ଶନିବାର ଦିନ ଭୁଲରେ ହେଲେମଧ୍ୟ ଏହି କାର୍ଯ୍ୟ କରନ୍ତୁ ନାହିଁ – ନଚେତ ଜୀବନସାରା ପସ୍ତେଇବା ପାଇଁ ପଡିବ ଆପଣଙ୍କୁ..
ନମସ୍କାର ସାଙ୍ଗମାନେ।ଯଦି ଆପଣ ଆପଣଙ୍କ ଜୀବନରେ କିଛି ନୂଆ ଜିନିଷ ଶିଖିବାକୁ ଚାହିଁଥାନ୍ତି ତେବେ ଆପଣଙ୍କୁ ବହୁତ କିଛି ଜିନିଷର ଧ୍ୟାନ ରଖିବାକୁ ପଡିବ।ସାଙ୍ଗମାନେ ଯଦି ଆପଣଙ୍କ ଜୀବନରେ ଅସୁବିଧା ବହୁତ ବଢିଯାଇଛି ତେବେ ଆପଣଙ୍କୁ କିଛି ଜିନିଷର ଧ୍ୟାନ ରଖିବାକୁ ପଡିଥାଏ।ଯଦି ଆପଣଙ୍କୁ ଲାଗେ ଆପଣଙ୍କ ଜୀବନ ଶ୍ରାପିତ ଏତେ ଏବଂ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାର ଅସୁବିଧା ରହିଥାଏ ଏବଂ ଲକ୍ଷ ଚେଷ୍ଟା ସତ୍ତ୍ୱେ ସଫଳତା ମିଳିନଥାଏ ତେବେ ଏହା ଜାଣିନିଅନ୍ତୁଯେ ଆପଣଙ୍କ ଶନି କୋପିତ ଅଛନ୍ତି।
ଶନିବାର ଦିନ କିଛି ଏପରି କାର୍ଯ୍ୟ ଅଛି ଯାହାକୁ କରିବା ଉଚିତ ନୁହେଁ।ଏବଂ ସେହି କାର୍ଯ୍ୟ କରିବା ଦ୍ୱାରା ଜାଣତ କିମ୍ବା ଅଜାଣତରେ ହେଉ ଶନିଦେବ କପିତ ହୋଇଯାଇଥାନ୍ତି।ଏବଂ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାର ଅସୁବିଧା ଆସିଥାଏ।ଏବଂ ଦୁଖ ପୀଡା ବଢିଯାଇଥାଏ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଏହି ଶାସ୍ତ୍ର ସମ୍ୱନ୍ଧରେ ଜଣାଇବୁ।ଏଥିପାଇଁ ଏହାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।
ସାଙ୍ଗମାନେ ଜୋତିଶ ଶାସ୍ତ୍ର ଅନୁସାରେ ଶନିବାର ଦିନ ଦାନ କରିବା ନିହାତି ଆବଶ୍ୟକ।ପିପଲ ବୃକ୍ଷରେ ଦୀପ ଜଳିବା ଆବଶ୍ୟକ କିନ୍ତୁ ସବୁ ବ୍ୟକ୍ତିଙ୍କ ପାଇଁ ଏହି ସବୁ ଜିନିଷ ସମ୍ଭବ ହୋଇପାରି ନଥାଏ।ଆପଣ ଏହି ଦିନ ଦାନ କରିପାରିବେ।ଖାଦ୍ୟ ଜନିତ ବସ୍ତୁର ଦାନ କରିବାର ବହୁତ ଲାଭ ହୋଇଥାଏ।କିନ୍ତୁ ଯାହା କରିବା ଉଚିତ ନୁହେଁ ତାହା କଣ?ଶାସ୍ତ୍ର ଅନୁସାରେ ଯଦି ଆପଣ ଶନିବାର ଦିନ ଝାଡୁ ପୋଛା କରନ୍ତି ତେବେ ଲୁଣ ଏବଂ ଫିଟିକିରି ଲଗାଇ କରନ୍ତୁ।ଏବଂ ଘରେ ଯେଉଁ ବୁଦ୍ଧିଆଣି ଜାଲ ଥାଏ ତାହାକୁ ନିଷ୍ଟିତ ସଫା କରନ୍ତୁ।
ଶାସ୍ତ୍ର ଏହା ମଧ୍ୟ କହିଥାଏ ଶନିବାର ଦିନ ପିଆଜ ଏବଂ ରସୁଣ ମଧ୍ୟ ଖାଇବା ଉଚିତ ନୁହେଁ।ଏହାଦ୍ୱାରା ଆପଣଙ୍କ ଶନି କମଜୋର ହୋଇଥାଏ।ଏବଂ ଏହାଦ୍ୱାରା ଶନିଦେବ କୋପିତ ହୋଇଥାନ୍ତି।ଏହା ମଧ୍ୟ ମାନ୍ୟତା ଥାଏ ଯଦି ଆପଣ ଶନିବାର ଦିନ ତେଲ କିଣନ୍ତି ସେ ସୋରିଷ ତେଲ ହେଉ କିମ୍ବା ନଡ଼ିଆ ତେଲ କିମ୍ବା ଯେକୌଣସି ତେଲ ହେଉ ଏହାଦ୍ୱାରା ଘରେ ନକରତ୍ମକତା ବଢିଥାଏ।ଏବଂ ଘରେ ଅଶୁଭ ଘଟଣା ଘଟିବାକୁ ଲାଗିଥାଏ।ତେବେ ଶନିବାର ଘରକୁ ଦିନ ତେଲ କିଣନ୍ତୁ ନାହିଁ।
ଶନିବାର ଦିନ ଘରେ ଲୁହାର ବସ୍ତୁ ମଧ୍ୟ କିଣିବା ଉଚିତ ନୁହେଁ।ଏହାଦ୍ୱାରା ମଧ୍ୟ ଶନିଦେବ କୋପିତ ହୋଇଥାନ୍ତି।କିନ୍ତୁ ଲୁହାରୁ ତିଆରି ହୋଇଥିବା ବିଶେଷ ବସ୍ତୁର ଦାନ କରିବା ବହୁତ ଶୁଭ ହୋଇଥାଏ।ଶନିବାର ଦିନ କାହାଠାରୁ ଉଦ୍ଧାର ନିଅନ୍ତୁ ନାହିଁ।ଏବଂ କାହାକୁ କରଜ ମଧ୍ୟ ଦିଅନ୍ତୁ ନାହିଁ।ଶନିବାର ଦିନ ଲୁଣ ମଧ୍ୟ କିଣିବା ଉଚିତ ନୁହେଁ।ମାନ୍ୟତା ଥାଏ ଯେ ଶନିବାର ଦିନ ଲୁଣ କିଣିବା ଦ୍ୱାରା ଶନିଦେବ କ୍ରୋଧିତ ହୋଇଥାନ୍ତି।ଛୋଟ ଛୋଟ କଥା ବହୁତ କାର୍ଯ୍ୟକାରି ହୋଇଥାଏ।ଶନିବାର ଦିନ ତାମସିକ ଭୋଜନ କରନ୍ତୁ ନାହିଁ।ଏହାଦ୍ୱାରା ମଧ୍ୟ ଶନିଦେବ କ୍ରୋଧିତ ହୋଇଥାନ୍ତି ଏବଂ ଜୀବନରେ ଅସୁବିଧା ଆସିଥାଏ।
ଏହାଥିଲା ଶନିବାର ଦିନ ଭୁଲରେ ମଧ୍ୟ ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ।