହାକୁ ବ୍ୟବହାର କରି ନିଜର ବହୁତ କଷ୍ଟ ଦୂର କରି ପାରିବେ।ଆଜି ଆମେ ଆପଣଙ୍କୁ ଗଳା ତଥା ଫୁସଫୁସ ର କିଛି ଅସୁବିଧା ତଥା ତାହାର ସମାଧାନର ଉପାୟ ନେଇକି ଆସିଛୁ।
ଆପଣ ଅନେକ ସମୟରେ ନିଜ ଗଳାରେ କାଶ ଅନୁଭବ କରୁଥାନ୍ତି ତଥା ନିଜ ଶ୍ବାସନଳୀରେ ପ୍ରତିବନ୍ଧକ ଅନୁଭବ କରନ୍ତି।ଆପଣଙ୍କୁ ଲାଗେ କି ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ଅସୁବିଧା ହେଉଛି।ଆପଣ ଏହାର ସମାଧାନ କରିବା ପାଇଁ ବହୁତ ସାରା ଘରୋଇ ଉପାୟ ଅନୁଭବ କରନ୍ତି ଯାହା କି ଆପଣଙ୍କ ପାଇଁ ବିଲକୁଲ ବି ପ୍ରଭାବୀ ହେଇ ନଥାଏ।ଆପଣ ଅନେକ ପ୍ରକାର କାଢା ତଥା ଅନ୍ୟାନ୍ୟ କଫି ଅଥବା ଚା ନେବାକୁ ଆରମ୍ଭ କରନ୍ତି ଯାହା ଆପଣଙ୍କ ଶ୍ବାସ ନାଳୀକୁ ଆହୁରି ଖରାପ କରି ଦେଇଥାଏ ଆଉ ଆପଣଙ୍କୁ ନିଶ୍ୱାସ ନେବାରେ ଆହୁରି ଅସୁବିଧା ହେବାକୁ ଲାଗେ।
ଆପଣ ଦେଖିଥିବେ ଯେତେବେଳେ ଆପଣ କେଉଁ ଉଚ୍ଚ ଜାଗାକୁ ଯାଆନ୍ତି ଅଥବା ଉଛତାରେ ନିଶ୍ୱାସ ନେବା ପାଇଁ ଚେଷ୍ଟା କରନ୍ତି ତ ତାହା ଆପଣଙ୍କ ପାଇଁ କେତେ ଅସୁବିଧା ଜନକ ହେଇଥାଏ।ଏହାର ସମାଧାନ ପାଇଁ ଆମ ପୂର୍ବଜ ମାନେ ଏକ ପୁଡ଼ିଆ ରଖୁଥିଲେ ଯାହାକୁ ସେମାନେ ଯାଦୁକର ପୁଡ଼ିଆ କୁହନ୍ତି।ଏହାଦ୍ୱାରା କେଉଁ ବି ଗର୍ଭବତୀ ମହିଳା ହୁଅନ୍ତୁ ଅଥବା ଶ୍ବାସରୋଗୀ ହୁଅନ୍ତୁ ସେମାନେ ଭଲରେ ନିଶ୍ୱାସ ନେବା ପାଇଁ ସକ୍ଷମ ହେଇ ପାରୁଥିଲେ ଆଉ ସେମାନେ କିଛି ଅସୁବିଧା ଅନୁଭବ ବି କରୁନଥିଲେ।ଆଜି ଆମେ ଆପଣଙ୍କ ପାଖରେ ସେହି ଯାଦୁକର ପୁଡ଼ିଆ ବନେଇବା ବାବଦରେ କିଛି ଆଖିବାକୁ ଯାଉଛୁ।
ଆପଣ ଗୋଟେ ଚାମଚ ଜୁଆଣି ନିଅନ୍ତୁ ଆଉ କେବଳ ଗୋଟେ ହି ଚାମଚ ନିଅନ୍ତୁ।ତାକୁ ଆପଣ ରଖିବା ପାଇଁ ଏକ ସୂତାର ରୁମାଲ ହେଉ ଅଥବା ଯେକୌଣସି ସୂତା କପଡା ନିଅନ୍ତୁ।ଏହି ସୂତା କପଡା ଉପରେ ଆପଣ ସେହି ଗୋଟେ ଚାମଚ ଜୁଆଣିକୁ ରଖନ୍ତୁ।ଆପଣ ଗୋଟେ ଚାମଚ ନ ନେଇ ଅଧିକ ବି ନେଇ ପାରିବେ କାରଣ ଏଠାରେ ଆପଣଙ୍କୁ କିଛି ଖାଇବାର ନାହିଁ ଆଉ ତାହା ଆପଣଙ୍କ ଖାଦ୍ୟ ପାଇଁ ନୁହଁ। ଆପଣ ଅଧିକ ବି ନେଇ ପାରିବେ।
ଏହାପରେ ଆପଣ ତା ଭିତରେ କିଛି କର୍ପୂର ପକାନ୍ତୁ।ଦେଶୀ କର୍ପୂର ଦ୍ୱାରା ଏହି କାମ ଆହୁରି ସହଜ ହେଇ ଯାଇପାରେ ମାତ୍ର ଆପଣ ଦେଶୀ କର୍ପୂର ନିଅନ୍ତୁ ଆଉ ତାକୁ ସେଥିରେ ଟିକେ ଗୁଣ୍ଡ କରି ପକାନ୍ତୁ।ଏହାପରେ ଆପଣ ତାକୁ ଭଲ ଭାବରେ ଗୋଳାନ୍ତୁ ଆଉ ତାକୁ ଆପଣ ସେହି ସୂତା ପୁଡ଼ିଆରେ ଭଲ ଭାବରେ ମୋଡି ଦିଅନ୍ତୁ।ଏହା ପରେ ଆପଣ ଏକ ତାୱା ନିଅନ୍ତୁ ଆଉ ତାକୁ ଛୁଇଁବା ମାତ୍ରକ ଗରମ କରନ୍ତୁ ଆଉ ତାକୁ ଆପଣ ସେହି ପୁଡିଆକୁ ସେହି ତାୱା ଉପରେ ଧୀରେ ଧୀରେ ସେକିବାକୁ ଲାଗନ୍ତୁ।
ତା ପରେ ଆପଣଙ୍କ ଛାତିରେ ଯେଉଁଠାରେ ଦର୍ଜ ହେଉଛି ସେଠାରେ ତେଲ ଲଗାନ୍ତୁ ଆଉ ତା ପରେ ଏହି ସେକ ଆପଣ ସେହି ଛାତି ଉପରେ ଲଗାନ୍ତୁ।ଏହାପରେ ଆପଣ ଦେଖିବେ କି ଯାହାକୁ ନିଶ୍ୱାସ ନ ଆସୁଛି ତାକୁ ବି ଆସିଯିବ।