June 21, 2025

Odia Express

Here, There and Everywhere

ପ୍ରେମ କରିବାରେ କେମିତି ଅଟନ୍ତି S ନାମ ଥିବା ବ୍ୟକ୍ତି – ନିଶ୍ଚୟ ଏହି କଥା ଗୁଡିକ ଧ୍ୟାନ ରଖନ୍ତୁ ଓ ଜାଣିରଖନ୍ତୁ ସେ ବିଷୟରେ..

1 min read

ସାଙ୍ଗମାନେ ଆମ ସମସ୍ତଙ୍କ ପାଇଁ ଭଲ ପାଇବାର ଅନୁଭବ ଦୁନିଆରେ ସବୁଠୁ ସୁନ୍ଦର ହୋଇଥାଏ।ଗୋଟେଥର ପ୍ରେମରେ ପଡିବାପରେ ପ୍ରତ୍ୟେକ ମଣିଷ ନିଜକୁ ବହୁତ ସୌଭାଗ୍ୟଶାଳୀ ମାନିଥାଏ।ଜ୍ୟୋତିଷ ଶାସ୍ତ୍ରରେ ଆପଣଙ୍କ ଜନ୍ମଦିନ,ତାରିଖ,ମାସ ସହିତ ଜନ୍ମ ଦିନର ମଧ୍ୟ ବଡ ମହତ୍ଵ କୁହାଯାଇଅଛି।ଏଥିପାଇଁ ଜନ୍ମ ତାରିଖ ଯେତେ ମହତ୍ୱପୂର୍ଣ୍ଣ ଥାଏ ସେତେହି ମହତ୍ୱପୂର୍ଣ୍ଣ ନାମର ପ୍ରଥମ ଅକ୍ଷର ମଧ୍ୟ ହୋଇଥାଏ।ଆଜି ଆମେ ଆପଣଙ୍କୁ କହିବୁ S ନାମରୁ ଆରମ୍ଭ ହେଉଥିବା ଲୋକ ପ୍ରେମରେ କିପରି ହୋଇଥାନ୍ତି।

ଏମାନେ ପ୍ରେମରେ ଟିକେ ଗମ୍ଭୀର ଏବଂ ଲାଜକୁଳା ହୋଇଥାନ୍ତି।ଏମାନେ ଯାହାକୁ ବ ଭଲ ପାଇଥାନ୍ତି ତାଙ୍କ ସହ ବହୁତ ଅଧିକ ସମ୍ବନ୍ଧ ରହିଥାଏ।ଏମାନଙ୍କ ଏହି ଗୁଣ କାରଣରୁ ଏମାନଙ୍କୁ ସଚ୍ଚୋଟ ପ୍ରେମ ମିଳିଥାଏ।ଏମାନଙ୍କର ସବୁଠୁ ଖାସ କଥା ହୋଇଥାଏ କି ଏମାନଙ୍କୁ ଯେଉଁଠୁ ଯାହା ବି ଜ୍ଞାନ ମିଳିଥାଏ ତାହାକୁ ଏମାନେ ଗ୍ରହଣ କରିବାକୁ ଭାବିଥାନ୍ତି।ଏମାନେ ବହୁତ ପ୍ରତିଭାଶାଳୀ ମଧ୍ୟ ହୋଇଥାନ୍ତି।ଏମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି।ପ୍ରେମରେ ବେଳେବେଳେ ଏମାନଙ୍କୁ ଛୋଟ ଛୋଟ କଥା ମଧ୍ୟ ଖରାପ ଲାଗିଥାଏ।ଏମାନେ ଯାହାକୁ ଭଲ ପାଆନ୍ତି ତାଙ୍କର ବହୁତ ଅଧିକ କେୟାର କରିଥାନ୍ତି ଏବଂ ନିଜଠୁ ଅଧିକ ସେମାନଙ୍କ ଖୁସିର ଯତ୍ନ ନେଇଥାନ୍ତି।ଏମାନଙ୍କୁ ପ୍ରେମରେ ଧୋକା ବିଲକୁଲ ପସନ୍ଦ ହୋଇନଥାଏ ନାହିଁ ଏମାନେ କାହାକୁ ଧୋକା ଦେବା କଥା ଭାବିଥାନ୍ତି।

ପ୍ରେମରେ ଏମାନେ ସବୁବେଳେ ଭଲ ସାଥି ସାବ୍ୟସ୍ତ ହୋଇଥାନ୍ତି ତାହା ବାହାଘର ହେଉ କି ନିଜ ପ୍ରେମଜୀବନ ବିଷୟରେ ହେଉ।ଏମାନେ ଯାହା କହନ୍ତି ସେହିପରି ହୋଇଥାନ୍ତି ଏବଂ ଏମାନେ ନିଜ ସାଥିକୁ କିଛି ବି ଲୁଚାନ୍ତୁ ନାହିଁ।ଏମାନେ ନିଜଠୁ ଅଧିକ ଅନ୍ୟ ବିଷୟରେ ଭାବିଥାନ୍ତି।ଏମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ମଧ୍ୟ ବହୁତ ରହିଥାଏ।କଥାରେ ଏମାନେ ଏମିତି ହୋଇଥାନ୍ତି କି ସାମ୍ନାବାଲା ଉପରେ ନିଜର ପ୍ରଭାବ ପକେଇଥାନ୍ତି।ଏମାନେ ହସମୁଖ ଏବଂ ସଫା ହୃଦୟର ହୋଇଥାନ୍ତି ଏବଂ ସବୁବେଳେ ସତର ସାଥି ହୋଇଥାନ୍ତି।ଏମାନେ ନିଜ ବଳରେ ସବୁକିଛି ପାଇନେବାର କ୍ଷମତା ରଖନ୍ତି।ନିଜ ବ୍ୟବହାର ଦ୍ୱାରା ଏମାନେ ନିଜ ସାଙ୍ଗମାନଙ୍କ ମଧ୍ୟରେ ଅଧିକ ପପୁଳାର ହୋଇଥାନ୍ତି।ଏମାନଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ।

ପ୍ରେମରେ ଏମାନଙ୍କ ଏକ ଖାସ କଥା ହେଉଛି ଏମାନେ ନିଜ ସାଥିକୁ ସବୁ ଦୁଃଖ ଏବଂ ସମସ୍ୟାରୁ ଦୂରରେ ରଖନ୍ତି ଏବଂ ତାଙ୍କ ସହ ସବୁବେଳେ ଖୁସି କଥା ହି ସେୟାର କରିଥାନ୍ତି।ଏମାନେ ପ୍ରେମ ସହିତ ନିଜ ମାତାପିତାଙ୍କର ମଧ୍ୟ ବହୁତ ଯତ୍ନ ନେଇଥାନ୍ତି ଏବଂ ତାଙ୍କ ମଧ୍ୟରେ ଏକ ବାଲାନ୍ସ ତିଆରି କରି ଚାଲିଥାନ୍ତି।ଏମାନେ ପ୍ରେମରେ ଟିକେ ଲାଜକୁଳ ମଧ୍ୟ ହୋଇଥାନ୍ତି।ଏମାନେ ଯାହାକୁ ପ୍ରେମ କରିଥାନ୍ତି ତାହାକୁ ହଦୟରୁ ଭଲ ପାଇଥାନ୍ତି।ତଥାପି ପ୍ରେମର ଆରମ୍ଭ କରିବା ପାଇଁ ଏମାନେ ବହୁତ ଭାବିଥାନ୍ତି।ଏମାନେ ପ୍ରେମ କ୍ଷେତ୍ରରେ ଟିକେ ସ୍ୱାର୍ଥପର ହୋଇଥାନ୍ତି କାରଣ ଏମାନଙ୍କ ପ୍ରେମକୁ ଆଉ କେହି ଦେଖୁ ଏହି କଥା ଏମାନଙ୍କ ବରଦାସ୍ତର ବାହାର ହୋଇଥାଏ।

ଏହା ପଛରେ ଏମାନଙ୍କ ସନ୍ଦେହ ନୁହେଁ କେବଳ ଏକ ଭାବନା ରହିଥାଏ।ଏମାନେ ନିଜ ପ୍ରେମ କାହା ସହ ସେୟାର କରନ୍ତି ନାହିଁ।ଏମାନେ ନିଜ ପ୍ରେମକୁ କେବଳ ନିଜ ସହିତ ହି ଦେଖିବାକୁ ଚାହିଁଥାନ୍ତି।

Leave a Reply

Your email address will not be published. Required fields are marked *