December 23, 2024

Odia Express

Here, There and Everywhere

ଯଦି ଏହି ୫ଟି ଲକ୍ଷଣ ଆପଣଙ୍କ ଯକୃତର ଦେଖା ଯାଉଛି ତେବେ ସଙ୍ଗେ ସଙ୍ଗେ ଯକୃତର ପରୀକ୍ଷା କରାନ୍ତୁ..

1 min read

ଯକୃତ ଆମ ଶରୀରର ସବୁଠୁ ବଡ ଏବଂ ମୁଖ୍ୟ ଅଙ୍ଗ।ଏହା ଆମ ଶରୀରର ସବୁଠୁ ଅଧିକା କାମ କରେ।ଯଦି ଆମ ଯକୃତ କାମ କରିବା ବନ୍ଦ କରିଦେବ ତ ଆମ ଶରୀରର ସନ୍ତୁଳନ ବିଗିଡି ଯାଇପାରେ ଏବଂ ଆମ ଶରୀରରେ ମାରାତ୍ମକ ଜୀବନ ନେଲା ଭଳି ରୋଗ ହୋଇ ପାରେ।ସେଥିପାଇଁ ଯଦି ନିମ୍ନ ଲିଖିତ ଏଇ ୫ ଟି ଲକ୍ଷଣ ଆପଣଙ୍କ ଶରୀରରେ ଦେଖା ଯାଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ।ସେହି ଲକ୍ଷଣ ଗୁଡିକ ହେଲା:-

୧.ପେଟରେ ଯନ୍ତ୍ରଣା ହେବା,ଖାଦ୍ୟ ହଜମ ନହେବା ଯକୃତ ଖରାପ ହେବାର ପ୍ରଥମ ଲକ୍ଷଣ।ଯଦି ଆପଣ କିଛିବି ବାହାରର ଖାଦ୍ୟ ଖାଉଛନ୍ତି ହଟାତ ପେଟ ଖରାପ ହେଇଯାଉଛି ତ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।

୨.ଯଦି ଆପଣଙ୍କୁ ବାରମ୍ବାର ଦୁର୍ବଳ ହେଲା ଭଳି ଲାଗୁଛି କିଛି କାମ କରିବାକୁ ଇଚ୍ଛା ହଉନାହିଁ ତ ନିଚିନ୍ତ ଆପଣଙ୍କ ଯକୃତ ଠିକ କାମ କରୁନାହିଁ ସେଥିପାଇଁ ଥରେ ଆପଣଙ୍କ ଯକୃତ ପରୀକ୍ଷା କରିନେବା ଉଚିତ।

୩.ଯଦି ଆପଣ ପ୍ରତିଦିନ ବ୍ୟାୟାମ କରିବା ଏବଂ ଠିକ ସମୟରେ ଖାଦ୍ୟ ଖାଇବା ପରେ ଆପଣଙ୍କ ଶରୀରର ଓଜନ ବୁଦ୍ଧି ହେଉଛି ତାହେଲେ ଆପଣଙ୍କ ଯକୃତ ପରୀକ୍ଷା କରିନେବା ଉଚିତ।

୪.ଜର ନହେବା ସତ୍ୱେ ମଧ୍ୟ ଆପଣଙ୍କ ପାଟିରେ ସ୍ୱାଦ ଜାଣି ପାରୁ ନାହାନ୍ତି ପାଟିରୁ ଦୁର୍ଗନ୍ଧ ବାହାରୁଛି ଏବଂ ଦରକାରରୁ ଅଧିକ କେଶ ଝାଡୁଛି ତେବେ ଥରୁଟିଏ ନିଜର ଯକୃତ ପରୀକ୍ଷା କରିନେବା ଉଚିତ।

୫.ଯଦି ବାରମ୍ବାର ଯକୃତ ପାଖରେ ଯନ୍ତ୍ରଣା ହେଉଛି ତା ଥରୁଟିଏ ନିଜର ଯକୃତ ପରୀକ୍ଷା କରିନିଅନ୍ତୁ।

ଯଦି ଆପଣଙ୍କ ଯକୃତ ଠିକ ଭାବରେ କାମ କରୁନାହିଁ ତେବେ ଲେଖା ଯାଇଥିବା ପ୍ରାକୁତିକ ଉପାଚାରକୁ ପ୍ରୟୋଗ କରନ୍ତୁ।କାରଣ ରାସାୟନିକ ଔଷଧ ଅପେଖ୍ୟା ପ୍ରାକୁଟିକ ଉପାୟରେ ପ୍ରସ୍ତୁତ ଔଷଧ ଯକୃତ ପାଇଁ ଅଧିକ ଲାଭଦାୟି ହୋଇଥାଏ।

ସେ ଔଷଧର ପ୍ରସ୍ତୁତି ପ୍ରଣାଳୀ ହେଲା: ପ୍ରଥମେ ଦୁଇଟି ମୂଳା ପତ୍ରକୁ ନେଇ ଛୋଟ ଛୋଟ କାଟି ଦିଅନ୍ତୁ ଏବଂତା ସହ ଫାଳେ ବିଟକୁ ମଧ୍ୟ ଛୋଟ ଛୋଟ କରି କାଟି ଏହାର ରସ ବାହାର କରିଦିନ୍ତୁ।ତାପରେ ଏହି ରସରେ ୨୫.ଆମ ଅଲ ର ଗିଲୟ ରସ ମିଶେଇ ଦିଅନ୍ତୁ ଆପଣ ଯଦି ଚାହିଁବେ ତା ଏହାକୁ ହାଲକା ଗରମ କରି ପିଇ ପାରିବେ ।ପ୍ରତିଦିନ ସଖାଲୁ ଉଠି ଏହି ରସକୁ ଚା ପିଇଲା ଭଳି ପିଇବେ ଦେଖିବେ ଏହା ୪୮ ଘଣ୍ଟା ମଧ୍ୟରେ ତାର କାମ ଆରମ୍ଭ କରିଦେବ।ଏବଂ ଗୋଟେ ସପ୍ତାହ ମଧ୍ୟରେ ଆପଣଙ୍କ ଯକୃତ ପୁରା ଠିକ ଭାବେ କାମ କରିବା ଆରମ୍ଭ କରିଦେବ।

Leave a Reply

Your email address will not be published. Required fields are marked *