June 21, 2025

Odia Express

Here, There and Everywhere

କିପରି ହୋଇଥାଆନ୍ତି K ନାମର ଏବଂ M ନାମର ଥିବା ବ୍ୟକ୍ତି – କିଏ ଅଧିକ ଶକ୍ତିଶାଳୀ ଓ କେଉଁ ଗୁଣ କାହାର ଅଧିକ ଭଲ ଜାଣିରଖନ୍ତୁ..

1 min read

ନମାସ୍କର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ ଜଣାଇବାକୁ ଯାଉଛୁ କିପରି ହୋଇଥାନ୍ତି K ନାମ ଯୁକ୍ତ ଏବଂ କିପରି ହୋଇଥାଆନ୍ତି M ନାମ ଯୁକ୍ତ ବ୍ୟକ୍ତି।ଏଠାରେ ଆମେ ଉଦାହରଣ ନେବା K ନାମରେ କଟ୍ରିନା କାଫ।ଏବଂ M ନାମରେ ମଲାଇକା ଅରୋରାଙ୍କର।ତେବେ ଆସନ୍ତୁ ସର୍ବପ୍ରଥମେ ଜାଣିବା କିପରି ହୋଇଥାଆନ୍ତି K ନାମ ଥିବା ବ୍ୟକ୍ତି।ଯେଉଁ ବ୍ୟକ୍ତିଙ୍କ ନାମ K ଆକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ଜୀବନରେ ସବୁ କିଛି ହାସିଲ କରିଥାଆନ୍ତି।ଏମାନେ ରହସ୍ୟମୟୀ ଏବଂ ଅଳ୍ପ ଅଳ୍ପ ଲାଜକୁଳା ହୋଇଥାଆନ୍ତି।ଏମାନେ ଭାବୁକ କିସମର ମଧ୍ୟ ହୋଇଥାଆନ୍ତି।ଏମାନେ ନିଜକୁ ଆକର୍ଷକ କରିବା ଜାଣିଛନ୍ତି।ଏମାନେ ହୃଦୟରୁ ପ୍ରେମ କରନ୍ତି।ଏବଂ ନିଜ ହୃଦୟ ପାଖରେ ଥିବା ବ୍ୟକ୍ତିଙ୍କ ଧ୍ୟାନ ରଖିଥାଆନ୍ତି।ଯେପରି ବଲିଉଡର ଆକ୍ଟରେସ କଟ୍ରିନା କାଫ।ଲୋକଙ୍କ ସହିତ ମିଶିଯିବା ଲୋକଙ୍କ ସହ କିପରି ବ୍ୟବହାର କରିବା ମଧ୍ୟ ଭଲ ଭାବରେ ଜାଣିଛନ୍ତି।

K ନାମ ଥିବା ଲୋକ ସବୁବେଳେ କିଛିନା କିଛି ଭାବୁଥାଆନ୍ତି।ଏମାନେ ଶାନ୍ତିପ୍ରିୟ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପ୍ରକୃତିର ହୋଇଥାଆନ୍ତି।ଏମାନେ ଅନ୍ୟମାନଙ୍କ ସହ ବହୁତ ଭଲ ଭାବରେ କାମ ମଧ୍ୟ କରିପାରନ୍ତି।ଅନ୍ୟମାନଙ୍କ ପାଇଁ ବୋହୁତ ସହାୟକ ମଧ୍ୟ ହୋଇପାରନ୍ତି।କିଛି ମାମଲାରେ ଅନ୍ୟ ମାନଙ୍କ ଉପରେ ନିର୍ଭର ମଧ୍ୟ କରିଥାଆନ୍ତି।ଏମାନେ ଏକାନ୍ତ ବୋହୁତ ଅଧିକ ଭଲ ପାଇଥାଆନ୍ତି।ଲାଜକୁଳା ହୋଇଥିଲେ ମଧ୍ୟ ଆକର୍ଷକ ହୋଇଥାଆନ୍ତି।K ଆକ୍ଷର ବ୍ୟକ୍ତିମାନେ ଏମାନେ ବିଶ୍ୱାସନୀୟ ମଧ୍ୟ ହୋଇଥାଆନ୍ତି।ଏମାନେ ଅନ୍ୟମାନଙ୍କ ପାଇଁ ବହୁତ ଭଲ ହୋଇଥାଆନ୍ତି।ଯେପରି କଟ୍ରିନା କାଫ।ବୋଲିଉଡ଼ରେ କଟ୍ରିନାଙ୍କ ବିଷୟରେ ଭଲ କଥା ଶୁଣିବାକୁ ମିଳିଥାଏ।ଏମାନେ ଭରଷା ଯୋଗ୍ୟ ମଧ୍ୟ ହୋଇଥାଆନ୍ତି।ଏମାନେ ଭଲ ସାଙ୍ଗ ମଧ୍ୟ ହୋଇଥାଆନ୍ତି।K ନାମ ବ୍ୟକ୍ତି ସମ୍ବେଦନଶୀଳ ମଧ୍ୟ ହୋଇଥାଆନ୍ତି।ପ୍ରତି ଜିନିଷକୁ ନେଇ ଏମାନଙ୍କ ଭିତରେ ଖୁବ ଉତ୍ସାହ ଦେଖାଦେଇଥାଏ।ଏମାନେ ନିଜ ପ୍ରେମ ଜୀବନକୁ ଚିନ୍ତାଶୀଳ ଭାବରେ ନେଇଥାଆନ୍ତି।

K ଆକ୍ଷର ବ୍ୟକ୍ତି ଧ୍ରୁଢ଼ ଇଚ୍ଛା ଶକ୍ତି ଯୁକ୍ତ ହୋଇଥାଆନ୍ତି।ପ୍ରଭାବ ଶାଳି ହୋଇଥାଆନ୍ତି।ଏମାନେ ସହଜରେ ହାର ମାନିନଥାନ୍ତି।ଏମନଙ୍କ ଖରାପ ଗୁଣ ହେଉଛି କିଛି ଥର ଏମାନେ ନିଜ ଜୀବନରେ ଅସନ୍ତୁଷ୍ଟ ହୋଇଯାଆନ୍ତି।

ଏବେ ଆସନ୍ତୁ ଜାଣିବା M ଆକ୍ଷର ଥିବା ବ୍ୟକ୍ତିଙ୍କ ବିଷୟରେ।ଏହାକୁ ମଲାଇକା ଅରୋରାଙ୍କର।ମ ଆକ୍ଷର ଯୁକ୍ତ ବ୍ୟକ୍ତି ପ୍ରତିଟି ଛୋଟ ବଡ଼ କଥାକୁ ହୃଦୟକୁ ନେଇଯାଆନ୍ତି।ଏଥିପାଇଁ ଏମାନଙ୍କ ହୃଦୟ ଜଲଦି ଭାଙ୍ଗିଯାଇଥାଏ।ପ୍ରେମ ଏମନଙ୍କ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ।ଏଥିପାଇଁ ଏମାନେ ପ୍ରେମ ପାଇଁ ଏମାନେ ବୋହୁତ ଚେଷ୍ଟା କରିଥାଆନ୍ତି।ଏମାନେ ଜିଦି ହୋଇଥାଆନ୍ତି।ଯାହା ଏମାନେ ଭାବିଥାଆନ୍ତି ତାହାକୁ କରିଥାଆନ୍ତି।ଯେପରି ମଲାଇକା ଅରୋରା।ମଲାଇକା ବୋହୁତ ଜିଦି ହୋଇଥାନ୍ତି।

ପ୍ରେମ ଜୀବନରେ ମଧ୍ୟ ମଲାଇକାଙ୍କର ଡିଭର୍ସ ହୋଇଯାଇଛି।M ଆକ୍ଷର ବ୍ୟକ୍ତି ପଇସା ଖର୍ଚ୍ଚ କରିବା ପୂର୍ବରୁ କିଛି ଭାବିନଥାଆନ୍ତି।ଏମନଙ୍କୁ ଭାଗ୍ୟ ସାହାଯ୍ୟ କରିଥାଏ।M ଆକ୍ଷର ବ୍ୟକ୍ତି ଭାବୁକ ହୋଇଯାଆନ୍ତି ଏବଂ ଜଲ୍ଦି ପ୍ରେମରେ ପଡିଯାଇଥାଆନ୍ତି।ଏବଂ ନିଜ ପ୍ରେମ ପାଇଁ କିଛିଭି କରିପାରନ୍ତି।

Leave a Reply

Your email address will not be published. Required fields are marked *