October 20, 2024

Odia Express

Here, There and Everywhere

ଯଦି ତୁଳସୀର ପତ୍ର ଶୁଖିଯାଏ କିମ୍ବା କଳା ପଡିଯାଏ ତେବେ ହୋଇଯାନ୍ତୁ ସାବଧାନ ନଚେତ ଆପଣ ହଇରାଣ ହେଇପାରନ୍ତି..

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ବାସ୍ତୁ ସମ୍ୱନ୍ଧୀୟ ତଥ୍ୟ ଜଣାଇବାକୁ ଯାଉଛୁ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଅଧିକାଂଶ ହିନ୍ଦୁ ପରିବାରରେ ତୁଳସୀର ଗଛ ଲଗାଇବାର ପରମ୍ପରା ବହୁତ ଆଗରୁ ଚାଲି ଆସିଛି।ତୁଳସୀକୁ ହିନ୍ଦୁମାନଙ୍କ ଅନୁସାରେ ଦେବୀଙ୍କ ରୂପ ମନାଯାଇଥାଏ।ଏବଂ ଏହି ତୁଳସୀଗଛକୁ ପ୍ରତିଟି ଘରେ ପୂଜା କରାଯାଇଥାଏ ଏବଂ ଯତ୍ନ ମଧ୍ୟ ନିଆଯାଇଥାଏ।

କିନ୍ତୁ କେବେ କେବେ ତୁଳସୀର ଗଛ କିଛି କାରଣ ବସତଃ ଶୁଖିଯାଇଥାଏ।ଏଥିରେ ଆମକୁ କେଉଁ କଥାର ଧ୍ୟାନ ରରଖିବାକୁ ପଡିବ ଆସନ୍ତୁ ଜାଣିବା।ଶାସ୍ତ୍ର ଅନୁସାରେ ଏହା ମାନ୍ୟତା ଅଛି ଯେ ତୁଳସୀର ଗଛକୁ ଘରେ ରଖିବା ଦ୍ୱାରା ଘରେ ଥିବା ସହସ୍ୟ ମାନଙ୍କୁ ଖରାପ ନଜର କିଛି ପ୍ରଭାବ ପକାଇପାରିନଥାଏ।ଏବଂ ଏହାଦ୍ୱାରା ଘରେ ଥିବା ସମସ୍ତ ନକରତ୍ମକ ଶକ୍ତି ମଧ୍ୟ ଦୂର ହୋଇଯାଇଥାଏ।ଏବଂ ଅନ୍ୟ ସବୁ ଖରାପ ଜିନିଷ ଘରୁ ଏବଂ ଘରର ସଦସ୍ୟ ମାନଙ୍କ ଠାରୁ ଦୂରେଇ ଯାଇଥାଏ।

ତୁଳସୀର ଗଛ ଘରର ବତାବରଣ ସମ୍ପୂର୍ଣ୍ଣ ଭାବରେ ପବିତ୍ର କରିଥାଏ ଏବଂ କିଟାଣୁ ଠାରୁ ମୁକ୍ତ ରଖିଥାଏ।ଏହା ସହିତ ଯେଉଁଘରେ ତୁଳସୀର ଗଛ ରହିଥାଏ ସେହି ଘରେ ଦେବୀ ଦେବତାଙ୍କର ମଧ୍ୟ ବିଶେଷ କୃପା ବନି ରହିଥାଏ।କିନ୍ତୁ କେବେ କେବେ କିଛି କାରଣ ବସତଃ ତୁଳସୀର ଗଛ ସୁଖୀଯାଇଥାଏ।ସୁଖୀଯାଇଥିବା ତୁଳସୀର ଗଛକୁ ଘରେ ରଖିବା ଉଚିତ ନୁହେଁ।ଏହାକୁ ଘରେ ନରଖି କୌଣସି ଏକ ପବିତ୍ର ନଦୀରେ ପ୍ରବାହିତ କରିଦେବା ଉଚିତ।ଏବଂ ଗୋଟିଏ ତୁଳସୀ ଗଛ ସୁଖୀଯିବାପରେ ତୁରନ୍ତହିଁ ଅନ୍ୟ ଏକ ଗଛ ଲଗାଇଦେବା ଉଚିତ।

ଶୁଖିଯାଇଥିବା ତୁଳସୀର ଗଛ ଘରେ ରଖିବା ଅଶୁଭ ମନାଯାଇଥାଏ।ଏହା ଦ୍ୱାରା ବିପରୀତ ପରିଣାମ ମଧ୍ୟ ପ୍ରାପ୍ତ ହୋଇଥାଇ ପାରେ।ଏବଂ ଘରର ବରକତ ଉପରେ ଖରାପ ପ୍ରଭାବ ପଡିଥାଇପାରେ।ଏଥିପାଇଁ ଘର ମଧ୍ୟରେ ସବୁବେଳେ ଏକ ସୁସ୍ଥ ତୁଳସୀ ଗଛ ଲଗାଇବା ଉଚିତ।ତୁଳସୀର ଧାର୍ମିକ ମହତ୍ୱ ତ ବହୁତ ରହିଛି।କିନ୍ତୁ ବିଜ୍ଞାନ ଦୃଷ୍ଟିକୋଣରୁ ମଧ୍ୟ ତୁଳସୀର ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି।ଆୟୁର୍ବେଦ ଅନୁସାରେ ତୁଳସୀରୁ ସଂଜୀବନି ବୁଟିର ସମାନ ମନାଯାଇଥାଏ।

ତୁଳସୀରେ ଏହି ପରି ଗୁଣ ରହିଥାଏ ଯାହାଦ୍ୱାରା ବଡ଼ ବଡ଼ ଜଟିଳ ରୋଗକୁ ଦୂର କରିବା ଏବଂ ତାହାକୁ ରୋକିବାରେ ସହାୟକ ହୋଇଥାଏ।ତୁଳସୀର ଗଛ ଘରେ ରହିବାଦ୍ୱାରା ତାହାର ସୁଗନ୍ଧ ଘରର ବାତାବରଣକୁ ପବିତ୍ର କରିଥାଏ ଏବଂ ଚାରିପାଖ ପବନରେ ଥିବା ରୋଗର ବ୍ୟାକ୍ଟେରିଆ ଆଦିକୁ ନଷ୍ଟ କରିଦେଇଥାଏ।ତୁଳସୀର ସୁଗନ୍ଧ ଆମକୁ ଶ୍ୱାସ ସମ୍ୱନ୍ଧୀୟ ବହୁତ ରୋଗ ଠାରୁ ବଞ୍ଚାଇଥାଏ ଏବଂ ଏହା ସହିତ ତୁଳସୀ ପତ୍ର ପ୍ରତିଦିନ ସେବନ କରିବା ଦ୍ୱାରା ଆମକୁ ଜ୍ୱର ହୋଇନଥାଏ।ଏବଂ ଏହି ଭଳି ସବୁ ରୋଗ ଆମ ଠାରୁ ସଦା ଦୂର ରହିଥାଏ।ଏହାଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବହୁତ ବଢିଯାଇଥାଏ।

ଏହାଥିଲା ଯଦି ତୁଳସୀ ଗଛ ଶୁଖିଯାଏ କିମ୍ବା କଳା ପଡିଯାଏ ତେବେ ହୋଇଯାନ୍ତୁ ସାବଧାନ।

Leave a Reply

Your email address will not be published. Required fields are marked *