November 22, 2024

Odia Express

Here, There and Everywhere

ଶୁଆ ସହ ଯୋଡ଼ା ଏପରି ୧୫ଟି କଥା ଯାହା ଆପଣ ଜାଣି ନଥିବେ – ଘରେ ଶୁଆ ରଖିଥିଲେ ତେବେ ନିଶ୍ଚୟ ପଢନ୍ତୁ ଏହି କଥା..

1 min read

ଆଜି ଆମେ ଆପଣଙ୍କ ପାଖରେ ଏକ ଘରୋଇ ଜୀବ ଶୁଆ ବାବଦରେ ଏପରି କିଛି କଥା କହିବାକୁ ଯାଉଛୁ ତାହା ଆପଣ ଜମା ବି ଜାଣିନଥିବେ।ଶୁଆ ମାନେ ଦେଖିବାକୁ ବହୁତ ସୁନ୍ଦର ହେଇଥାନ୍ତି ଆଉ ସେମାନେ ମନୁଷ୍ୟର ପାଳିତ ପକ୍ଷୀ ବି ଥାଆନ୍ତି।ସେମାନଙ୍କ ବାବଦରେ ଆମେ କିଛି ରୋଚକ ତଥ୍ୟ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ପାଇଁ ବହୁତ ଉପଯୋଗୀ ହେବାକୁ ଯାଉଛି।

କଣ ଆପଣ ଜାଣନ୍ତି କି ସାରା ଦୁନିଆ ରେ ଶୁଆ ମାନଙ୍କର ୩୯୩ ପ୍ରଜାତି ଥାଆନ୍ତି। ଏହା ଆପଣ ଆଗରୁ କେବେ ଜାଣି ନଥିଲେ।ତ ଆସନ୍ତୁ ଜାଣିବା ସେମାନଙ୍କ ବାବଦରେ ଆଉ କିଛି ରୋଚକ ତଥ୍ୟ।

୧:- ଶୁଆମାନେ ନିଜ ପିଲା ମାନଙ୍କର ନାମ ବି ରଖି ଦିଅନ୍ତି। ସେମାନେ ନିଜ ପିଲାମାନଙ୍କ ସହ ଜୀବନ ସାରା ରୁହନ୍ତି।

୨:- ଶୁଆମାନେ ବି ମୋଟାପଣ ଶିକାର ହୁଅନ୍ତି।

୩:- ଦୁନିଆର ସବୁଠୁ ଛୋଟ ଶୁଆ ଆମ କାନି ଆଙ୍ଗୁଠି ଆକାରର ହେଇଥାନ୍ତି। ଏହା ଶୁଣି ହି ବହୁତ ଖୁସି ଲାଗେ।

୪:- ଦୁନିଆର ସବୁଠୁ ବଡ଼ ଶୁଆ ମକାଉ ପ୍ରାୟ ୧୦୦ ସେମି ଲମ୍ବା ହେଇଥାଏ।

୫:- ଶୁଆମାନେ ନିଜର ଖାଦ୍ୟ ନିଜ ଗୋଡ଼ ଦ୍ୱାରା ଧରିକି ହି ଖାଇଥାନ୍ତି।

୬:- ଶୁଆମାନଙ୍କର ଜୀବନ କାଳ ମଣିଷ ମାନଙ୍କ ଭଳି ହିଁ ହେଇଥାଏ ଆଉ ସେମାନେ ପ୍ରାୟ ୨୦ ରୁ ୮୦ ବର୍ଷ ଯାଏ ଜୀବିତ ରହି ପାରନ୍ତି।

୭:- ଦୁନିଆର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ଶୁଆ ଥିଲା କୁକି।ସେ ପ୍ରାୟ ୮୨ ବର୍ଷରେ ୨୦୧୬ରେ ମୃତ୍ୟୁ ବରଣ କରିଥିଲା ଯାହା କି ଗିନୀଯ ବୁକ ଅଫ ୱାରଲଡ଼ ରେକର୍ଡ ରେ ଅଛି।

୮:- ଦୁନିଆର ସବୁଠୁ ପଢ଼ା ଲିଖା ଶୁଆ ଅଟେ ମକ।ଏହା ୧୯୯୫ରେ ଗିନୀଯ ବୁକ ଅଫ ୱାର୍ଲଡ଼ ରେକର୍ଡ୍ସରେ ସ୍ଥାନ ପାଇ ସାରିଛି।

୯:- ଆଫ୍ରିକାରେ ମିଳୁଥିବା ଗ୍ରେ ବେଲ୍ଟ ଦୁନିଆର ସବୁଠୁ ଭଲ କଥା କହିବା ଶୁଆ ଅଟେ।ଏହା ଏକ ପାଞ୍ଚ ବର୍ଷର ଛୁଆ ଭଳି କଥା କହିପାରେ।

୧୦:- ଦୁନିଆର ସବୁଠୁ ଓଜନଦାର ଶୁଆ ଅଟେ କକାପୁ। ସେ ଏତେ ଓଜନଦାର ଅଟେ କି ସେ ଜମା ବି ଉଡି ପାରିନଥାଏ।ଏହା ଏକ ବିଲେଇ ଆକାରର ଅଟେ।

୧୧:- ଆଲେକ୍ସ ନାମକ ଏକ ଆଫ୍ରିକୀୟ ଶୁଆ ପ୍ରଥମ ଏପରି ଏକ ଜୀବ ଯିଏ କି ନିଜକୁ କିଛି ପ୍ରଶ୍ନ କରିଥିଲା।ସେ ନିଜକୁ ପଚାରିଲା କି ମୋର ରଙ୍ଗ କଣ ଅଟେ।ଏହା ବହୁତ ଚାଲାକ ଶୁଆ ଅଟେ।

୧୨:- ଅଷ୍ଟ୍ରେଲିଆରେ ମିଳୁଥିବା ନାଇଟ ପ୍ୟାରଟ ଦୁନିଆର ସବୁଠୁ ଅଧିକ ଲୁଚିଥିବା ପକ୍ଷୀ ଅଟେ କାରଣ ଏହା ବହୁତ କମ ଲୋକଙ୍କୁ ଦେଖିବାକୁ ମିଳିଥାଏ।ପୂର୍ବ ୧୦୦ ବର୍ଷ ଭିତରେ ମାତ୍ର ୩ଜଣ ଏହାକୁ ଦେଖି ପାରିଛନ୍ତି।

୧୩:- ଭାରତରେ ଶୁଆ ପାଳିବା ବେଆଇନ ଅଟେ ତଥାପି ଲୋକମାନେ ଏହାକୁ ପାଳନ୍ତି।

୧୪:- ଯେତେ ଦ୍ରୁତ ଜଣେ ବାଘ ଦୌଡିପାରେ ସେତିକି ଦ୍ରୁତ ଜଣେ ଶୁଆ ଉଡିପାରେ।

୧୫:- ଗୋଟେ ଶୁଆ ଏତେ ଜଲଦି ଉଡିପାରେ କି ସେ ଦିଲ୍ଲୀ କୁ ଏପଟରୁ ସେପଟ ମାତ୍ର ୫୦ମିନିଟରେ ହିଁ ପାର କରିପାରେ।

Leave a Reply

Your email address will not be published. Required fields are marked *