June 26, 2025

Odia Express

Here, There and Everywhere

ଜାଣନ୍ତୁ କିପରି ଏକ ପାନର ପତ୍ର ଆପଣଙ୍କ ଭାଗ୍ୟ ଚମକାଇପାରିବ – ନିଶ୍ଚୟ ଏହି କଥା ଗୁଡିକ ଜାଣିରଖନ୍ତୁ..

1 min read

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ବିଭିନ ପ୍ରକାର ଦେବଦେବୀଙ୍କ ପୂଜାର୍ଚନା କରିଥାଉ।ସେହିପରି ଭାବେ ସବୁ ଜାଗାରେ ସବୁ ଈଶ୍ୱରଙ୍କୁ ପୂଜନ କରାଯାଏ ନାହିଁ।କିଛି ବିଶେଷ ଜାଗାରେ ଏହିପରି କିଛି ଦେବା ଦେବୀଙ୍କୁ ପୂଜିତ କରାଯାଇଥାଏ।ବହୁତ ଲୋକଙ୍କ ଇଷ୍ଟ ଦେବା ଦେବୀ ରହିଥାନ୍ତି ଯାହାଙ୍କୁ ସେମାନେ ଅତି ଆଦର ସହକାରେ ପୂଜା କରିଥାନ୍ତି ଓ ନିଜର ମନସ୍କାମନା ପୂରଣ କରିବା ଲାଗି ଏମାନେ ସେହି ନିଜର ଇଷ୍ଟ ଦେବଦେବୀଙ୍କୁ କିଛି ଭୋଗ ଅର୍ପଣ କରିଥାନ୍ତି ଯାହା ଦ୍ୱାରା ସେମାନଙ୍କ ମନସ୍କାମନା ପୁରଣ ହେବା ସହ ସେମାନେ ସବୁବେଳେ ଖୁସିରେ ରହିଥାନ୍ତି।ଏହିପରି ଭାବରେ ବହୁତ ଲୋକ ନିଜର ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଭୋଗ ରୂପରେ ଖାଦ୍ୟପଦାର୍ଥ ଦାନ କରିଥାନ୍ତି।ଏହି ସମୟରେ ସମସ୍ତ ଦେବଦେବୀଙ୍କ କିଛି ପ୍ରିୟ ଭୋଗ ରହିଥାଏ।ଯାହାକୁ ପ୍ରଦାନ କରିବା ଦ୍ୱାରା ମାନବକୁ ଆଶୀର୍ବାଦ ମିଳିଥାଏ ଯାହା ଫଳରେ ସେମାନେ ଆହୁରି ଉଚ୍ଚକୁ ଯାଇପରନ୍ତି।

ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଯେ ଯଦି କେଉଁ ଦେବଦେବୀଙ୍କ ଆମେ ଭୋଗ ରୂପରେ ପାନର ପତ୍ର ପ୍ରଦାନ କରନ୍ତି ତାହା କେତେଦୂର ଠିକ ହୋଇପାରିବ।ଯାହାକୁ ସଦା ସର୍ବଦା ଆପଣ ନିଜର ପାଖରେ ମଧ୍ୟ ରଖିପାରିବେ।ଏଥିରେ କୌଣସି ଦ୍ଵନ୍ଦ ନାହିଁ।ଆଜି ଆମେ ପଣାପତ୍ରର ଉପଯୋଗୀ ବିଷୟରେ କହିବୁ ଯାହା ଫଳରେ ଆପଣଙ୍କ ଭାଗ୍ୟ ବଦଳିଯାଇପରେ।

ପ୍ରଥମ ହେଉଛି ସଫଳତା ଲାଗି:-ଯଦି ଆପଣ କୌଣସି ଭଲ କାମ ବା ଅନ୍ୟ କିଛି କାର୍ଯ୍ୟ କରିବା ଲାଗି ଯାଉଛନ୍ତି ସେହି ସମୟରେ ଏକ ପାନର ପତ୍ର ଅଣନ୍ତୁ ଓ ଏହାକୁ ନିଜର ପକେଟ ବା ନିଜର ପାର୍ଶ୍ୱରେ ରଖିଦିଅନ୍ତୁ ଯାହା ଫଳରେ ଆପଣଙ୍କୁ ସେହି କାର୍ଯ୍ୟରେ କେବେ ନିରାଶ ହେବାକୁ ପଡିବନି।ଆପଣଙ୍କ ସେହି କାର୍ଯ୍ୟ ଅତି ସୁରୁଖୁରୁରେ ହୋଇଯିବ।

