June 22, 2025

Odia Express

Here, There and Everywhere

ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି ପାଞ୍ଚୋଟି ରାଶିର ଝିଅମାନେ – ଏଭଳି ଝିଅ କୁ ବିବାହ କଲେ ଆପଣଙ୍କ ଜୀବନ ବଦଳିଯିବ ଓ ଆପଣ ହେଇଯିବେ ଭାଗ୍ୟବାନ..

1 min read

ସାଙ୍ଗମାନେ ଗଙ୍ଗା ଠାରୁ ଅଧିକ ପବିତ୍ର ହୋଇଥାନ୍ତି ଏହି ପାଞ୍ଚୋଟି ରାଶିର ଝିଅମାନେ।ଆସନ୍ତୁ ଜାଣିବା ସେ ପାଞ୍ଚୋଟି ରାଶି କିଏ କିଏ।ସାଙ୍ଗମାନେ ଆମ ଦେଶରେ ସବୁ ଝିଅଙ୍କୁ ଲକ୍ଷ୍ମୀ ବୋଲି ଧରାଯାଏ।କିନ୍ତୁ କିଛି ଝିଅ ଏମିତି ହୋଇଥାନ୍ତି ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତ ଯେଉଁ ମାନଙ୍କ ମନ ଗଙ୍ଗା ଭଳି ପବିତ୍ର ହୋଇଥାଏ।ସେଥିପାଇଁ ଏମାନେ ଯେଉଁ ଘରକୁ ଯାଇଥାଆନ୍ତି ସେ ଘରକୁ ସ୍ବର୍ଗ ବନାଇ ଦେଇଥାନ୍ତି।ଆଜି ମୁଁ ଆପଣ ମାନଙ୍କୁ ପାଞ୍ଚୋଟି ରାଶିର ଝିଅ ମାନଙ୍କ ବିଷୟରେ କହିବି ଯେଉଁମାନେ ସଫା ହୃଦୟର ହୋଇଥାନ୍ତି।

୧-ମେଷ ରାଶି:- ସାଙ୍ଗମାନେ ଏହି ଲିଷ୍ଟରେ ସବୁଠୁ ପ୍ରଥମେ ମେଷ ରାଶିର ନାମ ଆସିଥାଏ।ଏହି ରାଶିର ଝିଅମାନେ ସତ କହିବା ଓ ସତ ଶୁଣିବାରେ ବିଶ୍ୱାସ ରଖିଥାନ୍ତି।ଯଦି ଆମେ ସିଧା କଥାରେ କହିବା ତ ଏହି ରାଶିର ଝିଅମାନେ ମିଛଠାରୁ ଦୂରେଇ ରହନ୍ତି।ଏହି ଝିଅମାନଙ୍କୁ ବିଶ୍ଵସ୍ତ ଓ ଚରିତ୍ରବାନ ବୋଲି କୁହାଯାଏ।ଏମାନେ ବହୁତ ସରଳ ସ୍ୱଭାବର ହୋଇଥାନ୍ତି।

୨-ମିଥୁନ ରାଶି:- ସାଙ୍ଗମାନେ ଏହି ରାଶିର ବ୍ୟକ୍ତି ମାନେ ନିଜ ସାଥିଙ୍କ ପ୍ରତି ବହୁତ ବିଶ୍ଵସ୍ତ ରହିଥାନ୍ତି।ଏମାନେ ଗୋଟିଏ ଥର ଯାହାକୁ ଭଲ ପାଇଥାନ୍ତି ତା ହାତ ଜୀବନ ସାରା ଛାଡିନଥାନ୍ତି।ଏହି ରାଶିର ଝିଅମାନେ ନିଜ ସାଥିକୁ କେବେ ଧୋକା ଦେଇନଥାନ୍ତି କି ତାଙ୍କୁ କଷ୍ଟ ଦେଇନଥାଆନ୍ତି।ଏହି ରାଶିର ଝିଅମାନେ କାହାକୁ ଦୁଃଖୀ ଦେଖି ପାରନ୍ତିନାହିଁ।ଏମାନେ ସମସ୍ତଙ୍କୁ ଖୁସି ଦେଖିବା ପାଇଁ ଚାହାଁନ୍ତି।

୩-ବିଛା ରାଶି:- ସାଙ୍ଗମାନେ ଏହି ରାଶିର ଝିଅମାନେ ନିଜ ସାଥିକୁ ଏପରି ଭଲ ପାଆନ୍ତି କି ତାଙ୍କ ପ୍ରେମରେ ସବୁବେଳେ ବୁଡି ରହନ୍ତି।ଏମାନେ ନିଜ ସାଥି ସହିତ ନିଜ ଦୁନିଆରେ ହଜି ଯାଆନ୍ତି।ଏମାନେ ଅନ୍ୟର ଭାବନାର ବହୁତ ଇଜ୍ଜତ ଦେଇଥାନ୍ତି।ଏହି କାରଣରୁ ହିଁ ଏହି ରାଶିର ଝିଅମାନଙ୍କ ନା ଏହି ଲିଷ୍ଟରେ ଅଛି।

୪-ମକର ରାଶି:- ସାଙ୍ଗମାନେ ମକର ରାଶିର ଝିଅମାନେ ମଧ୍ୟ ମନରୁ ସଫା ହୋଇଥାନ୍ତି।ଯେଉଁ କଥା ଏମାନଙ୍କ ମନ ଭିତରେ ରହିଥାଏ ତାହା ଏମାନେ ସମସ୍ତଙ୍କ ସାମ୍ନାରେ କହିଦେଇଥାନ୍ତି।ଏମାନେ ନିଜ କଥାକୁ ଅନ୍ୟ ମାନଙ୍କ ଆଗରେ ଏପରି ଭାବେ କୁହନ୍ତି ଯେପରି ତାଙ୍କ ଭାବନାକୁ କୌଣସି ଆଘାତ ନହେବ।ଏମାନେ କାହାକୁ ବି ଦୁଃଖୀ ନକରିକି ନିଜ ମନ କଥା କହିଦିଅନ୍ତି।

୫-କୁମ୍ଭ ରାଶି:- ସାଙ୍ଗମାନେ ଏହି ରାଶିର ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି।ଏମାନଙ୍କ ହୃଦୟ ପୁରା ସଫା ରହିଥାଏ କିନ୍ତୁ ଏମାନଙ୍କ ସ୍ଵଭାବ ଟିକେ ରୋମାଣ୍ଟିକ ହୋଇଥାଏ।ଏହା କାରଣ ହୋଇଥାଏ କି ଏମାନେ ନିଜ ସାଥିକୁ ରୋମାଣ୍ଟିକ ଭାବେ ଖୁସି କରିଥାନ୍ତି।କିନ୍ତୁ ବାସ୍ତବରେ ଏମାନଙ୍କ ପ୍ରେମ ବହୁତ ପବିତ୍ର ହୋଇଥାଏ।

Leave a Reply

Your email address will not be published. Required fields are marked *