ଆଉ କାହାର ଭୁଲ୍ ପାଇଁ ଶେଷ ହେଲା ଏଇ କ୍ରିକେଟର ଙ୍କ କ୍ୟାରିୟର – ନିଶ୍ଚୟ ପଢନ୍ତୁ ତାଙ୍କ ବିଷୟରେ..

ଭାରତରେ କ୍ରିକେଟ ଖେଳର ଚାହିଦା ବହୁତ୍ ରହିଛି।ପ୍ରାୟ ଭାରତର ସବୁ ଜାଗାରେ କ୍ରିକେଟ୍ ଖେଳ ହୋଇଥାଏ।କିଛି ଲୋକ କ୍ରିକେଟ କୁ ତାଙ୍କ ସବୁ କିଛି ମାନି ନେଇଥାନ୍ତି।ସ୍ଵାଧୀନତା ପୂର୍ବରୁ ଏହି ଖେଳ ନା ଥିଲା। ଇଂରେଜ ମାନେ ଆକୁ ଭଦ୍ର ବ୍ୟକ୍ତି ମାନଙ୍କ ଖେଳ କହୁଥିଲେ ଓ ଭାରତରେ ଏହାକୁ ଫିରଙ୍ଗି ମାନଙ୍କ ଖେଳ କହିଥାନ୍ତି।ଭାରତରେ କ୍ରିକେଟ ଖେଳର ଆରମ୍ଭ କରିଥିଲେ ଶ୍ରୀ ରଞ୍ଜିତ ସିଂହ ଜଦେଜା।ବିଦେଶ ରେ ଭାରତର ପ୍ରଥମ ବ୍ୟକ୍ତି ଭାବେ ରଞ୍ଜିତ ସିଂହ କ୍ରିକେଟ ଖେଳିଥିଲେ।ଏଥିପାଇଁ ତାଙ୍କ ନାମରେ ରଞ୍ଜି ଟ୍ରଫି ଖେଳା ଯାଉଛି।ଏହା ପରେ ଦିଲୀପ ସିଂହ ଜଦେଜ ଙ୍କ ନାମରେ ଦିଲୀପ ଟ୍ରଫି ଭାରତରେ ଖେଳ ହୋଇଥାଏ।ସେ ବି ଏହି ପରିବାରର ସଦସ୍ୟ ଥିଲେ।
୧ ଫ୍ରେବୁଆରୀ ୧୯୭୧ ରେ ଅଜୟ ଯଦେଜା ଙ୍କ ଜନ୍ମ ହୋଇଥିଲା।ଅଜୟ ପିଲା ବେଳୁ ହିଁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ।ସେ ପିଲା ବେଳୁ ହରିୟାଣା ରଞ୍ଜୀ ଟିମ୍ ପାଇଁ ଖେଳୁଥିଲେ।ଅଜୟ ତାଙ୍କ ଡେବ୍ୟୁ ଶ୍ରୀଲଙ୍କା ବିପକ୍ଷ ବିଶ୍ଵ କପ୍ ରେ କରିଥିଲେ।ଏହାପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ରେ ହରିଯାଇଥିଲା ଯେଉଁଥିରେ ଅଜୟ ମାତ୍ର ୧ ରନ କରିଥିଲେ।ଏହାପରେ ତାଙ୍କ ପ୍ରଦର୍ଶନ ଉଚ୍ଚାଜନକ ଥିଲା।୧୯୯୨ ରେ ସାଉଥ୍ ଆଫ୍ରିକା ବିପକ୍ଷରେ ସେ ତନକ ଟେଷ୍ଟ ଡ଼େବ୍ୟୁ କରିଥିଲେ।ଏହାପରେ ୧୯୯୬ ବିଶ୍ଵକପ ମ୍ୟାଚ୍ ରେ ପାକିସ୍ତାନ ବିପକ୍ଷରେ ସେ ଏକ ଦୃତ ପାଳି ଖେଳିଥିଲେ।
ଯାଦେଜା ଏମିତି ଏକ ଖେଳାଳି ଯିଏ ପଡ଼ିଆରେ ମାଡ଼ ବି ଖାଇଛନ୍ତି।ବେଳେ ବେଳେ ଖେଳାଳି ମାନଙ୍କ ମଧ୍ୟରେ ଏମିତି ଛୋଟ ଘଟଣା ହେଇ ଯାଏ କିନ୍ତୁ ଏହା ବେଳେ ବେଳେ ବଡ଼ ରୂପ ନେଇଥାଏ।ଏମିତି ଏକ ଘଟଣା ଅଜିତ ଙ୍କ ସହ ୧୯୯୨ ରେ ଏମିତି ଏକ ଘଟଣା ହୋଇଥିଲା।ଅଜିତ ଦୁବାଇ ରେ ହୋଇଥିବା ଏକ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଏକ ଓଭର ରେ ତିନି ରନ ଦେଇ ତିନିଟି ୱିକେଟ୍ ନେଇଥିଲେ।ଜାଦେଜା ତେର ଟି ମ୍ୟାଚରେ ଇଣ୍ଡିଆ ପାଇଁ ପ୍ରତିନିଧିତ୍ଵ କରିଥିଲେ।
ଅଜୟ ଙ୍କ ନାମ ମ୍ୟାଚ୍ ଫିକ୍ସିଂ ରେ ମଧ୍ୟ ଉଠିଛି।ସାଉଥ୍ ଆଫ୍ରିକା ବିପକ୍ଷ ଏକ ମ୍ୟାଚରେ ଏହି ଅଭିଯୋଗ ଆସିଥିଲା।ଏହି କାରଣ ପାଇଁ ଅଜିତ ଙ୍କ ଉପରେ ବିସିସିଆଇ ୫ ବର୍ଷର ପ୍ରତି ବନ୍ଧକ ଲଗାଇଥିଲା।ଏହା ମଧ୍ୟରେ ଅଜିତ ଅଦିତିଙ୍କ ସହ ବିବାହ କରିନେଲେ।୨୦୦୩ରେ ଅଜିତ ଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଗଲା।ଅଜୟ ୧୫ ଟି ଟେଷ୍ଟ ଖେଲିକରି ୫୭୬ ରନ ବନାଇଥିଲେ ଯେଉଁ ଥୀରେ ୪ ଅର୍ଦ୍ଧଶତକ ସାମିଲ ଅଛି।ଜଦେଯା ୧୯୬ ଏକ ଦିବସୀୟ ମ୍ୟାଚ ରେ ୫୩୬୯ ରନ ବନାଇ ଥିଲେ।ଏଥିରେ ୬ ଶତକ ଓ ୩ ଟି ଅର୍ଦ୍ଧ ଶତକ ସାମିଲ ଅଛି।