୨ୟ ଟି ହଉଛି ବୁଧ ଗ୍ରହ ପାଇଁ:-ଯଦି କେଉଁ ବ୍ୟକ୍ତିର ନିଜ କୁଣ୍ଡଳୀରେ ବୁଧ ଗ୍ରହ ଖରାପ ସ୍ଥାନରେ ଅଛନ୍ତି ଯାହା ଫଳରେ କୌଣସି କାର୍ଯ୍ୟ ସେହି ବ୍ୟକ୍ତିର ଭଲରେ ହୋଇପାରୁନାହିଁ ସବୁବେଳେ ସେଥିରେ କିଛି ଦ୍ଵନ୍ଦ ଉପୁଜୁଛି ତାହେଲେ ଏହି ବ୍ୟକ୍ତିମାନେ ବୁଧବାର ଦିନ ମିଠା ପାନ ଖାଇବା ଦରକାର ଏହା ସହ ବୁଧବାର ଦିନ ଭାଗବନ ବୁଦ୍ଧଙ୍କୁ ପାନ ଭୋଗ ରୂପରେ ପ୍ରଦାନ କରିବା ଦରକାର।ଏହା କରିବା ଦ୍ୱାରା ସବୁ କାର୍ଯ୍ୟ ଭଲରେ ଭଲରେ ହୋଇଯିବ।

୩ୟ ଭଲ ଆସ୍ଥା ପ୍ରକଟ କରିବା:-ଆମେ ସମସ୍ତେ ଜାଣନ୍ତି କି ଭାଗବନ ଶିବ ସବୁଠାରୁ ଦୟାଳୁ ହୋଇଥାନ୍ତି।ଆମ ଶାସ୍ତ୍ର ଅନୁସାରେ ଶିବଙ୍କୁ ସନ୍ତୁଷ୍ଟ କରିବା ବହୁତ ସହଜ ହୋଇଥାଏ।ଯଦି ଆପଣ ପ୍ରତି ସୋମବାର ଭାଗବନ ଶିବଙ୍କୁ ପାନପାତ୍ର ଦାନ କରୁଛନ୍ତି ତାହେଲେ ଆପଣ ସବୁ କ୍ଷେତ୍ରରେ ଜିତିପରିବେ କିନ୍ତୁ ମନେରଖନ୍ତୁ ଆପଣ ଯେଉଁ ପାନ ପ୍ରଦାନ କରିବେ ସେହି ପାନ କେବେହେଲେ ଫଟା କି ଶୁଖିଲା ନ ହବା ଦରକାର ନଚେତ ଆପଣ ଶିବଙ୍କ ଆଶୀର୍ବାଦ ଲାଭ କରିପାରିବେ ନାହିଁ।

୪ର୍ଥରେ ହେଉଛି ଖରାପ ଶକ୍ତିଠାରୁ ଦୂରରେ ରହିବା:-ଯଦି କାହାକୁ ଖରାପ ନଜର ଲାଗିଛି ତ ଏହାକୁ ଦୂର କରିବା ପାଇଁ ଆପଣ ଏହି ପାନର ବ୍ୟବହାର କରିପାରିବେ।ଏହି ପାନରେ ଆପଣ ଗୋଲାପ ଫୁଲର ୭ଟି ପତ୍ରକୁ ରଖି ଏହାକୁ ପୂଜା କରନ୍ତୁ ଆପଣ ସବୁବେଳେ ଭଲରେ ରହିବେ।

୫ମ ହେଉଛି ବ୍ୟବସାୟ ପାଇଁ:-ପ୍ରତି ଶନିବାର ଦିନ ଆପଣ ୮ଟି ବରପତ୍ର ଓ ୫ଟି ପାନପତ୍ର ଆଣନ୍ତୁ।ଏହାପରେ ପରସ୍ପର ସହ ଏକ ସୂତା ସହାୟତାରେ ଭଲସେ ବାନ୍ଧିଦିଅନ୍ତୁ ଓ ଏହାକୁ ନେଇ ନିଜର ଦୋକାନ ବା ନିଜର ଅଫିସର ପୂର୍ଵ ଦିଗରେ ଓଳାଇଦିଅନ୍ତୁ।ଏହି ପ୍ରକ୍ରିୟାକୁ ଅତିକମରେ ୫ଟି ଶନିବାର ଆପଣନ୍ତୁ।

୬ଷ୍ଠ ହେଉଛି କିଛି କାମକୁ ଆଗକୁ ନେବା ପାଇଁ:-ଯଦି ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ହେଇପାରୁନି ତାହେଲେ ଆପଣ ଘରୁ ବାହାରିବା ସମୟରେ ପାନପାତ୍ର ନେଇକି ଜାନ୍ତୁ ଯାହା ଫଳରେ ଆପଣଙ୍କ କାର୍ଯ୍ୟ ଅତି ସୁରୁଖୁରୁରେ ହୋଇଯିବ।

Leave a Reply

Your email address will not be published. Required fields are marked *