June 21, 2025

Odia Express

Here, There and Everywhere

ଏହି ରାଶିର ଲୋକମାନଙ୍କ ପାଇଁ ଆଇ ଲଭ ୟୁ କହିବା କଷ୍ଟକର ଅଟେ।ଭଲ ପାଇବାକୁ କହିପାରନ୍ତି ନାହିଁ…

1 min read

ସାଙ୍ଗ ମାନେ କଣ ଭଲ ପାଇବା ସତରେ କଷ୍ଟ ଅଟେ ବୋଧେ ନୁହ କିନ୍ତୁ କେତେଜଣଙ୍କ ପାଇଁ ଏହା ସ୍ୱୀକାର କରିବା କଷ୍ଟ ଅଟେ।କଣ ଆପଣ ଜାଣନ୍ତି ଅଧିକ କଷ୍ଟ ସେତେବେଳେ ହୁଏ ଯେତେବେଳେ ଆପଣ ଭଲ ପାଆନ୍ତି ଓ ତାକୁ କହି ପାରନ୍ତି ନାହିଁ।ନିଜ ଭଲ ପାଇବାକୁ କହିବା ଦ୍ଵାରା ଆପଣକଂ ସମ୍ପର୍କ ମଜବୁତ୍ ହେବ।ହେଇପାରେ ଆପଣଙ୍କ ସାଙ୍ଗ ମାନଙ୍କ ଭିତରେ କେତେଜଣ ଥିବେ ଯିଏ ଆଇ ଲଭ ୟୁ ନକହିବାର ଅନ୍ୟ କାରଣ ଦର୍ଶାଉଥିବ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ପାଞ୍ଚଟି ରାଶି ଅଛି ଯାହାକୁ ଆଇ ଲଭ ୟୁ କହିବାରେ ଅସୁବିଧା ହୋଇଥାଏ।

ସବୁଠୁ ପ୍ରଥମ ରାଶି ହେଉଛି ମିଥୁନ ରାଶି:-ଏମାନଙ୍କ ରାଶିରେ ଦୁଇଟି ଜିନିଷ ସାଧାରଣ ଥାଏ।ଗୋଟିଏ ହେଉଛି ଅନୁସନ୍ଧାନ କରିବା ଯାହାଦ୍ଵାରା ସେମାନେ ଲୋକ ମାନଙ୍କୁ ବାଛିଥାନ୍ତି ଯେ କେଉଁ ମାନେ ତାଙ୍କ ସହିତ ରହିବା ପାଇଁ ଫିଟ୍।ଦ୍ଵିତୀୟ ହେଉଛି ସେମାନେ ସାଙ୍ଗ ମାନଙ୍କ ସହିତ ଯୋଡି ହୋଇଥିବା କିଛି ଆବଶ୍ୟକ ସର୍ତ୍ତର ଲିଷ୍ଟ ତିଆରି କରିଥାନ୍ତି।ଏହି କାରଣ ହେଉଛି ସେମାନେ ଲଭ୍ ବିଷୟରେ କିଛି କହିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ସେମାନେ ଏହା ବିଷୟରେ ଭଲ ଭାବେ ଜାଣି ନାହାନ୍ତି।

ଦ୍ଵିତୀୟ ରାଶି ହେଉଛି କନ୍ୟା ରାଶି:-ଏମାନେ ପ୍ରଫେସନାଲ ହୋଇଥାନ୍ତି।ଏମାନେ ଗୀତ ଲେଖିବେ କିନ୍ତୁ ଲୋକ ମାନଙ୍କ ଆଗକୁ ସେତେବେଳ ଆଣିବେ ଯେତେବେଳେ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବେ।ଯେପର୍ଯ୍ୟନ୍ତ ସେମାନେ ଏହାକୁ ଦୃଢ଼ତାର ସହ ଭାବି ନଥାନ୍ତି ସେଯାଏ ସେମାନେ ରିଲେସନଶିପ ରେ ଆସିବାକୁ ଭଲ ପାଇନଥାନ୍ତି।

ତୃତୀୟ ରାଶି ହେଉଛି ବିଛା ରାଶି:-ଏମାନେ ପରିବର୍ତ୍ତନକୁ ଭଲ ପାଆନ୍ତି ନାହିଁ।ଏମାନେ ପ୍ରଥମେ ଜିନିଷକୁ ଦେଖନ୍ତି ଓ ନିଜ ଦୃଷ୍ଟି କୋଣରୁ ଏହାକୁ ବିଚାର କରନ୍ତି।ଯୋଉ ଯାଏ ଏମାନେ କୌଣସି କଥାକୁ ସମ୍ପୂର୍ଣ୍ଣ ରୂପେ ଭାବି ନଥାନ୍ତି ସେଜାଏ କୌଣସି ନିଷ୍ପତି ନେଇ ନଥାନ୍ତି।ଏମାନେ ଭଲପାଇବାକୁ ନେଇ ମଧ୍ୟ ସେତିକି ସଚେତନ ଥାଆନ୍ତି।

ଚତୁର୍ଥ ରାଶି ହେଉଛି ମକର ରାଶି:-ଏମାନେ ପ୍ରାକଟିକାଲ,ଓ ନିଜ ଲକ୍ଷ୍ୟ ପ୍ରତି ସଚେତନ ଥାଆନ୍ତି।ଏମାନେ କେବଳ ବ୍ୟାପାରରେ ଭରସା କରିଥାନ୍ତି।ଏମାନେ ବହୁତ କମ ଲୋକଙ୍କୁ ନିଜ ହୃଦୟରେ ଜାଗା ଦେଇଥାନ୍ତି। ବହୁତ କମ ଦେଖାଯାଏ ଯେ ଏମାନେ ବିଜନେସ ଛଡ଼ା ଆଉ କୋଉଠି ମନ ଲଗାନ୍ତି।

ପଞ୍ଚମ ରାଶି ହେଉଛି କୁମ୍ଭ ରାଶି:-ଏମାନେ ସ୍ଵାଧୀନତା ଖୋଜନ୍ତି।ଏମାନେ ସେତେବେଳେ ସେହି ତିନି ଶବ୍ଦର ବ୍ୟବହାର କରିବେ ଯେତେବେଳେ ତାଙ୍କୁ ରିଲେସନଶିପ ରେ ସ୍ଵାଧୀନତା ମିଳିବ।ଯଦି ଏମାନଙ୍କୁ ଲାଗିବ ଯେ କୌଣସି ଖାସ ବ୍ୟକ୍ତି ସହ ମିଶିବାରେ ଯଦି ସ୍ଵାଧୀନତା ସାଙ୍ଗରେ ସମଝୋତା କରିବାକୁ ପଡେ ତେବେ ଏହା ସମ୍ଭବ ହେବ।ଏହି ଭଳି କ୍ଷେତ୍ରରେ ହିଁ କୁମ୍ଭ ରାଶିର ବ୍ୟକ୍ତି ମାନେ ଆଇ ଲଭ ୟୁ କହିଥାନ୍ତି।

Leave a Reply

Your email address will not be published. Required fields are marked *