ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ସଂକେତ – ଏହି ସଂକେତ ରୁ ଏବେ ଜାଣିବେ ନହେଲେ ଜୀବନସାରା ହଇରାଣ ହେବେ..
1 min readନମସ୍କାର ସାଙ୍ଗମାନେ।ବ୍ୟକ୍ତି ଜୀବନରେ ଯେଉଁ ଘଟଣା ଘଟିବାକୁ ଥାଏ ସେହି ଘଟଣାର ପ୍ରବୃତ୍ତି ଆମକୁ ପୂର୍ବରୁ ହିଁ ସଂକେତ ଦେଇଦେଇଥାଏ।କିଛି ଲୋକ ଏହି ସଂକେତକୁ ବୁଝିପାରିଥାନ୍ତି ଏବଂ ଆଗକୁ ଘଟିବାକୁ ଯାଉଥିବା ଖରାପ ଘଟଣାକୁ ବଦଳାଇଦେଇଥାନ୍ତି।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ୮ଟି ଏହିପରି ସଙ୍କେତ ବିଷୟରେ ଜାଣିବାକୁ ଯାଉଛୁ ଯାହାକୁ ଆପଣ ଯଦି ପ୍ରଥମରୁ ଜାଣିପାରନ୍ତି ତେବେ ଆପଣ ନିଜ ଜୀବନରେ ଘଟିବାକୁ ଯାଉଥିବା ବିପଦକୁ ବଦଳାଇପାରିବେ।
ଆପଣଙ୍କ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆପଣଙ୍କୁ ଏହି ୮ ସଙ୍କେତ ମାଧ୍ୟମରେ ସାବଧାନ କରିଥାନ୍ତି।ତେବେ ଏହା ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।
ପ୍ରଥମ ସଙ୍କେତ:- ଯଦି ସ୍ତ୍ରୀଲୋକଙ୍କ ସିନ୍ଦୁର ଲଗାଇବା ସମୟରେ ସିନ୍ଦୁରର ଡବା ଯଦି ତଳେ ପଡିଯାଇଥାଏ ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ।ଏବଂ ଏହା ଇସାରା କରିଥାଏ ସେହି ସ୍ତ୍ରୀଲୋକଙ୍କ ସ୍ୱାମୀଙ୍କ କାରବାରପାଇଁ ଏହା ଖରାପ ସମୟ ହୋଇଥାଏ।
ଦ୍ୱିତୀୟ ସଙ୍କେତ:- ଯଦି ଆପଣଙ୍କ ଘରେ କୌଣସି ସମୟରେ କୌଣସି କାରଣରୁ ରୋଷେଇ ଘରେ ଥିବା କ୍ଷୀର ଛିଣ୍ଡିଯାଇଥାଏ ତେବେ ଏହା ଅପଣଙ୍କ ପାଇଁ ଏକ ଅଶୁଭ ସଙ୍କେତ ହୋଇଥାଏ।ଏବଂ ଘରେ କିଛି ବଡ଼ କ୍ଳେଶ ହୋଇଥାଏ।ଅଥବା ବହୁତ ଜଲଦି କୌଣସି ରୋଗ ଆପଣଙ୍କ ଘରକୁ ଆସିବାକୁ ଯାଉଥାଏ।
ତୃତୀୟ ସଙ୍କେତ:- ଯଦି ଆପଣଙ୍କୁ କିଛି ଦିନରୁ ଲଗାତାର ଖରାପ ସ୍ୱପ୍ନ ଆସୁଥାଏ ତେବେ ଏହା ମଧ୍ୟ ଅପଣଙ୍କ ପାଇଁ ଅଶୁଭ ହୋଇଥାଏ।ଏହା ଘରେ ଆସିବାକୁ ଯାଉଥିବା କୌଣସି କ୍ଳେଶ ବିଷୟରେ ସୁଚାଇଥାଏ ଏବଂ ଏହା କାରବାର ମାନ୍ଦା ହେବାର ମଧ୍ୟ ସୁଚାଇଥାଏ।ଏହା ସହିତ ବାରମ୍ବାର ଖରାପ ସ୍ୱପ୍ନ ଆସିବା ଏହା ନିର୍ଦ୍ଧାରିତ କରିଥାଏ ଯେ ପରିବାରର କୌଣସି ସଦସ୍ୟଙ୍କ ଉପରେ ବିପଦ ଆସିବାକୁ ଯାଉଛି।
ଚତୁର୍ଥ ସଙ୍କେତ:-ଯଦି ଆପଣ କୌଣସି ପାଲିଥିବା ବିଲେଇ କିମ୍ବା ଘରର ଆଖ ପାଖର ବିଲେଇ କିଛି ଦିନରୁ କୌଣସି ଅଜିବ ଶବ୍ଦ କାଢୁଥାଏ ଅଥବା ଡରୁଥାଏ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ।ଏହାର ଅର୍ଥ ଏହାଯେ ଆପଣଙ୍କ ଘରର ଆଖ ପାଖରେ କୌଣସି ଶକ୍ତିଶାଳି ଏବଂ ନକରତ୍ମକ ଉର୍ଜା ଘୁରିବୁଲୁଥାଏ।ଏବଂ ଯାହା ଏକ ବଡ଼ ସମସ୍ୟା ଆଡ଼କୁ ଇସାରା କରୁଥାଏ।
ପଞ୍ଚମ ସଙ୍କେତ:-ଯଦି କୌଣସି ମହିଳାଙ୍କ ମଙ୍ଗଳସୂତ୍ର ହଠାତ ଭାଙ୍ଗିଯାଇଥାଏ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଅଶୁଭ ସଂକେତ ହୋଇଥାଏ।ଏବଂ ଏହା ସୁଚାଇଥାଏ ଯେ ସେହି ମହିଳାଙ୍କ ସ୍ୱମୀ ଉପରେ କୌଣସି ଅସୁବିଧା ଥାଏ।ଏଥିପାଇଁ ସେହି ମହିଳାଙ୍କୁ ତୁଳସୀର ପୂଜା କରିବା ଉଚିତ।
ଷଷ୍ଠ ସଂକେତ:- ଯଦି ଘରୁ ବାହାରିବା ମାତ୍ରେ ଆପଣଙ୍କୁ କୌଣସି ଝଗଡା ଦେଖାଯାଏ ତେବେ ଏହା ମଧ୍ୟ ଅଶୁଭ ହୋଇଥାଏ।ଏବଂ ଏହାର ଅର୍ଥ ଏହା ହୋଇଥାଏ ଯେ ଆପଣଙ୍କ କୌଣସି ଏକ ସାଙ୍ଗ ସହିତ ଝାଗଡା ହେବାର ସମ୍ଭାବନା ରହିଥାଏ।ତେବେ ଏଥିପାଇଁ ଧ୍ୟାନ ରଖନ୍ତୁ।
ସପ୍ତମ ସଙ୍କେତ:- ଯଦି ଆପଣ ଖାଦ୍ୟ ଖାଉଥିବା ସମୟରେ ଆପଣଙ୍କ ପ୍ରଥମ ଖାଦ୍ୟ କଡା ଲାଗେ ଏବଂ ଏହାପରେ ଦ୍ୱିତୀୟ ଖାଦ୍ୟ ସାଧାରଣ ଲାଗେ ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ବନ୍ଧୁଙ୍କ ଘରୁ କୌଣସି ଖରାପ ଖବର ମିଲିଥାଏ।
ଅଷ୍ଟମ ସଙ୍କେତ:-ଯଦି କେବେ ପୂଜା ପାଠ କରିବା ସମୟରେ ଆପଣଙ୍କ ହାତରୁ ଥାଳି ତଳେ ପଡିଯାଏ ତେବେ ଏହାର ସଙ୍କେତ ଏହା ହୋଇଥାଏ ଯେ ଆପଣଙ୍କ ଉପରେ ଦେବତା ରୁଷ୍ଟ ଥାନ୍ତି ଏବଂ ଆପଣଙ୍କୁ ଘରେ ହବନ କରିବାର ଅବଶ୍ୟକତା ଥାଏ।
ତେବେ ଏହା ଥିଲା ଖରାପ ସମୟ ହେବାପୂର୍ବରୁ ଭଗବାନ ଦେଇଥାନ୍ତି ଏହି ସଙ୍କେତ।