November 22, 2024

Odia Express

Here, There and Everywhere

ନଖ ଉପରେ ଅର୍ଦ୍ଧ ଚନ୍ଦ୍ରର ରହସ୍ୟ – ନିଜ ହାତର ନଖ ଦେଖିକି ଏବେ ଜାଣିରଖନ୍ତୁ ଏହି ବଡ କଥା..

ନମସ୍କାର ସାଙ୍ଗମାନେ।ଆମ ନଖ ଉପରେ ଥିବା ଏହି ଅର୍ଦ୍ଧଚନ୍ଦ୍ର ଆକୃତିର ଅର୍ଥ କଣ?ଆମେ ଯଦି ନିଜ ଶରୀରର ଅଙ୍ଗ ଗୁଡିକୁ ଭଲସେ ଦେଖିବା ତେବେ ଏହା ଜାଣିପାରିବାଯେ ପ୍ରକୃତି କେତେ ସୁନ୍ଦର ଜିନିଷ ବନାଇଛି।ଏବଂ ପ୍ରତି ଶାରୀରିକ ଅଙ୍ଗ ତିଆରି କରିବାପାଇଁ ବହୁତ ଭଲ ଭାବରେ କାମ ହୋଇଛି।ହାତ ଗୋଡ଼ରେ ହୋଇଥିବା ବିଭିନ୍ନ ପ୍ରକାର ଚିହ୍ନ।ଚର୍ମ ଉପରେ ହୋଇଥିବା ଚିହ୍ନ ଏବଂ ହାତ ଗୋଡ଼ର ନଖ ଏହି ସବୁକୁ ସମ୍ପୂର୍ଣ୍ଣ କରିଥାଏ।

ଆମ ଅଙ୍ଗରେ ବହୁତ ରହସ୍ୟ ଲୁଚି ରହିଥାଏ।ଶରୀରର ଅଙ୍ଗକୁ ଦେଖି ଆପଣଙ୍କ ଭବିଷ୍ୟ ମଧ୍ୟ ବତାଯାଇପାରେ।କଣ ଆପଣ କେବେ ଭଲ ଭାବରେ ଆପଣଙ୍କ ନଖକୁ ଦେଖିଛନ୍ତି?ନଖର ତଳ ଭାବକୁ ଭଲ ଭାବରେ ଦେଖନ୍ତୁ।ସେଠାରେ ଏକ ଅର୍ଦ୍ଧଚନ୍ଦ୍ର ଭଳି ଆକୃତି ହୋଇଥିବ।ଏବଂ ଏହା ଧଳା ରଙ୍ଗର ହୋଇଥାଏ।ଆପଣ କେବେ ଭାବିଛନ୍ତି ଯେ ଏହା ନଖରେ କଣ ପାଇଁ ରହିଥାଏ?ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ଏହି ନଖର ତଳ ଭାଗରେ ଥିବା ଅର୍ଦ୍ଧଚନ୍ଦ୍ର ନଖର ବହୁତ ମହତ୍ୱପୂର୍ଣ ଅଂଶ ହୋଇଥାଏ।ଏହି ଅର୍ଦ୍ଧଚନ୍ଦ୍ର ନଖର ବାକି ସବୁ ଅଂଶ ଠାରୁ ଅଧିକ ଧଳା ହୋଇଥାଏ।ଏହି ଅର୍ଦ୍ଧ ଚନ୍ଦ୍ର ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଜଣାଇଥାଏ।ଯଦି ଆପଣଙ୍କ ୧୦ଟି ଆଙ୍ଗୁଠି ମଧ୍ୟରୁ ୮ଟି ଆଙ୍ଗୁଠିରେ ଏହି ଅର୍ଦ୍ଧଚନ୍ଦ୍ର ଚିହ୍ନ ରହିଥାଏ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛିଏବଂ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବାର ଆବଶ୍ୟକ ନଥାଏ।ଏବଂ ଯଦି ଆପଣଙ୍କ ଆଙ୍ଗୁଠିରୁ ଅର୍ଦ୍ଧ ଚନ୍ଦ୍ର ଲିଭି ଯାଉଛି କିମ୍ବା ବହୁତ କମ ଆଙ୍ଗୁଳିରେ ଏହି ଚିହ୍ନ ଅଛି ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଏହି ଅର୍ଦ୍ଧଚନ୍ଦ୍ର ଯେତେ ଆପଣଙ୍କ ନଖରେ ଧଳା ରଙ୍ଗର ଥିବ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତି ସେତେ ଭଲ ଥିବ।ଜୋତିଶ ଅନୁସାରେ ଏହି ବ୍ୟକ୍ତିମାନେ ଆର୍ଥିକ ରୂପରେ ବହୁତ ମଜବୁତ ହୋଇଥାନ୍ତି।ଯେଉଁ ସ୍ତ୍ରୀର ନଖ ଲାଲ ଏବଂ ଚିକଣ ହୋଇଥାଏ ସେ ବହୁତ ଅଧିକ ଶୋଭାଗ୍ୟଶାଳି ହୋଇଥାଏ।ପୁରୁଷଙ୍କ ନଖ ଯଦି ଘଷିହୋଇଥିବା ନଥାଏ ଏବଂ ଗୋଲ ଥାଏ ତେବେ ସେହି ପୁରୁଷ ଆର୍ଥିକ ରୂପରେ ବହୁତ ମଜବୁତ ହୋଇଥାଏ।ଯାହାର ନଖ ଛୋଟ ହୋଇଥାଏ ତେବେ ଗଳା ଜନିତ ରୋଗ ହେବାର ସମ୍ଭାବନା ବହୁତ ଅଧିକ ଥାଏ।ପତଳା ଏବଂ ଲମ୍ବା ନଖ ଥିବା ବ୍ୟକ୍ତି ଜଲଦି ନିଷ୍ପତି ନେଇପାରି ନଥାନ୍ତି।ଏବଂ ଏହି ପ୍ରବୃତ୍ତି କାରଣରୁ ଏମାନଙ୍କୁ କ୍ଷତି ସହିବାକୁ ପଡିଥାଏ।

ଛୋଟ ନଖ ଏବଂ ଗଣ୍ଠି ଯୁକ୍ତ ଆଙ୍ଗୁଠି ହୋଇଥାଏ ତେବେ ସେମାନେ ନିଜ ଲାଇଫ ପାଟନରକୁ ଆଙ୍ଗୁଠିରେ ନଚାଇଥାନ୍ତି।ଏମାନଙ୍କ ଚରିତ୍ର ମଧ୍ୟ ଭଲ ହୋଇଥାଏ କିନ୍ତୁ ଏମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ବିଶ୍ୱାସ କରାଯାଇପାରିନଥାଏ।ଯଦି ଆପଣଙ୍କ ନଖ ଧଳା ଅଛି ତେବେ ଏହା ଆପଣଙ୍କ ହବାକୁ ଯାଉଥିବା ରୋଗ ବିଷୟରେ ସୂଚାଇଥାଏ।ଏବଂ ହଳଦିଆ ରଙ୍ଗ ଥାଇରଏଡ଼, ମଧୁମେହ ଆଦିକୁ ସୂଚାଇଥାଏ।ଏହା ଥିଲା ନଖରେ ଥିବା ଅର୍ଦ୍ଧଚନ୍ଦ୍ର ଆପଣଙ୍କ ବିଷୟରେ କଣ ସୂଚାଇଥାଏ।

Leave a Reply

Your email address will not be published. Required fields are marked *