November 22, 2024

Odia Express

Here, There and Everywhere

କାଶଥଣ୍ଡାରୁ ଗୋଟେ ଥରରେ ମୁକ୍ତି ପାଆନ୍ତୁ ଏହି ଉପାୟରେ – ନିଶ୍ଚୟ ଏହି ଉପାୟ ଜାଣିରଖନ୍ତୁ ଏହି କଥା ଗୁଡିକ..

ଏବେ କୋବିଡ଼ ଆଉ ଥରେ ଆମ ପାଖକୁ ଆସି ସାରିଲାଣି।ଏହି ସମୟରେ ସବୁବେଳେ ଯତ୍ନବାନ ହୁଅନ୍ତୁ।ଘରେ ହି ଖାଆନ୍ତୁ ଘରେ ହି ରୁହନ୍ତୁ ଏବଂ ସ୍ଵସ୍ଥ ରୁହନ୍ତୁ କିନ୍ତୁ ଯେତେ ଯତ୍ନଶୀଳ ହେଲେ ମଧ୍ୟ ବେଳେବେଳେ ପାଗ ବଦଳିବାରୁ ଆମକୁ ଥଣ୍ଡା ହୋଇଥାଏ ଅଥବା କାଶ କିମ୍ବା ଛିଙ୍କ ଆସିଯାଏ।ଆମକୁ ଆଉ କିଏ କହିବା ଆଗରୁ ଆମେ ନିଜେ ଡରି ଯାଆନ୍ତି।କଣ ହେଲା,ଏହା କୋଭିଡ ନୁହେଁ ତ?ଏମିତିରେ ଯଦି ଆପଣଙ୍କୁ ଲାଗେ କି ଆପଣ ପୁରାପୁରି ସ୍ଵସ୍ଥ ଅଛନ୍ତି କିନ୍ତୁ ତଥାପି ଆପଣଙ୍କୁ କାଶ ହେଉଅଛି ତାହେଲେ ତାହା ପାଇଁ ଆମେ ଏହି ନୁଷ୍କା ଆଣିଅଛୁ କେବେଳ ଘରୋଇ ଜିନିଷରେ ତିଆରି ଯାହା ଆପଣଙ୍କ ରୋଷେଇ ଘରେ ମିଳିଯିବ।ଏହା ବହୁତ ଶୀଘ୍ର ଆପଣଙ୍କ ଫାଇଦା କରିବ ଏବଂ ଛୁଆ,ବଡପିଲା ଏବଂ ବୁଢା ସମସ୍ତଙ୍କ ପାଇଁ ଅଟେ।ଏହାକୁ କେମିତି ବ୍ୟବହାର କରିବେ ଏବଂ କେମିତି ତିଆରି କରିବେ ଆସନ୍ତୁ ଜାଣିବା।

ଆପଣ ଲବଙ୍ଗ ଏବଂ କଳାମରିଚକୁ ପୂର୍ବରୁ ହି ତିଆରି କରି ରଖିଦିଅନ୍ତୁ।ଯେବେ ଆପଣଙ୍କୁ ଏହି ରେମେଡି ନବାର ଅଛି ସେବେ ସେଥିରେ ସମସ୍ତ ଜିନିଷ ମିଶାନ୍ତୁ।ଏହା ଟିକେ କଷ୍ଟକର ଅଟେ କିନ୍ତୁ ଶତ ପ୍ରତିଶତ ଆପଣ ଥଣ୍ଡା,କାଶ, ତଣ୍ଟି ଆଦିକୁ ଠିକ ରଖିବ।ପ୍ରଥମେ ଟିକେ ଅଦା, ଲୁଣ,ଟିକେ ହଳଦୀ ଗୁଣ୍ଡ,ମହୁ,ଲବଙ୍ଗ ଏବଂ କଳାମରିଚ ନିଅନ୍ତୁ।କମସେ କମ ୨୦ଟି କଳାମରିଚ ନିଅନ୍ତୁ କାରଣ ଆପଣ ତ ଜାଣିଥିବେ ତଣ୍ଟି ପାଇଁ ଏହା ରାମବାଣ ଅଟେ।ଏହାକୁ ଏକ ପ୍ୟାନରେ ନିଅନ୍ତୁ।ଏହାପରେ ଯେତେ କଳାମରିଚ ନେଇଛନ୍ତି ତାହାର ଅଧା ଲବଙ୍ଗ ନିଅନ୍ତୁ।ମନେ ରଖନ୍ତୁ ଲବଙ୍ଗ ଆପଣଙ୍କୁ ଫୁଲ ଵାଲା ନେବାର ଅଛି।ଏହା ବଦଳରେ ଆପଣ ଏକ ବଡ ଡାଲଚିନି ନେଇପାରିବେ।ଏହାପରେ ଏହାକୁ ସେହି ପ୍ୟାନରେ ନିଅନ୍ତୁ ଏବଂ ଧିମା ଗ୍ୟାସରେ ବିନା ତେଲରେ ସେକନ୍ତୁ।

