November 16, 2024

Odia Express

Here, There and Everywhere

ବ୍ୟକ୍ତିର ଓଠର ଆକୃତିରୁ ଜାଣନ୍ତୁ ତାହାର ସ୍ଵଭାଵ – ଏବେ ଆପଣ ମଧ୍ୟ ଏହି କଥା କୁ ଏବେ ଜାଣିରଖନ୍ତୁ..

1 min read

ସାଙ୍ଗମାନେ ଚେହରାରେ ଥିବା ଅଙ୍ଗମାନଙ୍କ ମଧ୍ୟରୁ ଓଠ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।ଚେହେରାର ଏହି ଅଙ୍ଗରୁ ମଧ୍ୟ କୌଣସି ବ୍ୟକ୍ତିର ସ୍ଵଭାଵ ବିଷୟରେ ଜାଣିହୁଏ।ଆପଣ କୌଣସି ବ୍ୟକ୍ତି ବିଷୟରେ ତାର ଓଠର ଆକୃତିରୁ ମଧ୍ୟ ଜାଣିପାରିବେ।ତ ଆସନ୍ତୁ ଜାଣିବା ସାଙ୍ଗମାନେ କି କେଉଁପ୍ରକାର ଓଠ ଥିବା ବ୍ୟକ୍ତି କିପରି ହୋଇଥାନ୍ତି।

ପ୍ରଥମ ହେଉଛି ସାମାନ୍ୟ ଓଠ:-ସାମାନ୍ୟ ଓଠ ଥିବା ବ୍ୟକ୍ତି ସନ୍ତୁଳିତ,ବୁଦ୍ଧିମାନ ଏବଂ ଆଗକୁ ଆସୁଥିବା କୌଣସିବି ପରିସ୍ଥିତିକୁ ସମାଧାନ କରିଲା ଭଳି ହୋଇଥାନ୍ତି।ଏମାନେ ଅନ୍ୟର ନିଷ୍ପତିର ସମ୍ମାନ କରିଥାନ୍ତି ଏବଂ ଆଲୋଚନାରେ ଅଧିକ ରିଆକ୍ଟ କରନ୍ତି ନାହିଁ।ତାଙ୍କ ଶକ୍ତି ତାଙ୍କ କ୍ଷମତାରେ ଦେଖାଯାଇଥାଏ ଯେବେ ସେ କାହାର କଥା ଶୁଣିଥାନ୍ତି।

ଦ୍ୱିତୀୟ ହେଉଛି ଉପର ଓଠରେ ତୀକ୍ଷ୍ଣ ଆଙ୍ଗଲ ରହିଥିବା ଓଠ:-ଓଠର ଏମିତି ଆକୃତି ଥିବା ଲୋକ ୧୦୦ ପ୍ରତିଶତ ରଚନାତ୍ମକ ହୋଇଥାନ୍ତି।ଏମାନେ କଳାକାର ନହେଲେ ସଙ୍ଗୀତକାର ହୋଇଥାନ୍ତି।ଏମାନେ ବହୁତ ମଜାକିଆ ମଧ୍ୟ ହୋଇଥାନ୍ତି।ମନାଯାଏ କି ଚେହେରା ଏବଂ ନାମ ମନେ ରଖିବାରେ ଏମାନଙ୍କ ସ୍ମୃତି ବହୁତ ତେଜ ହୋଇଥାଏ।ନିଜ କାର୍ଯ୍ୟରେ ସଫଳତା ପାଇଥାନ୍ତି।ନିଜ କାର୍ଯ୍ୟକୁ ସମ୍ପୂର୍ଣ ନିଷ୍ଠା ଏବଂ ପରିଶ୍ରମର ସହିତ କରିଥାନ୍ତି ଏବଂ ସେଥିପାଇଁ ବହୁତ ଧନ ମଧ୍ୟ ଅର୍ଜନ କରିଥାନ୍ତି।ଏମାନେ ସବୁ ସମ୍ଭବ ରୂପରେ ଆତ୍ମଅଭିବ୍ୟକ୍ତି ପାଇଁ ଚେଷ୍ଟା କରିଥାନ୍ତି।

ତୁତୀୟ ହେଉଛି ଉପର ଓଠ ବଡ ହୋଇଥିବା ଲୋକ:-ଏହି ଲୋକ ଡ୍ରାମା କୁଇନଠୁ କମ ହୋଇନଥାନ୍ତି।ଏମାନେ ବହୁତ ଭାବୁକ ଏବଂ ଜୀବନ ଏବଂ ନିଜକୁ ଭଲପାଇଲା ଭଳି ହୋଇଥାନ୍ତି।ନିଜ ପାଇଁ ଏମାନେ ବହୁତ ଉଚ୍ଚ ବିଚାର ରଖିଥାନ୍ତି।ଭିଡରେ ଆକର୍ଷଣ ହେବା ଏମାନଙ୍କୁ ପସନ୍ଦ ହୋଇଥାଏ।

ଚତୁର୍ଥ ହେଉଛି ସେହି ଲୋକ ଯାହାର ତଳ ଓଠ ବଡ ହୋଇଥାଏ:-ଏମାନଙ୍କୁ ୯ରୁ ୫ ଯାଏ ଥିବା ଚାକିରୀ କେବେବି ଜମେ ନାହିଁ।ଏମାନଙ୍କୁ ଜୀବନର ଆନନ୍ଦ ନେବାରେ ମଜା ଆସିଥାଏ।ଉର୍ଜାରେ ଭରପୁର ଏହି ଲୋକଙ୍କୁ ନୂଆ ଜାଗାରେ ବୁଲିବା ଭଲ ଲାଗିଥାଏ।ଏମାନେ ଜିଜ୍ଞାସୁ ଏବଂ ମିଳନସାର ହୋଇଥାନ୍ତି।ଏମାନଙ୍କୁ ନିଜ ରାସ୍ତାରେ ଆସୁଥିବା ପ୍ରତ୍ୟେକ ଜିନିଷ ପସନ୍ଦ ଆସିଥାଏ।ନୂଆ ଜାଗା କିମ୍ବା ରାସ୍ତାରେ ଏମାନେ ପରସ୍ପରର ନେତୃତ୍ୱ କରିଥାନ୍ତି।

ପଞ୍ଚମ ହେଉଛି ୨ଟା ଓଠ ମୋଟା ହୋଇଥିବା ବ୍ୟକ୍ତି:-ଏହିପରି ଓଠ ଥିବା ବ୍ୟକ୍ତିଙ୍କର ଅଧିକାଂଶ ସମୟ ନିଜ ଛୋଟ ଭାଇଭଉଣୀ କିମ୍ବା ଗୁରୁଜନମାନଙ୍କ ଧ୍ୟାନ ରଖିବାରେ ହି ବିତିଥାଏ।ଏମାନଙ୍କ ପାଖରେ ଏକ ଶକ୍ତ ଏବଂ ସରଳ ହୃଦୟ ଥାଏ ଏବଂ ଅନ୍ୟର ଧ୍ୟାନ ରଖିବା ଏମାନଙ୍କୁ ପସନ୍ଦ ଆସିଥାଏ।ଅନ୍ୟର ଦୁଃଖରେ ସବୁବେଳେ ସାହା ହୋଇଥାନ୍ତି ଏବଂ ବିପଦରେ ସବୁବେଳେ ଅନ୍ୟ ସହ ଠିଆ ହୁଅନ୍ତି।ନିଜ ଜୀବନରେ ଏମାନେ ଭଲ ମାତାପିତା ହୋଇଥାନ୍ତି।

ସାଙ୍ଗମାନେ ଏଠି ଆମେ ଆପଣଙ୍କୁ ୫ ପ୍ରକାର ଓଠ ଥିବା ବ୍ୟକ୍ତିଙ୍କ ବିଷୟରେ କହିଲୁ କି କିପରି ହୋଇଥାଏ ଏମାନଙ୍କ ସ୍ଵଭାଵ।ତ ସାଙ୍ଗମାନେ କିପରି ଲାଗିଲା ଏହି ଆର୍ଟିକିଲ ଆମକୁ ନିଶ୍ଚୟ କହିବେ ଏବଂ ନିଜ ସାଙ୍ଗ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରିବେ ଏହା ସହିତ ଆପଣ ଓଠ କିପରି ଅଟେ ଏବଂ ଆପଣଙ୍କ ସ୍ଵଭାଵ ଏପରି ଅଟେ କି ନାହିଁ ଆପଣ ନିଜେ ପରୀକ୍ଷା କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *