June 23, 2025

Odia Express

Here, There and Everywhere

ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ମନ୍ତ୍ରର ଜପ।ବଦଳିଯିବ ଆପଣଙ୍କ ଭାଗ୍ୟ – ଏହି କାମ ଆଜିଠୁ ଆରମ୍ଭ କରି ଦିୟନ୍ତୁ

1 min read

ନମସ୍କାର ସାଙ୍ଗମାନେ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଏକ ଏପରି ମନ୍ତ୍ର ବିଷୟରେ ବତାଇବାକୁ ଯାଉଛୁ ଯାହାକୁ କରିବାଦ୍ୱାରା ଆପଣଙ୍କ ସବୁ କାର୍ଯ୍ୟ ହେବ ପୂର୍ଣ।ଏହାର ଜପ କରିବାଦ୍ୱାରା ଆପଣଙ୍କ ଜୀବନ ପୁରାପୁରି ବଡ଼ଳିଯିବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ବ୍ୟକ୍ତିକୁ ସଦା ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଉଚିତ।ଏହା କରିବା ଦ୍ୱାରା ଶରୀରରେ ସକାରତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।ଏବଂ ବିଜ୍ଞାନ ଅନୁସାରେ ମଧ୍ୟ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବାର ଲାଭ ବର୍ଣ୍ଣନା କରାଯାଇଛି।ଯଦି ଆମେ ସକାଳୁ ସୁର୍ଯ୍ୟ ଉଦୟ ହେବା ଆଗରୁ ସେଜରୁ ଉଠିଥାଉ ତେବେ ଆମକୁ ନିର୍ମଳ ଏବଂ ସ୍ୱଚ୍ଛ ବାୟୁ ମିଳିଥାଏ।ଏବଂ ସୁର୍ଯ୍ୟ ଉଦୟ ହେବା ମାତ୍ରେ ସୁର୍ଯ୍ୟଙ୍କ ପ୍ରଥମ କିରଣ ଶରୀରରେ ଭିଟାମିନ Dର ମାତ୍ରା ବଢିଥାଏ।ଏବଂ ଏହା କରିବାଦ୍ୱାରା ଆମକୁ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ଏବଂ ଏହାଦ୍ୱାରା ସମଗ୍ର ଦିନଟି ଭଲ ଭାବରେ କଟିଥାଏ।

ଏବଂ ଆମକୁ ସକାଳୁ ଉଠି କିଛି ବ୍ୟାୟାମ କରିବା ମଧ୍ୟ ଉଚିତ।ବ୍ୟାୟାମ କରିବା ଏକ ବହୁତ ଭଲ ଅଭ୍ୟାସ ହୋଇଥାଏ।ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାଏ।ଶରୀର ଫିଟ ରହିଥାଏ।ଶରୀରରେ ଜମାହୋଇଥିବା ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ।ଏବଂ ବ୍ୟାୟାମ କରିବାଦ୍ୱାରା ମାନସିକ ସ୍ତରରେ ମଧ୍ୟ ଉର୍ଣ୍ଣତ୍ତି ହୋଇଥାଏ।ଏବଂ ଏହାଦ୍ୱାରା ମାନସିକ ଶାନ୍ତି ମଧ୍ୟ ଅନୁଭୂତ ହୋଇଥାଏ।ଏବଂ ମନରେ ସକାରାତ୍ମକ ଶକ୍ତିର କ୍ଷରଣ ହୋଇଥାଏ।ଏଥିପାଇଁ ଆପଣ ସକାଳୁ ଉଠି ବ୍ୟାୟାମ କରିବା ଆବଶ୍ୟକ।ନଚେତ ଆପଣ ବାହାରକୁ ଯାଇ ମର୍ଣ୍ଣି ୱାକ ମଧ୍ୟ କରିପାରିବେ।

ଏହାସହିତ ସକାଳୁ ଉଠି ଯୋଗ କରିବା ମଧ୍ୟ ଅତ୍ୟନ୍ତ ଲାଭଦାୟୀ।ଯୋଗ କେବଳ ଶାରୀରିକ ସ୍ଥରରେ ନୁହେଁ ମାନସିକ ସ୍ଥରରେ ମଧ୍ୟ ଉପଯୋଗୀ ହୋଇଥାଏ।ଯୋଗ କରିବା ଦ୍ୱାରା ଶରୀରରେ ସକାରତ୍ମକ ପରିବର୍ତ୍ତନ ଦେଖାଦେଇଥାଏ।ଏହାଦ୍ୱାରା ଅପଣଙ୍କ ସ୍ୱାସ୍ଥ୍ୟରେ ଅନେକ ଉର୍ଣ୍ଣତ୍ତି ଘଟେ।ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିହେବା ସହିତ ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ।ଏଥିପାଇଁ ପ୍ରତିଦିନ ସକାଳୁ ଯୋଗ ନିଶ୍ଚିତ କରନ୍ତୁ।

ଶାସ୍ତ୍ରରେ ଏହିଭଳି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହାକୁ ସକାଳୁ ଉଠି କରିବାଦ୍ୱାରା ବ୍ୟକ୍ତିର ସବୁ କାର୍ଯ୍ୟ ଭଲ ଭାବରେ ପୂର୍ଣ ହୋଇଥାଏ।ବ୍ୟକ୍ତିକୁ ନିଜର ହାତର ପାପୁଲିକୁ ଦେଖିବା ଉଚିତ।ଏହା ସହିତ ଏହି ମନ୍ତ୍ରର ମଧ୍ୟ ଜପ କରିବା ଦରକାର।ଏହି ମନ୍ତ୍ର ହେଉଛି “କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ”ଅର୍ଥାତ ହାତର ଅଗ୍ର ଭାଗରେ ଦେବୀ ଲକ୍ଷ୍ମୀ, ମଧ୍ୟ ଭାଗରେ ଦେବୀ ସରସ୍ୱତୀ, ଏବଂ ମୂଳ ଭାଗରେ ପରଂବ୍ରହ୍ମ ଗୋବିନ୍ଦଙ୍କ ନିବାସ ହୋଇଥାଏ।ସକାଳୁ ଉଠି ହାତର ପପୁଲିର ଦର୍ଶନ କରିବା ଦ୍ୱାରା ଏହି ସବୁ ଦେବଦେବୀଙ୍କର ମଧ୍ୟ ଦର୍ଶନ ହୋଇଥାଏ।ଏବଂ ଏହି ମନ୍ତ୍ର ଉଚ୍ଚାରଣ କରିବା ସମୟରେ ଆପଣଙ୍କ ଧ୍ୟାନ କେବଳ ହାତର ପାପୁଲି ଆଡ଼କୁ ହେବା ଦରକାର।ଏବଂ ମନ୍ତ୍ର ଶେଷ ହେବା ପରେ ପାପୁଲିକୁ ନିଜ ଚେହେରାରେ ଲଗାନ୍ତୁ।ଏହା କରିବାଦ୍ୱାରା ବ୍ୟକ୍ତିକୁସବୁ ଦେବଦେବୀଙ୍କର ଅଶ୍ରୀବାଦ ପ୍ରାପ୍ତ ହୋଇଥାଏ ଏବଂ ଏହାସହିତ ସକାରାତ୍ମକ ଉର୍ଜାର ମଧ୍ୟ ପ୍ରାପ୍ତି ହୋଇଥାଏ।

ଯଦି ଆପଣ ପ୍ରତିଦିନ ଏହି ମନ୍ତ୍ରର ଜପ କରନ୍ତି ତେବେ ଆପଣଙ୍କ ଜୀବନରେ ହେଉଥିବା ଉର୍ଣ୍ଣତ୍ତି ଆପଣ ନିଜେ ଦେଖିପାରିବେ।

Leave a Reply

Your email address will not be published. Required fields are marked *