R ଏବଂ H ନାମ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ – କେଉଁ ନାମର ଲୋକ ଅଧିକ ଶକ୍ତିଶାଳୀ ହେଇଥାନ୍ତି ଓ କାହାର କେଉଁ କାମ ଅଧିକ ପସନ୍ଦ ହେଇଥାଏ..
1 min readନମାସ୍କର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲ ଦ୍ୱାରା ଆମେ ଜାଣିବା R ନାମ ଏବଂ H ନାମ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ?ଯଦି ଏମାନେ ବୈବାହିକ ଜୀବନରେ ସାଙ୍ଗରେ ଆସନ୍ତି ତେବେ ଏମାନଙ୍କ ଜୀବନ କିପରି ହୋଇଥାଏ?ଏମାନଙ୍କୁ କଣ କଣ ଅସୁବିଧା ବୈବାହିକ ଜୀବନରେ ଆସିଥାଏ ?ଏବଂ ତାହାର ଉପଚାର କଣ ହୋଇଥାଏ?
ପ୍ରଥମ ପଏଣ୍ଟ:-ବ୍ୟକ୍ତିତ୍ୱ।R ଆକ୍ଷରକୁ ନ୍ୟୁମୋରଲୋଜି ହିସାବରେ ୯ ଅଙ୍କ ବୋଲି ମନାଯାଇଥାଏ ଯାହାକି ସହିଷ୍ଣୁତା, ବୁଦ୍ଧି ଏବଂ ମାନବତାର ପ୍ରତୀକ ହୋଇଥାଏ।ଏହାଛଡା ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଭଲ ହୋଇଥାଏ।ଏମାନେ ବହୁତ ପ୍ରଭାବଶାଳି ବ୍ୟକ୍ତି ହୋଇଥାଆନ୍ତି।କିନ୍ତୁ H ନାମ ଯୁକ୍ତ ଲୋକ ସଂକୋଚ ଏବଂ ସମ୍ବେଦନଶୀଳ ହୋଇଥାଆନ୍ତି।ଏମାନେ ରାହନୀତିକ ଏବଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ରହିଥାଆନ୍ତି।ତେଣୁ ବ୍ୟକ୍ତିତ୍ୱ ମାମଲାରେ R ନାମ ଏବଂ H ନାମ ବ୍ୟକ୍ତିଙ୍କୁ କୌଣସି ଅସୁବିଧା ଆସିନଥାଏ।
ଦ୍ୱିତୀୟ ପଏଣ୍ଟ:-ସ୍ୱଭାବ।R ନାମ ବ୍ୟକ୍ତିଙ୍କ ସ୍ୱଭାବ ଖୁବ ଭଲ ହୋଇଥାଏ।ଏମାନଙ୍କୁ ଲୋକଙ୍କ ସହ ମିଶିବା ଭଲ ଲାଗିଥାଏ।ଏମାନେ ଲୋକଙ୍କ ସହ ଭଲ ଭାବରେ ମିଶିଯାଆନ୍ତି।ନୂଆ ଲୋକଙ୍କ ସହିତ ଏପରି ମିଶନ୍ତି ଯେପରି ସେମାନେ ତାଙ୍କୁ ବହୁତ ଆଗରୁ ଜାଣିଛନ୍ତି।ଏମାନଙ୍କ ସ୍ୱଭାବ ଶାନ୍ତ ଥାଏ।କିନ୍ତୁ କେବେକେବେ ଏମାନେ ରାଗିଯାଇଥାଆନ୍ତି।H ନାମ ଯୁକ୍ତ ବ୍ୟକ୍ତି ସଂକୋଚି ହେବା କାରଣରୁ କେଉଁଠିନା କେଉଁଠି ବଡ଼ ଚିନ୍ତାରେ ରହିଥାଆନ୍ତି।କିନ୍ତୁ R ଏବଂ Hର ଯୋଡିକୁ ସ୍ୱଭାବ ମାମଲାରେ କୌଣସି ଅଡୁବିଧା ଆସିନଥାଏ।
ତୃତୀୟ ପଏଣ୍ଟ:-ଅର୍ଥ ସମ୍ବନ୍ଧୀୟ।R ନାମ ଯୁକ୍ତ ବ୍ୟକ୍ତି ଖୁବ ବୁଦ୍ଧିମାନ ହୋଇଥାଆନ୍ତି।ଏମାନେ ଯୁଆଡେ ଯାଆନ୍ତି ସେଠାରେ ଭଲ ବାଣିଜ୍ୟ କରିପାରନ୍ତି ଏବଂ ଟଙ୍କା ମଧ୍ୟ ରୋଜଗାର କରିପାରନ୍ତି।H ନାମ ବ୍ୟକ୍ତି ମଧ୍ୟ ବୁଦ୍ଧିମାନ ହୋଇଥାଆନ୍ତି।ଏମାନଙ୍କ ମସ୍ତିସ୍କର ଶକ୍ତି ଅଧିକ ହୋଇଥାଏ।ଏହି କାରଣରୁ ଏମାନେ କେଉଁଠାରୁ ହେଲେ ମଧ୍ୟ ନିଜ ବୁଦ୍ଧି ଦ୍ୱାରା ଟଙ୍କା ରୋଜଗାର କରିପାରନ୍ତି।ତେବେ ଅର୍ଥ ସମ୍ବନ୍ଧୀୟ ମାମଲାରେ ମଧ୍ୟ କୌଣସି ଅସୁବିଧା ଆସିନଥାଏ।
ଚତୁର୍ଥ ପଏଣ୍ଟ:-ବ୍ୟବହାର।R ନାମ ବ୍ୟକ୍ତି ଶାନ୍ତ ହେବା କାରଣରୁ ଏମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ।ଏମାନେ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥାନ୍ତି।ଲୋକମାନେ ଏମାନଙ୍କୁ ପସନ୍ଦ କରିଥାଆନ୍ତି କାରଣ ଏମାନେ ଦୟାଳୁ ମଧ୍ୟ ହୋଇଥାଆନ୍ତି।ଏବଂ H ନାମ ବ୍ୟକ୍ତିଙ୍କୁ ମଧ୍ୟ ଲୋକମାନେ ପସନ୍ଦ କରିଥାଆନ୍ତି।କାରଣ ଏମାନେ ମଜାଲିଆ ହୋଇଥାଆନ୍ତି ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ଭଲ ହୋଇଥାଏ।ତେବେ R ଏବଂ H ନାମ ବ୍ୟକ୍ତିଙ୍କୁ ବ୍ୟବହାର ମାମଲାରେ କୌଣସି ଅସୁବିଧା ଆସିନଥାଏ।
ପଞ୍ଚମ ପଏଣ୍ଟ:-ଜୀବନ।R ନାମ ବ୍ୟକ୍ତି ଜୀବନକୁ ଉପଭୋଗ କରିବା ଦୃଷ୍ଟିରୁ ଦେଖନ୍ତି।ଏମାନଙ୍କୁ ଯାହା ଇଚ୍ଛା ହୋଇଥାଏ ତାହା ପୁରା କରିବାକୁ ଚେଷ୍ଟା କରିଥାଆନ୍ତି।ଏମାନେ ଉତ୍ସାହୀ ପ୍ରକୃତିର ହେବା କାରଣରୁ ଏମାନେ ନିଜ ଜୀବନକୁ ଜିନ୍ଦାଦିଲରେ ବଞ୍ଚନ୍ତି।H ନାମ ବ୍ୟକ୍ତି ସଂକୋଚି ହେବା କାରଣରୁ ଜୀବନକୁ ଅଲଗା ଦୃଷ୍ଟିରେ ଦେଖିଥାଆନ୍ତି।ଏମାନେ ଜୀବନରେ ଯାହା ଚାଲିଛି ତାହା ଚାଲିବାକୁ ଦେଇଥାଆନ୍ତି।ତେଣୁ ଜୀବନ ମାମଲାରେ R ଏବଂ H ନାମ ବ୍ୟକ୍ତିଙ୍କୁ ଛୋଟମୋଟ ଅସୁବିଧା ଆସିପାରେ।
ଷଷ୍ଠ ପଏଣ୍ଟ:-ଆଧ୍ୟାତ୍ମିକତା।R ନାମ ବ୍ୟକ୍ତି ଧାର୍ମିକ ହୋଇଥାଆନ୍ତି।ଏମାନେ ଈଶ୍ୱରଙ୍କ ଉପରେ ଶ୍ରଦ୍ଧା ଏବଂ ବିଶ୍ୱାସ ରଖନ୍ତି।H ନାମ ବ୍ୟକ୍ତି ମଧ୍ୟ କେବେ କେବେ ନିଜ ଇଚ୍ଛାର ମାଲିକ ହୋଇଥାଆନ୍ତି କିନ୍ତୁ ଏମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି।ତେବେ ଆଧ୍ୟାତ୍ମିକତା ମାମଲାରେ R ଏବଂ H ନାମର ଯୋଡିକୁ କୌଣସି ଅସୁବିଧା ଆସିନଥାଏ।
ସପ୍ତମ ପଏଣ୍ଟ:-ଖରାପ ଗୁଣ।R ନାମ ବ୍ୟକ୍ତି କେବେ କେବେ ବହୁତ ଜିଦି ହୋଇଯାଆନ୍ତି।ଏବଂ କାହା କଥା ଶୁଣି ନଥାନ୍ତି।H ନାମ ବ୍ୟକ୍ତି ସଂକୋଚି ହେବା କାରଣରୁ କେବେକେବେ ଗର୍ବୀ ମଧ୍ୟ ହୋଇଯାଆନ୍ତି।ଏବଂ ଏମାନେ ମଧ୍ୟ କେବେକେବେ କାହାର କଥା ଶୁଣିବାକୁ ପ୍ରସ୍ତୁତ ହୋଇନଥାଆନ୍ତି।ତେବେ ଏମାନଙ୍କୁ ନିଜ ନିଜରଖରାପ ଅଭ୍ୟାସ ବୁଝିବାକୁ ପଡ଼ିବ ନଚେତ ଏହା ଦ୍ବାରା ଏମାନେ ଅସୁବିଧାର ସାମ୍ନା କରିପାରନ୍ତି।