June 20, 2025

Odia Express

Here, There and Everywhere

ପ୍ରତ୍ୟେକ ପ୍ରତିଯୋଗିତାରେ ଆଗରେ ରହିଥାନ୍ତି ଏହି ରାଶିର ବ୍ୟକ୍ତି – ଏମାନଙ୍କ ସହିତ ପ୍ରତିଯୋଗିତା କରିବା ହୋଇନଥାଏ ସହଜ..

1 min read

ଜ୍ୟୋତିଷ ଶାସ୍ତ୍ର ଏକ ଏପରି ବିଜ୍ଞାନ ହୋଇଥାଏ ଯାହା ବ୍ୟକ୍ତିର ଜନ୍ମ ସମୟ ଏବଂ ତଥ୍ୟକୁ ଆଧାର କରି ଭବିଷ୍ୟ ବାଣୀ କରିଥାଏ।ଛୋଟ ଛୋଟ କଥାକୁ ନେଇ ବ୍ୟକ୍ତିର ଅନେକ ଲୁଚିଥିବା ରହସ୍ୟ ମଧ୍ୟ ପତା ଲଗାଯାଇପାରିଥାଏ ଜୋତିଶ ଶାସ୍ତ୍ର ମାଧ୍ୟମରେ।ଯେଉଁ ଲୋକ ଜୋତିଶ ବିଜ୍ଞାନରେ ବିଶ୍ୱାସ ରଖିଥାନ୍ତି ସେମାନେ ବ୍ୟକ୍ତିର ବ୍ୟକ୍ତିତ୍ୱ ସହିତ ଯୋଡିହୋଇଥିବା କଥା ହାସିଲ କରିପାରିଥାନ୍ତି।ପ୍ରେମ ଜୀବନ, ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି କ୍ୟାରିଅର ସହିତ ମଧ୍ୟ ବହୁତ କିଛି କଥା ସମ୍ୱନ୍ଧରେ ଏହାଦ୍ୱାରା ଜଣାପଡିଥାଏ।

ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ୧୨ ରାଶି ମଧ୍ୟରୁ ଏପରି କେଉଁ ରାଶି ହୋଇଥାଏ ଯାହା ସବୁଠାରୁ ବେଶୀ ପ୍ରତିଦ୍ବନ୍ଦୀ ହୋଇଥାଏ।ଯାହାଙ୍କ ସହିତ ପ୍ରତିଯୋଗିତା କରିବା ସହଜ ହୋଇନଥାଏ।ତେବେ ଚଳାନ୍ତୁ ଆରମ୍ଭ କରିବା।

ସର୍ଵପ୍ରଥମ ରାଶି ହେଉଛି ମେଶ ରାଶି:-ମେଶ ରାଶିର ବ୍ୟକ୍ତି ସବୁ ଜିନିଷକୁ ନେଇ ସକ୍ରିୟ ରହିଥାନ୍ତି।ଏମାନେ ଯଦି କୌଣସି କ୍ଷେତ୍ରରେ ସଫଳତା ପାଇନଥାନ୍ତି ତେବେ ଏଥିପାଇଁ ନିରାଶ ମଧ୍ୟ ହୋଇଥାନ୍ତି।ଏମାନେ ପ୍ରତିଯୋଗିତାରେ ଶୀର୍ଷରେ ଥାନ୍ତି କିନ୍ତୁ ଏମାନେ ଜୀବନରେ କିଛି ଜିନିଷକୁ ନେଇ ସିରିୟସ ମଧ୍ୟ ରହିଥାନ୍ତି।

ଏହାପରେ ଦ୍ୱିତୀୟ ରାଶି ହେଉଛି ସିଂହ ରାଶି:-ସିଂହ ରାଶି ବ୍ୟକ୍ତି ମାନେ ଯେତିକି ପାଇଁ ତାଙ୍କ ଯୋଗ୍ୟତା ଥାଏ ସେମାନେ ସେହିଠାରୁ ପ୍ରତିଯୋଗିତା କରିବାରେ ପ୍ରେରଣା ମିଳିଥାଏ।କିନ୍ତୁ ଯେବେ ତାଙ୍କ ଅନୁସାରେ କାମ ହୋଇନଥାଏ ସେତେବେଳେ ତାଙ୍କ ଈଗୋ ମଝିରେ ଆସିଥାଏ ଯେତେ ଜଲଦି ଏମାନେ ନିଜ ଶତ୍ରୁକୁ ପରାଜିତ କରିଥାନ୍ତି ସେତେ ଜଲଦି ଏମାନଙ୍କୁ ସନ୍ତୁଷ୍ଟି ମିଳିଥାଏ।ଏମାନଙ୍କ ମସ୍ତିସ୍କକୁ ଅନ୍ୟକେହି ଚଳାଇ ନଥାଏ ଏମାନେ ନିଜେ ତାହାର ମାଲିକ ହୋଇଥାନ୍ତି।ଏଥିପାଇଁ ଏମାନେ ଶାନ୍ତି ଏବଂ ଏକାଗ୍ରତାର ସହିତ କାମ କରିଥାନ୍ତି।ଏଥିପାଇଁ ଏମାନେ ଶୀର୍ଷକୁ ଯାଇଥାନ୍ତି।

ଏହାପରେ ତୃତୀୟ ରାଶି ହେଉଛି ବିଛା ରାଶି:-ଏହି ରାଶିର ଲୋକମାନଙ୍କୁ କୌଣସି ମାମଲାରେ ବୁଝିପାରିବା ସହଜ ହୋଇନଥାଏ ଏମାନେ ଜୀବନକୁ ଖୋଲିକି ବଞ୍ଚିବାରେ ବିଶ୍ୱାସ ରଖିଥାନ୍ତି।ଏମାନଙ୍କ ଏହି ଭାବନା ଏମାନଙ୍କୁ ଅନ୍ୟମାନଙ୍କ ସହ ମୁକବଲା କରିବାରେ ପ୍ରେରିତ କରିଥାଏ।ଯଦି ଏମାନେ ନିଜ ବ୍ୟକ୍ତି ସହିତ ମୁକବଲା କରିଥାନ୍ତି ତେବେ ତାହାର ଆନନ୍ଦ ନେଇଥାନ୍ତି କିନ୍ତୁ ଜଦି କୌଣସି ଅନ୍ୟ ବ୍ୟକ୍ତି ସହିତ ଏମାନଙ୍କ ମୁକବଲା ଥାଏ ତେବେ ଏମାନଙ୍କୁ ହରାଇବା ବହୁତ କଷ୍ଟ ହୋଇଥାଏ।

ଚତୁର୍ଥ ରାଶି ହେଉଛି ମକର ରାଶି:-ଏମାନେ ବହୁତ ଜିଦି ହୋଇଥାନ୍ତି ଏମାନଙ୍କ ଜୀବନ ସବୁ ଜରୁରୀ ଜିନିଷ ସହିତ ମୁକାବିଲା କରିବା ଏବଂ ଜିତିବାର ଆଖ ପାଖରେ ବୁଲିଥାଏ।

ଏହାପରେ ପଞ୍ଚମ ରାଶି ହେଉଛି କୁମ୍ଭ ରାଶି:-ଏହା ଜାଣିବା କଷ୍ଟକର ହୋଇଥାଏଯେ କେତେବେଳେ କୁମ୍ଭ ରାଶିର ଜାତକ ମୁକାବିଲାରେ ପାଦ ରଖିସାରିଛନ୍ତି।ସେମାନେ ମଧ୍ୟ ଏହି କଥା ଜାଣିନଥାନ୍ତି ଯେ ପର୍ଯ୍ୟନ୍ତ ପ୍ରତିଯୋଗିତାରେ କୌଣସି କ୍ଷତି ହୋଇନଥାଏ।ସେମାନେ ଭିତରୁ ପ୍ରତ୍ୟେକ ଜିନିଷରେ ବେଷ୍ଟ ଏବଂ ନିଖୁଣ ରହିବାକୁ ଚାହିଁଥାନ୍ତି।

Leave a Reply

Your email address will not be published. Required fields are marked *