June 25, 2025

Odia Express

Here, There and Everywhere

ଖୋଲା ହୃଦୟର ହୋଇଥାନ୍ତି ଏହି ଲୋକ,ଜଲଦି କ୍ଷମା କରିଦିଅନ୍ତି – ନିଶ୍ଚୟ ଜାଣିରଖନ୍ତୁ ଏହି କଥା ଗୁଡିକ..

1 min read

ସାଙ୍ଗ ମାନେ କଣ ଆପଣଙ୍କ ଖାସ ସାଙ୍ଗ ସହିତ ଆପଣକଂ ଲଢ଼ାଇ ହୋଇଛି,କଣ ଆପଣଙ୍କ ପାର୍ଟନରଙ୍କ ସହିତ କୌଣସି କଥାକୁ ନେଇ ଝଗଡ଼ା ହୋଇଛି,କଣ ଆପଣଙ୍କ ଭଉଣୀ ସହିତ ଝଗଡ଼ା ହୋଇଛି।ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏମାନଙ୍କ ସହିତ ଆପଣ ବିତେଇଥିବା ମୁହୂର୍ତ୍ତକୁ ଆପଣ ମନେ ପକାଉଥିବେ ଓ ପୁରୁଣା ଦିନକୁ ଫେରିଯିବାକୁ ଚାହୁଁଥିବେ।କଣ ସେମାନେ ଆପଣଙ୍କୁ କ୍ଷମା କରିଦେଇଛନ୍ତି ବା କଣ ସେମାନେ ସେକଥା ବୁଝିବେ ଯାହାଦ୍ଵାରା ଏ ବିବାଦ ହେଲା।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଞ୍ଚଟି ରାଶି ରହିଛି ଯାହା ପାଖରେ କ୍ଷମା ଦେବାର ଗୁଣ ରହିଛି।

ପ୍ରଥମ ହେଉଛି ମେଷ ରାଶି:-ଏମାନେ ପ୍ରାୟତଃ ଜଲଦି ରାଗି ଯାଇଥାନ୍ତି ଓ ଚିଡ ଚିଡ ହୋଇଥାନ୍ତି କିନ୍ତୁ ତା ସହିତ ଏମାନେ ବହୁତ ଜଲଦି କ୍ଷମା ବି କରିଦେଇଥାନ୍ତି। ଏମାନଙ୍କ ମଜାକ ଉଡେଇବା ଏମାନଙ୍କୁ ପସନ୍ଦ ଆସି ନଥାଏ।କିନ୍ତୁ ଏମାନଙ୍କ ହୃଦୟ ବହୁତ ଜଲଦି ତରଳି ଯାଇଥାଏ।ଏମାନେ ରିଲେସନଶିପରେ ଦ୍ଵିତୀୟ ସୁଯୋଗ ଦେଇଥାନ୍ତି।

ଦ୍ଵିତୀୟ ହେଉଛି କର୍କଟ ରାଶି:-ଏମାନେ ଆପଣଙ୍କୁ ସେତେବେଳେ ଦ୍ଵିତୀୟ ସୁଯୋଗ ଦେବେ ଯେବେ ତାଙ୍କୁ ଆପଣଙ୍କ ଉପରେ ଦୟା ଲାଗିବ।ସେମାନେ ଜାହାଠୁ ଧୋକା ଖାଇଥାନ୍ତି ତା ପ୍ରତି ସାବଧାନ ହୋଇଯାଆନ୍ତି।ଏମାନେ କେବଳ ଦ୍ଵିତୀୟ ସୁଯୋଗ ଦେଇଥାନ୍ତି ତୃତୀୟ ନୁହଁ।ଏମାନେ ବହୁତ ସ୍ଵାଭିମାନୀ ହୋଇଥାନ୍ତି।ଏମାନେ ଖୁବ ଚିନ୍ତାଶୀଳ ବ୍ୟକ୍ତି ହୋଇଥାନ୍ତି।

ତୃତୀୟ ହେଉଛି ତୁଳା ରାଶି:-ଏମାନେ ବହୁତ ଦୟାଳୁ ହୋଇଥାନ୍ତି।ଏମାନେ ଆପଣଙ୍କୁ କ୍ଷମା ତ କରିଦେବେ କିନ୍ତୁ ଆପଣଙ୍କୁ ଆଉ ପୂର୍ବ ଭଳି ଭରସା କରିବେ ନାହିଁ।ଆପଣଙ୍କ ସହିତ ସେମାନେ ସବୁକିଛି କରିବେ କିନ୍ତୁ ଆଉ ବିଶ୍ଵାସ କରିବେ ନାହିଁ।ଯଦି ତାଙ୍କ ସହିତ କାହାର ଝଗଡ଼ା ହୋଇଯାଇଛି ତ ସେ ଏହାର କାରଣ ନିଜକୁ ହିଁ ବାଛିବେ।

ଚତୁର୍ଥ ହେଉଛି ଧନୁ ରାଶି:-ଏମାନେ ଆଶାବାଦୀ ହୋଇଥାନ୍ତି ଆଉ ଆପଣଙ୍କ ଭିତରେ ସେମାନେ ତାଙ୍କ ଗୁଣ ଖୋଜିଥାନ୍ତି।ଯଦି ଆପଣ ତାଙ୍କୁ କୌଣସି ଖରାପ ପରିସ୍ଥିତିରେ ଛିଡ଼ା କରିଦେବେ ତ ସେମାନେ ଆପଣଙ୍କ ସକାରାତ୍ମକ ଦିଗକୁ ହିଁ ଦେଖିବେ।ଏହି ରାଶିର ବ୍ୟକ୍ତି ମାନେ ଝଗଡ଼ା ଦେଖିକି ଦୁଃଖିତ ହୋଇ ଯାଆନ୍ତି।ଏମାନେ ଆପଣଙ୍କୁ ସବୁବେଳେ ଭରସା କରିଥାନ୍ତି।

ପଞ୍ଚମ ରାଶି ହେଉଛି ମୀନ ରାଶି:-ଏମାନେ ବହୁତ ଚିନ୍ତାବାନ ଓ ଗମ୍ଭୀର ଶ୍ରେଣୀର ବ୍ୟକ୍ତି ଅଟନ୍ତି।କିନ୍ତୁ ଏମାନେ ଲୋକଙ୍କ ଉପରେ ବହୁତ୍ ଜଲଦି ଓ ଅଧିକ ଭରସା କରିଦିଅନ୍ତି।ଏମାନଙ୍କୁ ଆଖି ବନ୍ଦ କରି ଭରସା କଲାବାଲା ମଧ୍ୟ କହିଲେ କିଛି ଭୁଲ୍ ହେବନି।ଯେଉଁ ମାନଙ୍କ ସହିତ ଏମାନେ ଭାବନାତ୍ମକ ଭାବେ ଯୋଡି ହୋଇଯାଆନ୍ତି ସେମାନଙ୍କ ସହିତ ଏମାନଙ୍କ ସମ୍ପର୍କ ମଜବୁତ ହୋଇଯାଏ।ଏମାନେ ଖୋଲା ହୃଦୟର ଲୋକ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *