December 23, 2024

Odia Express

Here, There and Everywhere

ଯେଉଁ ମହିଳାମାନଙ୍କର ଦାନ୍ତରେ ଫାଙ୍କା ଥାଏ ସେମାନଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥା – ନିଶ୍ଚୟ ଜାଣିରଖନ୍ତୁ..

ନମସ୍କାର ସାଙ୍ଗମାନେ କିଏ ଅଛି ଯିଏ ମହାଲଷ୍ମୀଙ୍କ ଅଶ୍ରୀବାଦ ପାଇବାକୁ ଚାହୁଁନାହାନ୍ତି।ଏ ଦୁନିଆରେ ସମସ୍ତେ ମହା ଲଷ୍ମୀଙ୍କ ଅଶ୍ରୀବାଦ ଚାହିଁ ଥାଆନ୍ତି।ସାଙ୍ଗମାନେ ସନାତନ ଧର୍ମରେ ସବୁ ସ୍ତ୍ରୀଙ୍କୁ ଦେବୀ ଏବଂ ମହାଲକ୍ଷ୍ମୀଙ୍କ ସ୍ୱରୂପ ମାନଯାଇଥାଏ।ଏବଂ ଏହା ସହିତ ଶାସ୍ତ୍ରରେ କିଛି ବିଶେଷ ଲକ୍ଷଣ ଥିବା ମହିଳାଙ୍କ ବିଷୟରେ କୁହାଯାଇଛି।ଏହିପରି ମହିଳା ଖୁବ ଭାଗ୍ୟଶାଳୀ ଅଟନ୍ତି।ଏମାନଙ୍କ ଭାଗ୍ୟ ଯୋଗୁ ନାଖାଲି ପତିଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସେ।ଏହାସହିତ ପୁରା ଘର ଖୁସି ଏବଂ ଧନବାନ ରହିଥାଏ।

ସେପରି ଦେଖିବାକୁ ଗଲେ ଝିଅ ନିଜ ବାପା ମାଆଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାଆନ୍ତି।କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ସୌଭାଗ୍ୟଶାଳି ମହିଳାଙ୍କ କିଛି ବିଶେଷତ୍ୱ ବତାଯାଇଛି।ଆଜି ଆମେ ଆପଣଙ୍କୁ ଏପରି କିଛି ବେଶେଷତା ବତାଇବୁ।ମହିଳାଙ୍କ ଦାନ୍ତ ମଝିରେ ଥିବା ଫାଙ୍କରୁ ଆମେ ସେମାନଙ୍କ ବିଶେଷତା ଜାଣିପାରୁ।କିଛି ମହିଳାଙ୍କ ଦାନ୍ତ ପାଖରେ ଅଳ୍ପ ଫାଙ୍କ ଥାଏ ଏବଂ କିଛି ମହିଳାଙ୍କ ସବୁ ଦାନ୍ତ ମଝିରେ କିଛି କିଛି ଫାଙ୍କ ଥାଏ।ଏବଂ ସାଧାରଣତଃ ଭଲଭାବରେ ହସିବାରେ ମଧ୍ୟ ଲଜ୍ୟା ଅନୁଭବ କରିଥାନ୍ତି।ସୁନ୍ଦରତା ଦୃଷ୍ଟିରୁ ଏମନେ ଦୂରରେ ଥିଲେ ମଧ୍ୟ ଏମନେ ଭାଗ୍ୟରୁ ଧନୀ ହୋଇଥାନ୍ତି।ଏପରି ଲୋକଙ୍କୁ କଥା କହିବାର ଅଭ୍ୟାସ ଥାଏ କିନ୍ତୁ ଏମାନେ ଵୋର କରିନଥାନ୍ତି।କାରଣ ଏମନେ ସବୁବେଳେ ସୁନ୍ଦର କଥା କହିଥାଆନ୍ତି।

ଦାନ୍ତରେ ଥିବା ଫାଙ୍କ ମନୁଷ୍ୟର ବୁଦ୍ଧିମତାର ପ୍ରଦର୍ଶନ କରିଥାଏ।ଏଭଳି ଲୋକ ମସ୍ତିସ୍କରୁ ବହୁତ ତୀବ୍ର ଥାଆନ୍ତି ଏବଂ ଖୋଲା ବିଚାର ଵାଲା ଥାଅନ୍ତି।ଏହାସହିତ ଏମାନେ ଖାଇବା ପିଇବାରେ ବହୁତ ସୌଖିନ ହୋଇଥାନ୍ତି।ଏଭଳି ମହିଳାଙ୍କୁ ନିଜ ଶାଶୁ ଶ୍ୱଶୁରଙ୍କ ଠାରୁ ବହୁତ ପ୍ରେମ ମିଳିଥାଏ।ଏବଂ ଏମାନେ ନିଜ ପରିବାରକୁ ଯୋଡିକରି ରଖିଥାନ୍ତି।ଏମନେ ନିଜର ସ୍ୱାମୀଙ୍କୁ ବହୁତ ଭଲ ପାଇଥାନ୍ତି।

ସାଙ୍ଗମାନେ ଏହିପରି ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀଙ୍କ ନାଭି ଗୋଲ ଥାଏ ସେମାନେ ଗୁଣବାନ ହୋଇଥାଆନ୍ତି।ସାଧାରଣତଃ ଏମନଙ୍କ ସ୍ୱାସ୍ତ୍ୟ ଭଲ ରହିଥାଏ ଏବଂ ସେମାନେ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି।ଏମାନଙ୍କ ହୃଦୟରେ ଦାୟର ଭାବନା ରହିଥାଏ।ଏବଂ ଏମନେ ଯେଉଁ ପରିବାରରେ ଥାନ୍ତି ସ୍ନମାନ ପାଇଥାଆନ୍ତି।ଏବଂ ଏମାନଙ୍କ ବୈବାହିକ ଜୀବନ ସାଧାରଣତଃ ସୁଖୀଥାଏ।ଯେଉଁ ମହିଳାଙ୍କ ପାଦରେ କମଳ, ଚକ୍ର କିମ୍ବା ଶଙ୍ଖର ଚିହ୍ନ ଥାଏ ସେମାନେ ପରମ ଭାଗ୍ୟଶାଳି ହୋଇଥାନ୍ତି।ଏମନେ ନିଜେ ଉଚଅଧିକାର ପ୍ରାପ୍ତ କରିଥାନ୍ତି କିମ୍ବା କୌଣସି ଉଚଅଧିକାରୀ ସ୍ୱାମୀ ଙ୍କ ସହ ସୁଖ ଜୀବନ ଭୋଗ କରିଥାଆନ୍ତି।

ଗାଲରେ ପଡୁଥିବା ଗାତ ନା ଖାଲି ଚେହେରାର ଆକର୍ଷଣ ବଢାଇଥାଏ ଏହାସହିତ ଏହାକୁ ଶୁଭ ମଧ୍ୟ ମନାଯାଇଥାଏ।ଏବଂ ସେମାନେ ବିବେକବାନ ହୋଇଥାଆନ୍ତି।ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀଙ୍କ ଡାହାଣ ଗାଲରେ କଳାଯାଇ ଥାଏ ସେମାନେ ଧନବାନ, ବୈଭବଶାଳି ଏବଂ ଚରିତ୍ରବାନ ହୋଇଥାନ୍ତି।ଯେଉଁ ମହିଳାଙ୍କ ଆଖି ହରିଣୀ ଭଳି ଥାଏ ସେମାନେ ଭାଗ୍ୟଶାଳି ଏବଂ ସୁଖଭୋଗକାରୀ ହୋଇଥାଆନ୍ତି।

Leave a Reply

Your email address will not be published. Required fields are marked *