February 5, 2025

Odia Express

Here, There and Everywhere

ମଥାର ଏହି ରେଖାରୁ ଜଣାପଡେ କି କେତେ ଭାଗ୍ୟଶାଳୀ ଅଟନ୍ତି ଆପଣ – ଏବେ ନିଜ ମାଥାରୁ ଜାଣିରଖନ୍ତୁ..

1 min read

ଶାସ୍ତ୍ର ଅନୁସାରେ କୌଣସିବି ବ୍ୟକ୍ତିର ମୁଣ୍ଡର ରେଖା ଦେଖି ଏହା ଜଣାଯାଇପାରେ କି ସେ କେତେ ଭାଗ୍ୟଶାଳୀ ଅଟେ।ମଥାର ଏହି ରେଖା ମଣିଷର ଅତୀତ,ବର୍ତ୍ତମାନ ଏବଂ ଭବିଷ୍ୟତକୁ ଇସାରା କରିଥାଏ।ସବୁଠୁ ପ୍ରଥମେ ସାଙ୍ଗମାନେ ଆମେ ଜାଣିବା ଧନ ସହ ଯୋଡିଥିବା ମଥାର ପ୍ରଥମ ରେଖା ବିଷୟରେ।ମଥାର ପ୍ରଥମ ରେଖା:-ସମୁନ୍ଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟ ମଥାର ପ୍ରଥମ ରେଖାର ସମ୍ବନ୍ଧ ଧନ ସହିତ ହୋଇଥାଏ।ଏହି ରେଖାକୁ ଧନର ରେଖା ମଧ୍ୟ କୁହାଯାଏ।ଯେଉଁ ବ୍ୟକ୍ତିର ମଥାର ପ୍ରଥମ ରେଖା ଯେତେ ସ୍ପଷ୍ଟ ହେବ ସେହି ବ୍ୟକ୍ତି ସେତେ ଧନବାନ ହେବ ପରନ୍ତୁ ଯଦି ମଥାର ଏହି ରେଖା ସ୍ପଷ୍ଟ ନଥାଏ ତାହେଲେ ଏଥିରୁ ଏହା ସଂକେତ ମିଳିଥାଏ କି ବ୍ୟକ୍ତିକୁ ଧନ ସମ୍ବନ୍ଧୀୟ ସମସ୍ୟା ହେବ।ତାର ଭବିଷ୍ୟତ ଜୀବନରେ ଉଚ୍ଚନୀଚର ସମ୍ଭାବନା ରହିବ।

ମଥାର ଦ୍ୱିତୀୟ ରେଖା:-ମଥାର ଦ୍ୱିତୀୟ ରେଖା ସ୍ୟାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଥାଏ।ବ୍ୟକ୍ତିର ସ୍ୱାସ୍ଥ୍ୟ ଜୀବନ ସହ ଯୋଡିରହିଛି ମଥାର ଏହି ଦ୍ୱିତୀୟ ରେଖା।ଏହି ରେଖା ଧନର ରେଖା ପରେ ଦ୍ୱିତୀୟ ରେଖା ହୋଇଥାଏ।ଯଦି ଏହି ରେଖା ଗାଢ଼ ଏବଂ ସ୍ପଷ୍ଟ ଦେଖାଯାଏ ତାହେଲେ ତାହାର ଅର୍ଥ ହେଉଛି ସେହି ବ୍ୟକ୍ତିର ସ୍ୱାସ୍ଥ୍ୟଜୀବନ ଭଲ ରହିବ।ଏହାର ବିପରୀତ ଯଦି ଏହି ରେଖା ପତଳା ଏବଂ ଅସ୍ପଷ୍ଟ ଥାଏ ତାହେଲେ ବ୍ୟକ୍ତିକୁ ସ୍ୟାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଯିବ।ଏହା ଖରାପ ସ୍ୱାସ୍ଥ୍ୟ ଆଡକୁ ଇସାରା କରିଥାଏ।

ମଥାର ତୃତୀୟ ରେଖା:-ମଥାର ତୃତୀୟ ରେଖା ଭାଗ୍ୟ ସହ ଯୋଡ଼ା ହୋଇଥାଏ।ମଥାରେ ପଡୁଥିବା ତଳଆଡୁ ତୃତୀୟ ରେଖା ହୋଇଥାଏ ଭାଗ୍ୟର ଦେଖା।ଖାସ କଥା ଏହା ହୋଇଥାଏ କି ଏହି ରେଖା ବହୁତ କମ ଲୋକଙ୍କ ଥରେ ଦେଖାଯାଇଥାଏ କାରଣ ବହୁତ କମ ଲୋକହି ଭାଗ୍ୟଶାଳୀ ହୋଇଥାନ୍ତି।ଯଦି ଏହି ରେଖା ମଥାରେ ପଡ଼ିଥାଏ ତାହେଲେ ଆପଣ ଭାଗ୍ୟଶାଳୀ ହୋଇଥାନ୍ତି।

ମଥାର ଚତୁର୍ଥ ରେଖା:-ମଥାରେ ହେଉଥିବା ଚତୁର୍ଥ ରେଖା ଜୀବନର ଉଚ୍ଚନୀଚ ଅବସ୍ଥାକୁ ଦର୍ଶାଇ ଥାଏ।ଏହାର ସମ୍ବନ୍ଧ ଜୀବନରେ ଅସୁଥିବା ଉଚ୍ଚନୀଚ ସହିତ ହୋଇଥାଏ।ଏହି ରେଖା ୨୪ ରୁ ୪୦ ବର୍ଷ ମଧ୍ୟରେ ଥିବା ଉଚ୍ଚନୀଚ ଏବଂ ସଂଘର୍ଷ ବିଷୟରେ କହିଥାଏ।ଏମିତି ବ୍ୟକ୍ତି ୪୦ ବର୍ଷ ପରେ ବହୁତ ସଫଳତା ପାଇଥାନ୍ତି।ଏମିତି ବ୍ୟକ୍ତିଙ୍କର ଆର୍ଥିକ ଜୀବନ ମଧ୍ୟ ଭଲ ହୋଇଥାଏ।

ମଥାର ପଞ୍ଚମ ରେଖା:-ମଥାର ପଞ୍ଚମ ରେଖା ଜୀବନରେ ସମସ୍ୟା ଏବଂ ଚିନ୍ତାକୁ ଦେଖାଇଥାଏ।ବେଳେବେଳେ ଏହି ଲୋକ ନିଜ ଘର ସଂସାର ଛାଡି ବୈରାଗ୍ୟ ଜୀବନକୁ ଚାଲି ଯାଇଥାନ୍ତି।

ମଥାର ଷଷ୍ଠ ରେଖା:-ମଥାର ଷଷ୍ଠ ରେଖା ଅପାର ଉନ୍ନତିକୁ ଦର୍ଶାଇ ଥାଏ।ମଥାର ଷଷ୍ଠ ରେଖା ସିଧା ନୁହଁ ଉପରକୁ ଯାଇଥିବା ରେଖାକୁ କହିଥାନ୍ତି।ଏହାକୁ ଦିବ୍ୟ ରେଖା କୁହାଯାଏ କାରଣ ଏହା ସଂକେତ ଦେଇଥାଏ କି ବ୍ୟକ୍ତି ଉପରେ ଦିବ୍ୟ କୃପା ରହିଅଛି।ଏହି ବ୍ୟକ୍ତି ଜୀବନରେ ବହୁତ ଅଧିକ ସଫଳତାକୁ ପ୍ରାପ୍ତ କରିଥାନ୍ତି।

ସାଙ୍ଗମାନେ ଏଠି ଆମେ ଆପଣଙ୍କୁ ମଥାର ରେଖା ଆପଣଙ୍କ ଜୀବନ ବିଷୟରେ କଣ କହିଥାଏ ସେହି ବିଷୟରେ କହିଲୁ।ତ ସାଙ୍ଗମାନେ କିପରି ଲାଗିଲା ଏହି ଆର୍ଟିକିଲ ଆମକୁ ନିଶ୍ଚୟ କହିବେ ଏବଂ ନିଜ ସାଙ୍ଗ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରିବେ ଏହା ସହିତ ଆପଣ ମଥାରେ କେତେଟି ରେଖା ରହିଅଛି ଏବଂ ଆପଣଙ୍କ ଜୀବନ ଏପରି ଅଟେ କି ନାହିଁ ଆପଣ ନିଜେ ପରୀକ୍ଷା କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *