ବାଛନ୍ତୁ ବୁଦ୍ଧ ମହାତ୍ମାଙ୍କ ଏକ ଛବି,ଆଉ ଜାଣନ୍ତୁ ନିଜ ବିଷୟରେ ଏକ ଜରୁରୀ କଥା – ଆପଣ କେତେ ସାହସୀ ଓ କେତେ ଚତୁର ନିଶ୍ଚୟ ଜାଣିରଖନ୍ତୁ..
ସାଙ୍ଗ ମାନେ ବୌଦ୍ଧ ଧର୍ମ ଶାନ୍ତି ର ସନ୍ଦେଶ ଦେଇଥାଏ।ଏକ ରାଜକୁମାର ହୋଇଥିବା ସତ୍ତ୍ୱେ ମହାରାଜା ବୁଦ୍ଧ ନିଜ ରାଜପଦ ଛାଡ଼ିଲେ ଓ ମାତ୍ର ଏକ ସନ୍ୟାସୀ ଭଳି ନିଜ ଜୀବନ ଅତିବାହିତ କଲେ।ସେ ନିଜ ଜ୍ଞାନ କୁ ନିଜ ଭିତରେ ରହିବାକୁ ନଦେଇ ଅନ୍ୟ ମାନଙ୍କ ଭିତରେ ପ୍ରସାରିତ କଲେ।ଆଜି ଦେଶ ବିଦେଶ ରେ ଲକ୍ଷ୍ୟ ଲକ୍ଷ ଲୋକ ତାଙ୍କ ଆଦର୍ଶରେ ଚାଲୁଛନ୍ତି।କୁହାଯାଏ କି ବୁଦ୍ଧ ଙ୍କ ଆଦର୍ଶରେ ଚାଲୁଥିବା ବ୍ୟକ୍ତିଙ୍କୁ ଜୀବନର ସତ୍ୟ ଜଣ ପଡିଯାଇଥାଏ।ଆଜି ମୁ ବୁଦ୍ଧ ଙ୍କ ସହ ଜଡ଼ିତ ଏକ କ୍ୱିଜ ଆଣିଚି ଯାହାଦ୍ଵାରା ଆପଣ ଜାଣି ପାରିବେ ଆଗାମୀ ଜୀବନରେ ଆପଣକଂ ସହିତ କଣ ଘଟିବ।
ଆପଣଙ୍କ ସାମ୍ନା ରେ କିଛି ଛବି ରହିଛି ଯେଉଁ ଥିରେ ବୁଦ୍ଧ ଙ୍କ ପାଞ୍ଚଟି ଅଲଗା ଅଲଗା ସ୍ୱରୂପ ରହିଛି। ଆପଣଙ୍କୁ କେଉଁ ଛବି ଭଲ ଲାଗୁଛି ତାହା ଆପଣଙ୍କ ଭବିଷ୍ୟତକୁ ନିର୍ଧାରଣ କରିବ।
ପ୍ରଥମ ଛବି ଯଦି ଆପଣଙ୍କୁ ଭଲ ଲାଗୁଚି ତ ଆପଣ ମାଟି ସହିତ ଯୋଡି ହୋଇ ରହିବାକୁ ଭଲ ଲାଗେ।ଆପଣ ସବୁ ପରିସ୍ଥିତିରେ ଶାନ୍ତ ରହିବାକୁ ଚାହାଁନ୍ତି।ଆପଣ ଚାହାଁନ୍ତି କି ସବୁ ସ୍ଥିତିରେ ସନ୍ତୁଳନ ବନାଇ ରଖିବେ।ଆପଣ ଆପଣଙ୍କ ଛବିକୁ ନେଇ ଜାଗୃତ ରହନ୍ତି।
ଯଦି ଆପଣକୁ ବୁଦ୍ଧଙ୍କ ଦ୍ଵିତୀୟ ଛବି ଭଲ ଲାଗୁଚି ତ ଆପଣ ମଜବୁତ୍ ଶ୍ରେଣୀର ଲୋକ ଅଟନ୍ତି।ଆପଣକୁ ସ୍ୱତନ୍ତ୍ରତା ଭଲ ଲାଗେ ଓ ଆପଣଙ୍କୁ କେହି ବି ଆପଣଙ୍କ ସ୍ଥାନରୁ ହଟାଇ ପାରିବେ ନାହିଁ।ଆପଣଙ୍କୁ କୌଣସି ପ୍ରକାର କଷ୍ଟ ଉଠେଇବାକୁ ପସନ୍ଦ ନୁହେଁ।
ଯଦି ଆପଣକୁ ତୃତୀୟ ଛବି ପସନ୍ଦ ଆସୁଚି ତ ଆପଣ ବହୁତ୍ ଧୈର୍ଯ୍ୟ ବାନ ଅଟନ୍ତି।ଆପଣ ବହୁତ୍ ବିଶ୍ଵସ୍ତ ଓ ସମର୍ପିତ ଶ୍ରେଣୀର ବ୍ୟକ୍ତି ଅଟନ୍ତି।ଆପଣ କାହାକୁ କଷ୍ଟ ଦେବାକୁ ଚାହାଁନ୍ତି ନାହିଁ।ଏମାନଙ୍କ ଉପରେ ଭରସା ମଧ୍ୟ କରାଯାଇପାରିବ।ଆପଣକୁ ଏହା ଧ୍ୟାନ ରଖିବାକୁ ହେବା ଯେ ସମସ୍ୟା ମାନଙ୍କ ଠାରୁ ମୁକ୍ତି ପାଇବାର ଏକମାତ୍ର ରାସ୍ତା ହେଉଛି ତାଙ୍କ ସାମ୍ନା କରିବା।
ବୁଦ୍ଧଙ୍କ ଚତୁର୍ଥ ଛବି ଯେଉଁ ମାନେ ବାଛିଛନ୍ତି ସେମାନେ ନିଜ ଅପେକ୍ଷା ଅନ୍ୟ ମାନଙ୍କ କଥା ପ୍ରଥମେ ଭାବିଥାନ୍ତି।ଯେବେ କାହାକୁ ସାହାଯ୍ୟ ର ଦରକାର ଥାଏ ଏମାନେ ଆଗୁଆ ଥାଆନ୍ତି।ଆପଣ ବହୁତ୍ ନମ୍ର ଓ ସ୍ଵତନ୍ତ୍ର ସ୍ଵଭାବ ର ବ୍ୟକ୍ତି ହୋଇଥାନ୍ତି।ଆପଣକୁ କେଉଁ ବନ୍ଧନ ବାନ୍ଧିକରି ରଖି ପାରିବ ନାହିଁ।ଆପଣ ଆପଣଙ୍କ ଆଖପାଖ ଲୋକଙ୍କ ପାଇଁ ବହୁତ୍ କିଛି କରନ୍ତି।
ବୁଦ୍ଧଙ୍କ ପଞ୍ଚମ ଛବି କୁହେ କି ଆପଣ ବହୁତ୍ ମହତ୍ୱାକାଙ୍କ୍ଷୀ ବ୍ୟକ୍ତି ଅଟନ୍ତି।ଆପଣ ରଚନାତ୍ମକ ସ୍ଵଭାବ ର ବ୍ୟକ୍ତି ଅଟନ୍ତି।ଆପଣଙ୍କୁ ସ୍ଵୟଂ ଉପରେ ବିଶ୍ୱାସ କରିବାକୁ ପଡ଼ିବ।ଆପଣକୁ ଯେଉଁ ଶକ୍ତି ଦରକାର ତାହା ଆପଣଂକ ଭିତରେ ହିଁ ଲୁଚି ରହିଥାଏ।