November 21, 2024

Odia Express

Here, There and Everywhere

ଏହିଦିନ ଆପଣଙ୍କୁ କିନ୍ନର ଦେଖାହେଲେ ଏହି କାର୍ଯ୍ୟ ନିଶ୍ଚିତ କରନ୍ତୁ – ଆପଣଙ୍କ ଭାଗ୍ୟ ଚମକିଯିବ..

ନମସ୍କାର ସାଙ୍ଗମାନେ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଜଣାଇବାକୁ ଯାଉଛୁ ଏହି ଦିନ ଯଦି ଆପଣଙ୍କୁ କିନ୍ନର ଦେଖାଯାନ୍ତି ତେବେକଣ କରିବ ଉଚିତ?ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୂର୍ଣ୍ଣ ପଢନ୍ତୁ।କିନ୍ନର ସମାଜକୁ ତୃତୀୟ ବର୍ଗ ମନାଯାଇଥାଏ।ଯେବେଠାରୁ ଦୁନିଆ ଆରମ୍ଭ ହୋଇଛି ସେବେଠାରୁ ଏହି ସୃଷ୍ଟିରେ କିନ୍ନର ମହଜୁଦ ଅଛନ୍ତି।ଏହାର ଉଲ୍ଲେଖ ପୁରାଣ ଏବଂ ପୌରାଣିକ କଥାରେ ମଧ୍ୟ କରାଯାଇଛି।ପୁରାଣରେ ଲେଖାଯାଇଛି ଯେ ସୃଷ୍ଠିର ଆରମ୍ଭରୁ ଭଗବାନ ବ୍ରହ୍ମା ନିଜ ଯୋଗ ଶକ୍ତି ବଳରୁ ପୁରୁଷଙ୍କୁ ଉତ୍ପର୍ଣ୍ଣ କରିଥିଲେ।ଯୋଗ ଦ୍ୱାରା ମନୁଷ୍ୟ ଏବଂ ଯିବଙ୍କୁ ଉତ୍ପର୍ଣ୍ଣ କରିବାପାଇଁ ବହୁତ ସମୟ ଲାଗୁଥିଲା।ଏବଂ ଏଥିପାଇଁ ଭଗବାନ ଶିବ ନିଜ ଶରୀରର ଅଧା ଭାଗରୁ ଜଣେ ସ୍ତ୍ରୀଙ୍କୁ ଉତ୍ପର୍ଣ୍ଣ କରିଥିଲେ।ଏବଂ ଭଗବାନ ଶିବ ଅଧା ନାରୀଶ୍ୱର ରୂପରେ ପ୍ରକଟ ହୋଇଥିଲେ।ଅର୍ଦ୍ଧ ନାରୀଶ୍ୱର ରୂପରେ ଭାଗବାନ ଶିଵ ନା ପୂର୍ଣ୍ଣ ରୂପରେ ପୁରୁଷ ଥିଲେ ନା ପୂର୍ଣ ରୂପରେ ସ୍ତ୍ରୀ।

ଅର୍ଦ୍ଧ ନାରୀଶ୍ୱର ରୂପରେ ସୃଷ୍ଟିରେ ଯେଉଁଠାରେ ସ୍ତ୍ରୀ ରୂପଙ୍କର ଉତ୍ପର୍ଣ୍ଣ ହୋଇଥିଲା ସେହିଠାରେ କିନ୍ନରଙ୍କର ମଧ୍ୟ ପରିକଳ୍ପନାହୋଇଥିଲା।ଏଥିପାଇଁ ଭଗବାନ ଶିବହିଁ କିନ୍ନରଙ୍କୁ ସୃଷ୍ଟିକୁ ଆଣିଥିବାର ମନାଯାଇଥାଏ।ଜୋତିଶ ଶାସ୍ତ୍ର ଅନୁସାରେ ବୁଦ୍ଧ ଗ୍ରହ ନପୁଂସକ ମନାଯାଇଥାଏ।ଏଥିପାଇଁ କିନ୍ନର ମାନଙ୍କ ଠାରେ ବୁଧ ଗ୍ରହର ବାସ ଥାଏ ବୋଲି ଧାରାଯାଇଥାଏ।ଏଥିପାଇଁ ଏହା କାରଣଯେ ବୁଦ୍ଧ ଗ୍ରହକୁ ଅନୁକୂଳ କରିବା ପାଇଁ କିନ୍ନରଙ୍କର ଜୋତିଶ ଶାସ୍ତ୍ରରେ ବହୁତ ମହତ୍ୱ ବତାଯାଇଛି।

ପୁରାଣ ଶାସ୍ତ୍ର ଅନୁସାରେ ବୁଧ ଗ୍ରହର ସମ୍ବନ୍ଧ ବେପାର, ବୁଦ୍ଧି, ବୈବାହିକ ଜୀବନ, ତ୍ୱଚା ଏବଂ ଧନରେ ଥିବା କାରଣରୁ ଜୋତିଶ ଶାସ୍ତ୍ରରେ ବୁଦ୍ଧ ଗ୍ରହର ନିଜର ଏକ ଖାସ ସ୍ଥାନ ଅଛି।ଏବଂ ଏହାକୁ ଅନୁକୂଳ ଏବଂ ଜାଗୃତ କରିବାର ଉପଦେଶ ମଧ୍ୟ ଦିଆଯାଇଛି।ବୁଧବାର ଦିନ ବୁଧ ଗ୍ରହ ସହିତ ସମ୍ବନ୍ଧିତ ଅଛି ଏବଂ କିନ୍ନର ମାନେ ମଧ୍ୟ ବୁଧ ସହିତ ସମ୍ବନ୍ଧ ରଖିଥାଆନ୍ତି।ଏଥିପାଇଁ ବୁଧବାର ଦିନ କିନ୍ନରଙ୍କ ସହିତ ସମ୍ବନ୍ଧିତ ଏହି ଉପାୟ ଅବଲମ୍ବନ କରିବା ସମସ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ।

ଜୋତିଶ ଶାସ୍ତ୍ର ଅନୁସାରେ କୁହାଯାଇଛିଯେ ବୁଧ ବାର ଦିନ ଆପଣଙ୍କୁ ଯଦି କିନ୍ନର ଦେଖାଯାନ୍ତି ତେବେ ତାଙ୍କୁ ଭଲ ମନ୍ଦ କହି ଯିବାକୁ ଦିଅନ୍ତୁ ନାହିଁ।ତାଙ୍କୁ ଏହିଦିନ ନିଷ୍ଟିତ କୌଣସି ଧନ ଦାନ କରନ୍ତୁ।ଯଦି କିନ୍ନର ଖୁସି ହୋଇ ଆପଣ ଦେଇଥିବା ଧନରୁ ଏକ ଟଙ୍କା ମଧ୍ୟ କାଢି ଯଦି ଆପଣଙ୍କୁ ଦିଅନ୍ତି ତେବେ ତାହାକୁ ଆଣି ନିଜ ପର୍ସରେ ସମ୍ଭାଳି ରଖନ୍ତୁ।ଏହା ଆପଣଙ୍କ ଆର୍ଥିକ ଉର୍ଣ୍ଣତ୍ତି ପାଇଁ ବହୁତ ଶୁଭ ହୋଇଥାଏ।

ଶାସ୍ତ୍ର ଅନୁସାରେ ବୁଧ ବାର ଦିନ କିନ୍ନରଙ୍କୁ ସବୁଜରଙ୍ଗର ବସ୍ତ୍ର ଦାନ କରିବା ମଧ୍ୟ ବୁଧର ଶୁଭ ପ୍ରଭାବକୁ ବଢ଼ାଇଥାଏ।ସବୁଜ ରଙ୍ଗ ଏବଂ କିନ୍ନର ଦୁଇଜଣ ବୁଦ୍ଧ ଗ୍ରହ ସହିତ ସମ୍ଭନ୍ଧିତ ଥାନ୍ତି ଏଥିପାଇଁ ଜୋତିଶ ଶାସ୍ତ୍ରରେ କିନ୍ନରଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦେବା ଶୁଭ ବତାଯାଇଛି।ତେବେ ସାଙ୍ଗମାନେ ଏହିଦିନ କିନ୍ନର ଦେଖାହେଲେ ଏହି କାର୍ଯ୍ୟ ନିଶ୍ଚିତ କରନ୍ତୁ।

Leave a Reply

Your email address will not be published. Required fields are marked *