June 26, 2025

Odia Express

Here, There and Everywhere

୧୦ଟି ଏପରି ଗଛ ଯାହା ବହୁତ ସୌଭାଗ୍ୟଶାଳି ହୋଇଥାଏ – ନିଶ୍ଚୟ ଜାଣିରଖନ୍ତୁ ଓ ଆଜି ନିଜ ଘରେ ଆଣିକି ରଖନ୍ତୁ..

1 min read

ନମାସ୍କର ସାଙ୍ଗମାନେ।ଆଜି ଆମେ ଆପଣଙ୍କୁ କିଛି ବିଶେଷ ଗଛ ବିଷୟରେ ଜଣାଇବୁ।କିଛି ଏପରି ଗଛ ଥାଏ ଯାହା କୁହାଯାଇଥାଏ ଯେ ଘରକୁ ଖୁସି ଏବଂ ଉତମ ସ୍ୱାସ୍ଥ୍ୟରେ ଭରି ଦେଇଥାଏ।ଆସନ୍ତୁ ଆଜି ଏହି ଆର୍ଟିକିଲରେ ୧୦ଟି ବହୁତ ସୌଭାଗ୍ୟଶାଳୀ ଗଛ ବିଷୟରେ ଜାଣିବା।ଯଦି ଆପଣଙ୍କ ଘର ପାଇଁ କିମ୍ବା କାହାକୁ ଦେବାପାଇଁ ଜଦି ଆପଣଙ୍କୁ ଗଛ ଆଣିବାର ଥାଏ ତେବେ ଏହି ଆର୍ଟିକିଲରୁ ଆପଣଙ୍କୁ ବିଶେଷ ସାହାଯ୍ୟ ମିଳିପାରିବ।ତେବେ ଆସନ୍ତୁ ଜାଣିବା ଏହି ୧୦ଟି ଗଛ ବିଷୟରେ ଯାହା ଆପଣଙ୍କ ଘରକୁ ଅନିଥାଏ ସୁଖ ଏବଂ ଶୋଭାଗ୍ୟ।ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୁର୍ଣ୍ଣ ପଢନ୍ତୁ।

ପ୍ରଥମ ଗଛ:-ପ୍ଲାମ।ଏହା କୁହାଯାଇଥାଏ ଯେ ପ୍ଲାମ ଗଛ ଦ୍ୱାରା ନକରତ୍ମକ ଉର୍ଜା ନଷ୍ଟ ହୋଇଥାଏ।ଏହାଦ୍ୱାରା ଆପଣ ନିଜ ଘରକୁ ସକାରତ୍ମକ ଉର୍ଜା ଆଣିପାରିବେ।

ଦ୍ୱିତୀୟ ଗଛ:- ମନି ପ୍ଲାଣ୍ଟ।ଭାରତୀୟ ଗ୍ରୁହରେ ଏହା ଏକ ଇନଡୋର ପ୍ଲାଣ୍ଟ ହିସାବରେ ବିବେଚିତ ହୋଇଥାଏ।ଏହାଘରେ ସବୁଜତ୍ୱ ଭାରିଦେଇଥାଏ।କୁହାଯାଇଥାଏ ଯେ ଏହା ଏକ ଲକି ପ୍ଲାଣ୍ଟ ଅଟେ।ମନି ପ୍ଲାଣ୍ଟ ଲଗାଇବାଦ୍ୱାରା ଘରକୁ ସୌଭାଗ୍ୟ ଆସିଥାଏ।

ତୃତୀୟ ଗଛ:-ଅରକେଡ।ନିଜ ଘରେ ଶାନ୍ତିଭରା ମହଲ ବନେଇବାପାଇଁ ଏହି ଗଛକୁ ଘରେ ଜାଗା ଦିଅନ୍ତୁ।ଯେଉଁ ଲୋକମାନଙ୍କ ନୂଆ ନୂଆ ବିବାହ ହୋଇଛି ଏବଂ ଆପଣ ତାଙ୍କୁ ଦେବାପାଇଁ କୌଣସି ଭଲ ବିକଳ୍ପ ଖୋଜୁଛନ୍ତି ତେବେ ଅରକେଡ଼ ଏକ ଭଲ ବିକଳ୍ପ ଅଟେ।

ଚତୁର୍ଥ ଗଛ:-ମୋର୍ଣିଂ ଗ୍ଲୋରି।କୁହାଯାଇଥାଏ ଯେ ଏହି ଗଛ ଘରେ ଶାନ୍ତି ଏବଂ ସୁଖ ଆଣିଥାଏ।ଯଦି ଆପଣଙ୍କ ଘରେ ଏହି ଦୁଇ ଜିନିଷ ର କମି ଅଛି ତେବେ ଅନ୍ୟ ଗଛ ସହିତ ଏହି ଗଛ ମଧ୍ୟ ଘରକୁ ଆଣନ୍ତୁ।ଏହା ମଧ୍ୟ ଧରାଯାଇଥାଏ ଯେ ଯେଉଁ ମାନଙ୍କୁ ରାତିରେ ନିଦ ଆସିନଥାଏ ଏବଂ ସେମାନେ ତକିଆ ତଳେ ଏହାର ମଞ୍ଜି ରଖି ଶୁଅନ୍ତି ତେବେ ସୁଖ ନିଦ ଆସିଥାଏ।

ପଞ୍ଚମ:-ପଦ୍ମ।ପଦ୍ମକୁ ଶୁଦ୍ଧତା ଏବଂ ଶାନ୍ତିର ପ୍ରତୀକ ମନାଯାଇଥାଏ।ଏହାକୁ ନିଜ ବଗିଚାରେ ଲଗାଇବା ସୌଭାଗ୍ୟର ପ୍ରତୀକ ଅଟେ।

ଷଷ୍ଠ:-ପିସଲିଲି।ସବୁଜ ପତ୍ର ସହିତ ଏହି ଗଛ ନିଜ ଧଳା ଫୁଲ ସହିତ ବହୁତ ଭାଗ୍ୟଶାଳୀ ହୋଇଥାଏ।ଏହାକୁ ଘରେ ଲଗାଇବାଦ୍ୱାରା ଏହା ପବନର ବିଶୁଦ୍ଧତା ଭଲ କରିଦେଇଥାଏ।

ସପ୍ତମ:-କ୍ୟାକଟସ।ଏହା କୁହାଯାଇଥାଏ ଯେ ଯଦି କ୍ୟାକଟସ ରେ ଫୁଲ ହୋଇଥାଏ ତେବେ ଏହା କୌଣସି ଶୁଭ ସମାଚାର ଆଣିଥାଏ।ଏହା ମଧ୍ୟ ଘରକୁ ସଜାଇଥାଏ।

ଅଷ୍ଟମ:-ରୋଜ ମେରି।ରୋଜ ମେରିର ଗଛ ମସ୍ତିସ୍କକୁ ଶାନ୍ତ କରାଇଥାଏ।ଏହାକୁ ଘରେ ଲଗାଇବାଦ୍ୱାରା ନକରତ୍ମକ ଉର୍ଜା ଦୂର ହୋଇଥାଏ।

ନବମ:-ଜସମୀନ।ଜସମିନ ଗଛ ଯଦି ଆପଣ ଘରେ ଲଗାଉଛନ୍ତି ଏବଂ ଗଛରେ ଫୁଲ ଆସେ ତେବେ ତାହା ଆପଣଙ୍କ ଘରର ମହଲକୁ ରୋମାଣ୍ଟିକ କରିଥାଏ।ଏହା ଘରକୁ ପ୍ରେମ ଟଙ୍କା ଏବଂ ସୁଖରେ ଭାରିଦେଇଥାଏ।

ଦଶମ:-ହାନିଷ୍କଲ।ହାନିଷ୍କଲକୁ ଘରେ କଗାଇବାଦ୍ୱାରା ଏହା ଆର୍ଥିକ ସ୍ଥିତିରେ ସୁଧାର କରିଥାଏ।ଏବଂ ଏହା ମନାଯାଇଥାଏ ଯେ ସେଏହାର ବାସ୍ନା ମସ୍ତିଷ୍କର କବାଟ ଖୋଲିଦେଇଥାଏ।

Leave a Reply

Your email address will not be published. Required fields are marked *