June 21, 2025

Odia Express

Here, There and Everywhere

ଗୋଟେ ମୁଦି ବାଛନ୍ତୁ ଓ ଜଣାନ୍ତୁ ଆପଣଙ୍କ ପ୍ରକୃତ ଭଲପାଇବା ସମ୍ପର୍କରେ – ନିଶ୍ଚୟ ଆଜି ଏହି କଥା ଜାଣିବା ଦରକାର ନିଜ ବିଷୟରେ..

ବିଭିନ ଲୋକ ମାନଙ୍କର ପସନ୍ଦ ନାପସନ୍ଦ ଓ ବିଚାର ସବୁବେଳେ ଅଲଗା ହୋଇଥାଏ।କେଉଁ ବ୍ୟକ୍ତିକୁ କେଉଁ ପ୍ରକାର ଜିନିଷ ପସନ୍ଦ ଓ ନାପସନ୍ଦ ତାହା ତାର ସ୍ୱଭାବରୁ ଜଣାପଡିଯାଏ।ଏହି ଭିଦେଓରେ ଆମେ ଆପଣଙ୍କୁ ୩ଟି ମୁଦି ଦେଖେଇବୁ ଆପଣଙ୍କୁ କହିବାକୁ ହବ ଅର୍ଥାତ ଗୋଟେ ମୁଦି ବାଛିବାକୁ ପଡିବ।ସେଥିପାଇଁ ଆପଣଙ୍କୁ ୫ସେକେଣ୍ଡ ଦିଆଯିବ।ଏହାପରେ ଆପଣ ବାଛିଥିବା ମୁଦିକୁ ନେଇ ଆମେ ଅପଣଙ୍କ ପ୍ରେମ ସଂପର୍କ ଉପରେ କହିବୁ।୧.ପ୍ରଥମ ଚିତ୍ରରେ ୩ଟି ମୁଦି ଦିଆଯାଇଛି।ପ୍ରଥମଟି ହୀରା ମୁଦି ଦୂତୀୟ ସୁନା ମୁଦି ଓ ୩ୟ ରେ ରୂପା ମୁଦି।ଚାଲନ୍ତୁ କଥା ହବା ସେହି ଲୋକମାନେ ଯିଏ ପ୍ରଥମ ମୁଦି ବାଛିଛନ୍ତି।ସେହିମାନେ ବହୁତ ତେଜସ୍ୱି ହେବେ।ନିଜ ସ୍ତ୍ରୀ ପାଟି ଅଧିକ ଯତ୍ନଶୀଳ ହେବେ।ସେମାନଙ୍କ ବ୍ୟବହାର ଓ ଆଚରଣ ବହୁତ ଭଲ ହବ।ସେମାନେ ନିଜ ସ୍ତ୍ରୀ ବା ନିଜ ସଙ୍ଗିନୀ ପ୍ରତି ଭଲ ବ୍ୟବହାର କରିବେ।

ଚାଲନ୍ତୁ କଥା ହବା ଯେଉଁମାନେ ୨ୟ ମୁଦି ବାଛିଛନ୍ତି ସେମାନଙ୍କ ବିଷୟରେ।ଯଦି ଆପଣ ୨ୟ ମୁଦି ବାଛିଛନ୍ତି ସେମାନେ ଭଲ ପାଇବାରେ ବହୁତ ଲକି ହୋଇଥାନ୍ତି।ଆପଣ ଏକ ଏପରି ପାର୍ଟନେର ଅଟନ୍ତି ଯିଏକି ରୋମାଣ୍ଟିକ ବହୁତ ହୋଇଥାନ୍ତି ଓ ଯତ୍ନଶୀଳ ହୋଇଥାନ୍ତି।ଆପଣ ଯେପରି ନିଜର ପରିବାର ଓ ନିଜର ଯତ୍ନ ନେଉଛନ୍ତି ସେହିଭଳି ଆପଣଙ୍କ ପାର୍ଟନେର ମଧ୍ୟ ଆପଣଙ୍କ ପ୍ରତି ବହୁତ ଯତ୍ନଶୀଳ ହେବେ ଓ ଆପଣଙ୍କ ପରିବାର ପ୍ରତି ଦୟାଳୁ ହେବେ।ଏହି ମୁଦି ବାଛିଥିବା ଲୋକ ସାଧାରଣତଃ ପ୍ରେମରେ ପଡନ୍ତି ନାହିଁ ଆଉ ଯଦି ସେମାନେ ପ୍ରେମ କରନ୍ତି ତ ତାକୁ ଭଲ ଭାବରେ ଲିଭେଇଥାନ୍ତି।ଏବେ କଥା ହେବ ସେହିମାନଙ୍କ ବିଷୟରେ ଯେଉଁମାନେ ୩ୟ ମୁଦି ବାଛିଥିଲେ।

ଯଦି ଆପଣ ୩ୟ ମୁଦିଟିକୁ ବାଛିଛନ୍ତି ତାହେଲେ ଆପଣ ନିଜେ ଯେପରି ନିଜ ରିସ୍ତାର ବିଷୟରେ ଯତ୍ନଶୀଳ ହୋଇଥାନ୍ତି।ସେହିପରି ନିଜ ପାର୍ଟନର ମଧ୍ୟ ଅପଣଙ୍କ ଭଳି ହେବା ସହ ନିଜ ସମ୍ପର୍କକୁ ଭଲ ଭାବରେ ଲିଭେଇଥାନ୍ତି।ଆପଣ ଦୁହେଁ ଦୁହିଁଙ୍କ ପ୍ରତି ପ୍ରେମରେ ସବୁବେଳେ ସମର୍ପିତ ହୋଇଥାନ୍ତି।ଏମାନେ ନିଜର ପ୍ରେମ ସମୟକୁ କେବେ ହେଲେ ବୃଥା ଯିବାକୁ ଦିଅନ୍ତି ନାହିଁ।ଏମାନେ ପ୍ରଥମେ ତ ନିଜ ପାର୍ଟନେର ସହ କିଛି ଭାବ ଆଦାନ ପ୍ରଦାନ କରିନଥାନ୍ତି କିନ୍ତୁ ସମୟ ଅତିକ୍ରମ ହେବା ସହ ସବୁ ଭାବ ବିନିମୟ କରିଥାନ୍ତି।ଏମାନେ ସବୁବେଳେ ସଚ୍ଚା ହୃଦୟ ବିଶିଷ୍ଟ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *