December 26, 2024

Odia Express

Here, There and Everywhere

ଗୁରୁବାର ଦିନ ଘରେ କରନ୍ତୁ ହଳଦିର ପାଣିର ସିଞ୍ଚନ ଏବଂ ଏହାପରେ ଦେଖନ୍ତୁ ଏହାର ଚମତ୍କାର..

ନମସ୍କାର ସଙ୍ଗାମାନେ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ବାସ୍ତୁ ଶାସ୍ତ୍ର ସମ୍ୱନ୍ଧୀୟ କିଛି ବିଶେଷ ତଥ୍ୟ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ବନ୍ଧୁଗଣ ମାତା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି ଯେଉଁ ଘର ପରିଷ୍କାର ପରିଛନ ଏବଂ ସଫା ଏବଂ ନିର୍ମଳ ରହିଥାଏ।ଏବଂ ଯେଉଁ ଘର ସର୍ବଦା ସଫା ଏବଂ ପରିଛନ ରହିଥାଏ ସେହି ଘରେ ସକାରତ୍ମକ ଉର୍ଜାର ବାସ ହୋଇଥାଏ।ଏବଂ ଯେଉଁ ଘର ସବୁବେଳେ ଅପରିଷ୍କାର ରହିଥାଏ।ସେହି ଘରେ ସର୍ବଦା ନକରତ୍ମକ ଉର୍ଜାର ବାସ ହୋଇଥାଏ।ଏବଂ ଯେଉଁ ଘରେ ନକରତ୍ମକ ଉର୍ଜାର ବାସ ଥାଏ ସେହି ଘରେ ମାତା ଲକ୍ଷ୍ମୀ ରହିନଥାନ୍ତି।

ଏବଂ ସେହିଘରେ ଆର୍ଥିକ ଅଭାବ ରହିବା ସଙ୍ଗେସଙ୍ଗେ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ।ଯେପରି ଘରେ କଳି ଝଗଡା ଲାଗିବା, ଅଶାନ୍ତି ରହିବା ଇତ୍ୟାଦି।ଏଥିପାଇଁ ମାତାଲକ୍ଷ୍ମୀଙ୍କ କୃପା ନିହାତି ଆବଶ୍ୟକ ହୋଇଥାଏ।ଏବଂ ଏହାପାଇବା ପାଇଁ ଆପଣ ନିଜ ଘରୁ ସମସ୍ତ ନକରତ୍ମକ ଉର୍ଜା ଦୂର କରିବା ଆବଶ୍ୟକ।ଯଦି ଘରୁ ଆପଣ ନକରତ୍ମକତାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ମାତା ଲକ୍ଷ୍ମୀଙ୍କ କୃପା ହାସିଲ କରିବାକୁ ଚାହୁଁଛନ୍ତି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଉପାୟ କରନ୍ତୁ।ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ ହୋଇଥାନ୍ତି ଏବଂ ଧନର ଭଣ୍ଡାର ଭାରିଦେଇଥାନ୍ତି।ଏହାଦ୍ୱାରା ଆପଣଙ୍କ ଘରେ ଶାନ୍ତି ଏବଂ ସ୍ୱଚ୍ଛତା ରହିଥାଏ।ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ମାତା ଲକ୍ଷ୍ମୀ ନିଜର କୃପା ଦୃଷ୍ଟି ରଖିଥାନ୍ତି।

ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।ଆପଣ ଏହି ଉପାୟ ପାଇଁ ସର୍ଵ ପ୍ରଥମେ ଗୁରୁବାର ଦିନ ସକାଳୁ ଉଠି ଘରେ ଝାଡୁ ଲଗାନ୍ତୁ ଏବଂ ଏହାପରେ ପାଣିରେ ହଳଦିକୁ ଭଲ ଭାବରେ ଗୋଳାଇ ସମଗ୍ର ଘରେ ଛିଞ୍ଚନ୍ତୁ।ଏବଂ ଆପଣ ଏହାର ଧ୍ୟାନ ରଖନ୍ତୁ ଯେ ଘରର କୌଣସିଭି କୋଣରେ ଅଳିଆ ଏବଂ ଅପରିଷ୍କାରତା ନଥିବା ଦରକାର।ଏଠାରେ ଆମେ ଆପଣଙ୍କୁ ଜଣାଇବୁ ଯେ ହଳଦି ଛିଞ୍ଚିବା ଦ୍ୱାରା ଘର ପବିତ୍ର ହୋଇଥାଏ।ଏବଂ ଏହି ହଳଦି ଛିଞ୍ଚିବା ଦ୍ୱାରା ଘରେ ଯେତେ ନକରତ୍ମକ ଉର୍ଜା ରହିଥାଏ ତାହା ଦୂର ହୋଇଜାଇଥାଏ।ଏବଂ ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

ଏହି ଉପାୟ କରିବାଦ୍ୱାରା ଆପଣଙ୍କ ଘର ସଫା, ପବିତ୍ର ଏବଂ ନିର୍ମଳ ରହିବା ସଙ୍ଗେସଙ୍ଗେ ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।ଏବଂ ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଏବଂ ଘରର ସଦସ୍ୟ ଉପରେ ସର୍ବଦା ରହିଥାଏ।ଏହି ଉପାୟକୁ ଆପଣ ପ୍ରତି ଗୁରୁବାର ଦିନ କରନ୍ତୁ।ଏହାଦ୍ୱାରା ଆପଣଙ୍କ ଘରେ କେବେହେଲେ ଧନର କମି ହୋଇନଥାଏ।

ତେବେ ସାଙ୍ଗମାନେ ଏହା ଥିଲା ଗୁରୁବାର ଦିନ କରନ୍ତୁ ହଳଦିର ପାଣିର ସିଞ୍ଚନ ଏବଂ ଏହାପରେ ଦେଖନ୍ତୁ ଏହାର ଚମତ୍କାର।

Leave a Reply

Your email address will not be published. Required fields are marked *