ପାଠ ପଢିବାରେ କିପରି ମନ ଲଗାଇବେ – ନିଶ୍ଚୟ ଏହି କଥା କୁ ଜାଣିଲେ ଆପଣ ଜୀବନରେ ବହୁତ ଆଗକୁ ସଫଳ ହେବେ – ନିଶ୍ଚୟ ପଢନ୍ତୁ ଏହି ଶିଖିବା କଥା..
ସବୁ ଜିନିଷରେ ଧ୍ୟାନ ରଖିବା ମଣିଷର ସବୁଠାରୁ ଉତ୍ତମ କାମ ହୋଇଥାଏ।କିଛି ଲୋକ ନିଜ ପାଠ ପଢାକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି।ଆଜି ଆମେ ଆଲୋଚନା କରିବାକୁ ଯାଉଛେ କି କିପରି ଆପଣ ପାଠ ପଢିବାରେ ମନ ଲଗେଇପାରିବେ।ପ୍ରଥମ ହଉଛି ଧ୍ୟାନ।ଏହା କଣ ଅଟେ ଏହା ଏକ ପ୍ରକ୍ରିୟା ଦ୍ୱାରା ସମ୍ପନ ହୋଇଥାଏ।ଧରନ୍ତୁ ଆପଣ ପାଠ ପଢୁଛନ୍ତି କିନ୍ତୁ ତାହା ମନେ ରହୁନି ତାହେଲେ କଣ ପାଇଁ ମନେ ରହୁନି ଆପଣ ସେଇଟାକୁ ଧରିବାକୁ ଚେଷ୍ଟା କରନ୍ତୁ।ସେହି ଜିନିଷ ଟି ହଉଛି ଧ୍ୟାନର ବିପରୀତ।ଯାହାକି ଆପଣଙ୍କୁ ଏକ ଜିନସରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଦିଏନାହିଁ।ଏହାକୁ ଆମେ ୨ଭାଗରେ ବିଭକ୍ତ କରିବା ପ୍ରଥମ ହଉଛି ଆମେ ପାଠ ପଢିବା ସମୟରେ ଯେଉଁ ଜିନିଷ ଆମକୁ ବାରମ୍ବାର ମନେ ପଡୁଛି ପ୍ରଥମେ ତାକୁ ହଟେଇବା ଓ ୨ୟ ରେ ଆମେ ଧ୍ୟାନକୁ କେନ୍ଦ୍ରୀଭୂତ କରିବା ଗୋଟେ ଜାଗାରେ।ଧ୍ୟାନ ହଟେଇବାର କାରଣକୁ ମଧ୍ୟ କୁହାଯାଏ ଦିଷ୍ଟ୍ରକସନ।
ଏହା ବହୁତ ଜଟିଳ ପରିସ୍ଥିତି ହୋଇଥାଏ।ଯାହା ଆମକୁ ପଢ଼ାପଢିରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଦିଏନାହିଁ।ଏହା ୨ ପ୍ରକାରର ହୋଇଥାଏ ଗୋଟେ ହଉଛି ଇଣ୍ଟରନାଲ ଦିଷ୍ଟ୍ରକସନ ଓ ଅନ୍ୟଟି ହଉଚି ଏକ୍ସଟର୍ଣ୍ଣାଲ ଦିଷ୍ଟ୍ରକସନ।ଆମେ ପ୍ରଥମେ ଦେଖିବା ପ୍ରଥମ ପ୍ରକାର ଦିଷ୍ଟ୍ରକସନ ଯାହାକି ଆମେ ସମୟ ମୁତାବକ ବଦଳାଇପାରିବା ଓ ଆମେ ଆମ ପାଠ ପଢ଼ାରେ ଧ୍ୟାନ କେନ୍ଦ୍ରୀଭୂତ ମଧ୍ୟ କରିପାରିବା କିନ୍ତୁ ୨ୟ ଟି ପ୍ରକାର ଦିଷ୍ଟ୍ରକସନ କୁ ଟିକେ କଣ୍ଟ୍ରୋଲ କରିବା ଏତେ ବି ସମ୍ଭବ ନୁହଁ।ଧରନ୍ତୁ ଆପଣ ପାଠ ପଢୁଛନ୍ତି ସେତେବେଳେ ଆପଣଙ୍କ ଫୋନ ବାରମ୍ବାର ରିଙ୍ଗ ହଉଛି ଆପଣ ତାକୁ ବନ୍ଦ କରିଦେଲେ ତାପରେ ପୁଣି ବସି ପାଠ ପଢିବେ ତାହା ହେଉଛି ଇଣ୍ଟରନାଲ ଦିଷ୍ଟ୍ରକସନ।ଧରନ୍ତୁ ଅତୀତରେ ଆପଣଙ୍କୁ କିଏ ଧୋକା ଦେଇଛି କି ଆପଣଙ୍କୁ କିଏ ମରିଛି ନଚେତ କିଏ ପୁଣି ଚିଟ କରିଛି ଆପଣ ସେହି କଥାକୁ ବାରମ୍ବାର ନିଜ ପାଠ ପଢିବା ସମୟରେ ବସି ଭାବୁଛନ୍ତି କିନ୍ତୁ ପାଠ ପଢିବାରେ ମନ ଲାଗୁନି ତାହା ହେଉଛି ଏକ୍ସଟର୍ଣ୍ଣାଲ ଦିଷ୍ଟ୍ରକସନ।ଏହା ମଧ୍ୟ ୨ ପ୍ରକାରର ପ୍ରକ୍ରିୟାରେ ହୋଇଥାଏ।
ଆପଣ ଯାହା ଅତୀତରେ କରିଛନ୍ତି ଯଥା ଆପଣ କାହାକୁ ଭଲ ପାଉଥିଲେ,ଆପଣ କାହାକୁ ମାରିଥିଲେ ଯଦି ଏହିପରି କିଛି ହୋଇଛି ଏହା ଆପଣଙ୍କ ମୁଣ୍ଡ ମଧ୍ୟରେ ପେଣ୍ଡୁଲମ ଭଳି ଘୁରି ବୁଲୁଛି ଏହା ଆପଣଙ୍କୁ ପାଠ ମଧ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଲକୁଲ ବି ଦବନାହିଁ।ଆପଣ ଯାହାବି ଲଫଦା କରିଥାନ୍ତି ନିଜ ଅତୀତରେ ତାହାକୁ ଭୁଲିବା ନିହାତି ଜରୁରୀ।୨ୟ ପ୍ରକ୍ରିୟାରେ ହଉଛି ଯେତେବେଳେ ଆପଣ ଏହିସବୁ ଦିଷ୍ଟ୍ରକସନକୁ ମୁଣ୍ଡ ମଧ୍ୟରୁ ଯିବାକୁ ଦେବେ ସେତେବେଳେ କିପରି ନିଜ ଧ୍ୟାନକୁ କେନ୍ଦ୍ରୀଭୂତ କରିବେ ତାହାକୁ ଜାଣିବା ନିହାତି ଜରୁରୀ।
ଯେତେବେଳେ ଆପଣ ସବୁ ଦିଷ୍ଟ୍ରକସନକୁ ନିଜ ମଧ୍ୟରୁ ହଟେଇଦେବେ ସେତେବେଳେ ଧୀରେ ଧୀରେ ଆପଣ ନିଜ ପାଠ ପଢାକୁ ନେଇ ଧ୍ୟାନକୁ ବହୁତ ଭଲଭାବେ କେନ୍ଦ୍ରୀଭୂତ କରିପାରିବେ।ଯେତେବେଳେ ଆପଣ ଏହା କରିବେ ସେତେବେଳେ ଆପଣ ଭାବିବେ ଏହି କାର୍ଯ୍ୟର ଫଳ ତ ମତେ ଭବିଷ୍ୟତରେ ମିଳିବାକୁ ଯାଉଛି।ସେତେବେଳେ ଆପଣ ଆହୁରି କଷ୍ଟ କରି ଧ୍ଧ୍ୟାନ କୁ ନିଜ ଆଡକୁ ଟାଣି ଆଣିପାରିବେ।ଆପଣଙ୍କୁ ସବୁବେଳେ ଏହି କଥା ମାନେରଖିବାକୁ ହେବ କି ଯାହା ମୋ ଅତୀତରେ ଘଟି ଯାଇଛି ତାହା ମୋର ଅତୀତ ଯାହା ମୁ କରିବି ତାହା ହେଉଛି ମୋର ଆଜି ଓ ଯାହା ମୁ କରୁଛି ତାହାର ଫଳ ମତେ ମିଳିବ ମୋର ଭବିଷ୍ୟତରେ।
ଆପଣ ବହୁତ ସମୟରେ ଭାବୁଥିବେ କି କିଛି କିଛି ଛୋଟ ଛୋଟ ଦିଷ୍ଟ୍ରକସନ ଆପଣଙ୍କର କିଛି କରିପାରିବେନି କିନ୍ତୁ ଏହା ବହୁତ ମାରାତ୍ମକ ହୋଇଥାନ୍ତି ଯାହା ଆପଣଙ୍କ ଧ୍ୟାନକୁ ଭଟକାଇ ଦେଇପରନ୍ତି।ଏଥିରୁ ଆପଣଙ୍କୁ ସବୁବେଳେ ସତର୍କତା ଅବଲମ୍ବନ କରି ଚାଲିବାକୁ ହେବ ଆପଣଙ୍କୁ କାହା ସହ ଝଗଡା କି ଆଉ ଯେକୌଣସି କାମ କୁ ଭୁଲି ସବୁ ଧ୍ୟାନ ନିଜ ପାଠ ଉପରେ କେନ୍ଦ୍ରୀଭୂତ କରିବାକୁ ହେବ ତାହେଲେ ଯାଇ ଆପଣ ନିଜକୁ ଏକ ପ୍ରତିଷ୍ଠିତ ମାନବ ରୂପରେ ପାଇପାରିବେ।