June 22, 2025

Odia Express

Here, There and Everywhere

ଏହି ୫ଟି ରାଶିର ବ୍ୟକ୍ତି ସହଜରେ ପଡ଼ିଯାଆନ୍ତି ପ୍ରେମରେ – ନିଶ୍ଚୟ ଏହି ରାଶି ଗୁଡିକ ବିଷୟରେ ଜାଣିରଖନ୍ତୁ ଏବେ..

1 min read

ପ୍ରେମ କ୍ଷେତ୍ରରେ କିଏ କଞ୍ଜୁସ ହୋଇଥାଏ ତ କିଏ ହୋଇଥାଏ ଖୋଲା ହୃଦୟର।କେହି କାହା ପାଇଁ ଦେବଦାସ ହୋଇଯାଏ ତ କାହା ପାଇଁ ଥରେ ବି ପ୍ରେମ କରିଵା ଡରିଲା ଭଳି ଜିନିଷ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ରାଶିମାନଙ୍କର ଦିଆଯାଇଥିବା ଗୁଣଦୋଷ ହୋଇଥାଏ ଏବଂ ଏଥିରୁ ପ୍ରଭାବିତ ହୋଇ ବ୍ୟକ୍ତି ଅଲଗା ଅଲଗା ଭାବେ ବ୍ୟବହାର କରିଥାଏ।ଏହି କାରଣରୁ ହି ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳେଇବା ଆବଶ୍ୟକ ହୋଇଥାଏ କିନ୍ତୁ ରିସ୍ତାରେ କିଏ କେତେ ବିଶ୍ୱାସ ପାତ୍ର ହୋଇପାରେ ଏହା କେବେଳ ତାହାର ରାଶିରୁ ଜଣାପଡ଼ିଥାଏ।ତ ଆସନ୍ତୁ ଜାଣିବା ଏହି ରାଶି ବିଷୟରେ।

ପ୍ରଥମ ରାଶି ହେଉଛି ମିଥୁନ ରାଶି:-ପ୍ରେମ କ୍ଷେତ୍ରରେ ଏମାନଙ୍କୁ ଖୋଲା ହୃଦୟର କୁହାଯାଇପାରିବ ଏବଂ ଏମାନେ ବହୁତ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି।କାହାର ବି କେଉଁ କଥା ଭଲ ଲାଗିବା ଦ୍ୱାରା ଏମାନେ ତାଙ୍କ ଦ୍ୱାରା ଆକର୍ଷିତ ହୋଇଯାନ୍ତି ଏବଂ ଭବିଷ୍ୟତରେ ନିଜ ସହ ତାକୁ ନେଇ ସ୍ୱପ୍ନ ଦେଖିଥାନ୍ତି।ଏମାନଙ୍କ ଗୋଟେ କଥା ହେଲା ଯେତେ ଶୀଘ୍ର ଏମାନଙ୍କୁ ପ୍ରେମ ହୋଇଥାଏ ସେତେ ଶୀଘ୍ର ଏମାନଙ୍କ ବହୁତ ଓଲହେଇ ଯାଇଥାଏ।ଏମାନଙ୍କୁ ଏକ ତରଫା ପ୍ରେମ ମଧ୍ୟ ହୋଇଥାଏ।ଯଦି ଏମାନଙ୍କୁ ପ୍ରେମ ହୋଇବି ଯିବ ତାହେଲେ ସେ ସେଥିରେ ଲାଗିରହିବେ।

ଦ୍ୱିତୀୟ ହେଉଛି କର୍କଟ ରାଶି:-ଏମାନେ ପ୍ରେମରେ ବହୁତ ବିଶ୍ୱାସଯୋଗ୍ୟ ହୋଇଥାନ୍ତି ଏବଂ ସଚ୍ଚୋଟ ହୋଇଥାନ୍ତି।ଏହି କାରଣରୁ ଜେବେବି କାହାକୁ ଭଲ ପଇଥାନ୍ତି ତାହେଲେ ତାକୁ ନିଭେଇବାକୁ ଚେଷ୍ଟା କରିଥାନ୍ତି।ଏମାନେ ବହୁତ ସଂସିଟିଭ ହୋଇଥାନ୍ତି ଏବଂ ସେଥିପାଇ ଯିଏ ଏମାନଙ୍କ ସହ ଭଲରେ କଥା ହୋଇଥାନ୍ତି ତାଙ୍କ ସହ ଏମାନେ ପ୍ରେମରେ ପଡିଯାନ୍ତି।

ତୃତୀୟ ହେଉଛି କନ୍ୟା ରାଶି:-ଏମାନେ ଖୋଲା ବିଚାର ଯୁକ୍ତ ହୋଇଥାନ୍ତି।ପରିଶ୍ରମ କରି ଜିନିଷ ହାସଲ କରିବାରେ ବିଶ୍ୱାସ ରଖିଥାନ୍ତି।ଜୀବନରେ ଯେତେବି ସମସ୍ୟା ଆସେ ତାକୁ ନିଜ ବୁଦ୍ଧି ଏବଂ ପ୍ରୟାସରୁ ଦୁର କରିବାକୁ ପ୍ରୟାସ କରିଥାନ୍ତି।ଏମାନେ କେବେବି ନିଜ କଥା ଲୁଚେଇକି ରଖନ୍ତି ନାହିଁ ଏବଂ ଅନ୍ୟଠୁ ମଧ୍ୟ ଏହା ଆଶା କରନ୍ତି।ଏମାନଙ୍କ ଏହି କଥାକୁ ଲୋକ ଭୁଲ ଭାବି ଦିଅନ୍ତି ଏବଂ ଏଥିପାଇଁ ଯିଏ ବି ଏମାନଙ୍କ କଥାରେ ସହମତ ହୋଇଥାଏ ଏମାନେ ଭାବନାତ୍ମକ ରୂପରେ ତାହା ସହ ଯୋଡି ଯାଆନ୍ତି।

ଚତୁର୍ଥ ହେଉଛି କୁମ୍ଭ ରାଶି:-ଏମାନେ ଲୋକଙ୍କ ଆକର୍ଷଣର କେନ୍ଦ୍ର ହବା ପାଇଁ କିଛି ବି କରିପାରନ୍ତି।ଲୋକଙ୍କ ଅଣଦେଖା କରିବା ଏମାନେ ସହି ପାରନ୍ତି ନାହିଁ।ଯେଉଁମାନେ ଏମାନଙ୍କୁ ପଚାରି ଥାନ୍ତି ଏମାନେ ତାଙ୍କର ହୋଇଯାନ୍ତି।ଏମାନେ ତାଙ୍କ ସାଥିକୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ଏବଂ ସମସ୍ତ ଇଚ୍ଛା ପୂରଣ କରିବାକୁ ଚାହିଁଥାନ୍ତି।

ପଞ୍ଚମ ହେଉଛି ମୀନ ରାଶି:-ପ୍ରେମ କ୍ଷେତ୍ରରେ ଏମାନେ ଦୁନିଆରେ ସବୁଠୁ ବିରଳ ହୋଇଥାନ୍ତି।ଏମାନଙ୍କ ପ୍ରେମରେ ପଡିବା ତରିକା ମଧ୍ୟ ବହୁତ ବିଚିତ୍ର ହୋଇଥାଏ।ଏମାନେ ଯେଉଁ ବି ପରିସ୍ଥିତିରେ ଥାଆନ୍ତୁ ସବୁବେଳେ ଚାହିଁଥାନ୍ତି କି ଲୋକ ଏମାନଙ୍କୁ ସାହାଯ୍ୟ କରନ୍ତୁ।ଧୀରେ ଧୀରେ ଯିଏ ବି ଏମାନଙ୍କୁ ବିଶ୍ୱାସ ଦେଇଥାଏ କି ସେ ଯେମିତି ଅଟନ୍ତି ଭଲ ଅଟନ୍ତି ଏବଂ ତାଙ୍କର ପ୍ରତ୍ୟେକ ଜିନିଷ ସହିତ ସିଏ ରାଜି ଅଛନ୍ତି ମୀନ ରାଶିର ଲୋକ ତାଙ୍କ ସହ ଯୋଡି ଯାଆନ୍ତି।

Leave a Reply

Your email address will not be published. Required fields are marked *