ଏହି ରେମିଡ଼ି ଯଦି ଆପଣ ନିଜ ଇମ୍ୟୁନିଟି ବଢ଼େଇବା ପାଇଁ ନେବେ ତେବେ ମଧ୍ୟ ଏହା ବହୁତ ଫାଇଦା ଦେବ।ସେକିବା ପରେ ଏହାକୁ ହେମଦସ୍ତାରେ ରଖନ୍ତୁ ଏବଂ ଏହାପରେ ସେହି ଗରମ ପ୍ୟାନରେ ଏକ ଅଦା ରଖନ୍ତୁ।ଗ୍ୟାସ ଜଳେଇବେ ନାହିଁ କିନ୍ତୁ ଖାଲି ସେହି ଗରମ ପ୍ୟାନରେ ରଖିଦିଅନ୍ତୁ।ଏହାପରେ ଏହି ଲବଙ୍ଗ ଏବଂ କଳାମରିଚକୁ ହେମଦସ୍ତାରେ କୂଟନ୍ତୁ।ଏହାପରେ ସେହି ଅଦାକୁ ଗ୍ରେଟ କରିଦିଅନ୍ତୁ।ମନେ ରଖନ୍ତି ସବୁବେଳେ ରହକୁ ଧୋଇ ଏବଂ ଛଡ଼େଇକି ବ୍ୟବହାର କରିବେ।ଏହାପରେ ଏହାକୁ ଏକ ପତଳା କପଡ଼ାରେ ରଖି ତାର ରସ ବାହାର କରିଦେବା।

ଯଦି ଆପଣ ଏକ ବଡ ବ୍ୟକ୍ତି ପାଇଁ ତିଆରି କରୁଛନ୍ତି ତାହେଲେ ୪ ଚୁଟିକି ନିଅନ୍ତୁ ଏବଂ ଯଦି ଛୋଟ ଛୁଆଙ୍କ ପାଇଁ ଅଟେ ତାହେଲେ ଏକ ଚୁଟିକି କାଫି ଅଟେ।ଏହାକୁ ସକାଳେ ଖାଳିପେଟରେ ଦିଅନ୍ତୁ।ଏହାପରେ ମହୁରେ ସେହି ଅଦାରସକୁ ପକାନ୍ତୁ ଏବଂ ଏଥିରେ ୧ ଚୁଟିକି ଲୁଣ, ୧ ଚୁଟିକି ହଳଦୀ ମିଶାନ୍ତୁ ଏବଂ ଶେଷରେ ସେହି ଗୁଣ୍ଡକୁ ମଧ୍ୟ ମିଶାଇ ଦିଅନ୍ତୁ।ଏହାପରେ ଏହାକୁ ଭଲସେ ମିଶାନ୍ତୁ ଏବଂ ଖାଲି ପେଟରେ ସକାଳୁ ସକାଳୁ ନିଅନ୍ତୁ।ଏହାର ୩୦ ମିନିଟ ପରେ ଯାହା ବି ଆପଣ ଖାଆନ୍ତି ଖାଇ ପାରିବେ।ଦ୍ୱିତୀୟ ସମୟ ହେଉଛି ରାତିରେ ଶୋଇବା ପୂର୍ବରୁ ନେଇ ପାରିବେ।ଛୋଟଛୁଆଙ୍କ ପାଇଁ ୧ ଚୁଟିକି ବ୍ୟବହାର କରନ୍ତୁ ଯେମିତି ୧ କିମ୍ବା ୨ ବର୍ଷ ଛୁଆ ଆଦି।ତାହାଠୁ ତଳ ବୟସର ଛୁଆଙ୍କୁ ଯଦି ଦିଅନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦେଇପାରିବେ।

Leave a Reply

Your email address will not be published. Required fields are marked *